ଜ୍ଞାନେଶ୍ୱରୀ
ଜ୍ଞାନେଶ୍ଵରୀ (ମରାଠୀ: ज्ञानेश्वरी) (IAST:Jñānēśvarī) ହିନ୍ଦୁ ମହାପୁରାଣ ଭଗବତ ଗୀତା ଉପରେ ଏକ ବ୍ୟାଖ୍ୟା ମୂଳକ ବର୍ଣନା । ଏହା ମାରାଠି ସଠ ଓ କବି ଜ୍ଞାନେଶ୍ଵରୀ ଙ୍କ ଦ୍ଵାରା 13 ଶ ଶତାବ୍ଦୀ ରେ ଲିଖିତ ହେଇଥିଲା । ବିଦ୍ଵାନ ଭାଷା ଓ ମୂଲ୍ୟ ଭିତ୍ତିକ ବ୍ୟାଖ୍ୟା ପାଇଁ ଏହା ବହୁଳ ଆଦୃତ ହେଇଥିଲା । ଏହାର ମୂଳ ନାମ ଭାବରଥ ଦୀପିକା ଥିଲା , ଯାହାର ଅର୍ଥ " ଅନ୍ତର୍ନିହିତ ଭାବ ଉପରେ ଆଲୋକପାତ " କୁହାଯାଇପାରେ । ଏହି ନାମ ପରେ "ଜ୍ଞାନେଶ୍ଵରୀ: ରହିଲା [୧]
କାର୍ଯ୍ୟ ର ମୂଲ୍ୟବୋଧ
ଜ୍ଞାନେଶ୍ଵରୀ, ଭଗବାଦ ଗୀତା ପାଇଁ ଏକ ଦାର୍ଶନିକ ଦୃଷ୍ଟିକୋଣ ସ୍ଥାପନ କରିଥାଏ । ଏହା ଧରମିକା ଭାବନା ପାଇଁ ମହାରାଷ୍ଟ୍ର ରେ ଏକ ସ୍ଥାୟୀ ଆଧାର ସୃଷ୍ଟି କରିଥିଲା । ଏହା ନିଜେ ଏକ ପବିତ୍ର ଗ୍ରନ୍ଥ ର ସ୍ଥାନ ପାଇଥାଏ । ଏହା ସହିତା "ଏକନ୍ତି ଭାଗବତ:" , :ଟୁକାରାମ ଗାଥା " ମଧ୍ୟ ମାରାଠି ଭାଷା ରେ ଧାର୍ମିକ ଗ୍ରନ୍ଥ ଭାବରେ ଗଣା ଯାଇଥାଏ । ଏହା ମାରାଠି ଭାଷା ସାହିତ୍ଯ ପାଇଁ ଏକ ମୂଳଦୁଆ ଭାବରେ ମହାରାଷ୍ଟ୍ର ରେ ବହୁଳ ପଠିତ ହେଇଆସୁଛି । ଜ୍ଞାନେଶ୍ଵରୀ ର 9 ଟି ଶେଷ ଶ୍ଳୋକ ଲୋକଙ୍କ ପାଇଁ ବହୁଳ ଆକର୍ଷଣୀୟ ।
ଜ୍ଞାନେଶ୍ଵରୀ ର କିଛି ଉଦ୍ଦ୍ରୁତି
ମୂଳ ଭଗବତ ରେ 750 ଟି ଶ୍ଳୋକ ରହିଥିବା ସ୍ଥଳେ ଏହାକୁ ଜ୍ଞାନେଶ୍ଵର 9999 ଟି କବିତା କରି ଶ୍ରୁତି ମଧୁର ହେବାପରି ରଚନା କରିଥିଲେ ।ଏହାକୁ ସଂଗୀତା ମାୟା ଭାବରେ ରଚନା କରାଯାଇଥିଲା ।
ॐ नमोजी आद्या |
वेद प्रतिपाद्या |
जय जय स्वसंवेद्या |
आत्मरुपा
Devā Tūchi Gaṇeshū |
Sakalārthamatiprakāshū |
Mhaṇe Nivṛtti Dāsū |
Avadhārijojē ||2||
देवा तूंचि गणेशु |
सकलमति प्रकाशु |
म्हणे निवृत्ति दासु |
अवधारिजो जी ||2||
ଜ୍ଞାନେଶ୍ଵରୀ ର ବିଷୟ ବସ୍ତୁ ରେ କୁଣ୍ଡଳିନୀ ର ଜ୍ଞାନ ସହ ବସ୍ତୁବିଦ୍ୟା ଓ ଜ୍ୟୋତିବିଦ୍ୟା ର ମଧ୍ୟ ଉପଯୋଗ କରାଯାଇଥିଲା ।ଏହା ପରମେଶ୍ଵର ଙ୍କ ଆସିମୀତ ଶକ୍ତି ଜୀବନ ର ରହସ୍ୟ ଜଳ , ବାୟୁ ର ମହତ୍ଵ ଉପରେ ଆଲୋକପାତ କରିଥାଏ ।
ନୋଟ
- ↑ Dnyandev; Pradhan, Vitthal Ganesh (1987), Lambert, Hester Marjorie (ed.), Dnyaneshwari : Bhāvārthadipikā, UNESCO Collection of Representative Works: Indian Series, Albany, NY, USA: SUNY Press, p. 652, ISBN 978-0-88706-487-6