Jump to content

ଶ୍ରୀ ଲଙ୍କାମାଲ୍ଲେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
୨୧:୨୬, ୩୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sri Lankamalleswara Wildlife Sanctuary") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Sri Lankamalleswara Wildlife Sanctuary
Lankamala Wildlife Sanctuary
IUCN Category IV (Habitat/Species Management Area)
Map of India
ଅବସ୍ଥାନKadapa District, Andhra Pradesh, India
ପାଖ ସହରKadapa
କ୍ଷେତ୍ରଫଳ464.42 km2 (179.31 sq mi)

ଶ୍ରୀ ଲଙ୍କାମାଲ୍ଲେଶ୍ଵର ବନ୍ୟପ୍ରାଣୀ ଅଭୟାରଣ୍ୟ  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ର କଦପ୍ପା ଠାରେ ଥିବା ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ।ଏହା ବିଶ୍ଵ ର ଏକମାତ୍ର ଅଭୟାରଣ୍ୟ ଯାହା "jerdon ;s courser" ନାମକ ଏକ ବହୁ ବିରଳ ଓ ଅବଲୁପ୍ତ ପ୍ରାୟ ପକ୍ଷୀ କୁ ସଙ୍ଗରକ୍ଷଣ ଦେଇଥାଏ । ଏହା ବ୍ଯତୀତ ଏହିରେ 176 ଟି ପ୍ରଜାତି ର ବିଭିନ୍ନ ବିରଳ ଜୀବ[] ଓ ବୃକ୍ଷ କୁ ସଙ୍ଗରକ୍ଷନଣ ପ୍ରଦାନ ପୂର୍ବକ ରଖିଥାଏ ।  []

ଇତିହାସ 

1848 ମସିହା ରେ ଏହି ଅଞ୍ଚଳ ରେ ଥୋମାସ ଜେର୍ଦୋନ ନାମକ ଚିକିଷ୍ଟକ ଓ ପ୍ରକୃତିବିଦ ଙ୍କ ଦ୍ଵାରା ପ୍ରଥମେ କୁ ଚିହ୍ନଟ ଓ ଆବିଷ୍କାର କରାଯାଇଥିଲା ।ତାହାକୁ ପରେ 1986[] ମସିହା ଯାଏ ଅବଲୁପ୍ତ ହେଇଯାଇଥିବା ବିଶ୍ଵାସ କରାଯାଉଥିଲା । 1986 ମସିହା ରେ ଏହାକୁ ପୁନର-ଆବିଷ୍କାର କରାଯିବା ପରେ ତାହାର ସଙ୍ଗରକ୍ଷଣ ପାଇଁ ପଦକ୍ଷେପ ନିଆ ଯାଇଥିଲା ।ଶ୍ରୀ ଲଙ୍କାମାଲ୍ଲେଶ୍ଵର ବନ୍ୟପ୍ରାଣୀ ଅଭୟାରଣ୍ୟ ର ଜଳବାଯୁ ଏହା ପାଇଁ ଉପଯୁକ୍ତ ହେଇଥିବାରୁ ଏଠାରେ ସେମାନେ ରହିଛନ୍ତି ।    

ବନ୍ୟାପ୍ରାଣୀ ଓ ଜୀବଜନ୍ତୁ 

ଏଠାରେ 1400 ପ୍ରଜାତି ର ବୃକ୍ଷ୍ଯରାଜି ଓ 176 ପ୍ରକାର ଭେଦ ଅନନ୍ୟ ସଜୀବ ପାହାନ୍ତି । ଏଠାରେ ବ୍ୟାଘ୍ର , ଭାଲୁ ଚିତା , ନୀଳଗାଇ ଆଦି ବନ୍ୟପ୍ରାଣୀ ରହନ୍ତି । .[]

ପର୍ଯ୍ୟଟନ କାଳ 

ପର୍ଯ୍ୟଟନ ନିମନ୍ତେ ଅକ୍ଟୋବର ରୁ ମାର୍ଚ ଏଠାରେ ଉପଯୁକ୍ତ ସମୟ । .[] କଦପ୍ପା ଠାରୁ ଏହା ମାତ୍ର 15 କିଲୋମିଟର ଦୁରବର୍ତୀ । .[]

References