ଜ୍ଞାନେଶ୍ୱରୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଜ୍ଞାନେଶ୍ୱରୀ (ମରାଠୀ: ज्ञानेश्वरी) (IAST:Jñānēśvarī) ହିନ୍ଦୁ ମହାପୁରାଣ ଭଗବତ ଗୀତା ଉପରେ ଏକ ବ୍ୟାଖ୍ୟା ମୂଳକ ବର୍ଣ୍ଣନା । ଏହା ମାରାଠି ସଠ ଓ କବି ଜ୍ଞାନେଶ୍ୱରୀଙ୍କଦ୍ୱାରା 13 ଶ ଶତାବ୍ଦୀରେ ଲିଖିତ ହେଇଥିଲା । ବିଦ୍ୱାନ ଭାଷା ଓ ମୂଲ୍ୟ ଭିତ୍ତିକ ବ୍ୟାଖ୍ୟା ପାଇଁ ଏହା ବହୁଳ ଆଦୃତ ହେଇଥିଲା । ଏହାର ମୂଳ ନାମ ଭାବରଥ ଦୀପିକା ଥିଲା , ଯାହାର ଅର୍ଥ " ଅନ୍ତର୍ନିହିତ ଭାବ ଉପରେ ଆଲୋକପାତ " କୁହାଯାଇପାରେ । ଏହି ନାମ ପରେ "ଜ୍ଞାନେଶ୍ୱରୀ: ରହିଲା   [୧]

କାର୍ଯ୍ୟର ମୂଲ୍ୟବୋଧ [ସମ୍ପାଦନା]

ଜ୍ଞାନେଶ୍ୱରୀ, ଭଗବାଦ ଗୀତା ପାଇଁ ଏକ ଦାର୍ଶନିକ ଦୃଷ୍ଟିକୋଣ ସ୍ଥାପନ କରିଥାଏ । ଏହା ଧରମିକା ଭାବନା ପାଇଁ ମହାରାଷ୍ଟ୍ରରେ ଏକ ସ୍ଥାୟୀ ଆଧାର ସୃଷ୍ଟି କରିଥିଲା । ଏହା ନିଜେ ଏକ ପବିତ୍ର ଗ୍ରନ୍ଥର ସ୍ଥାନ ପାଇଥାଏ । ଏହା ସହିତା "ଏକନ୍ତି ଭାଗବତ:" , :ଟୁକାରାମ ଗାଥା " ମଧ୍ୟ ମାରାଠି ଭାଷାରେ ଧାର୍ମିକ ଗ୍ରନ୍ଥ ଭାବରେ ଗଣା ଯାଇଥାଏ । ଏହା ମାରାଠି ଭାଷା ସାହିତ୍ଯ ପାଇଁ ଏକ ମୂଳଦୁଆ ଭାବରେ ମହାରାଷ୍ଟ୍ରରେ ବହୁଳ ପଠିତ ହେଇଆସୁଛି । ଜ୍ଞାନେଶ୍ୱରୀର 9ଟି ଶେଷ ଶ୍ଳୋକ  ଲୋକଙ୍କ ପାଇଁ ବହୁଳ ଆକର୍ଷଣୀୟ । 

ଜ୍ଞାନେଶ୍ୱରୀର କିଛି ଉଦ୍ଦ୍ରୁତି [ସମ୍ପାଦନା]

ମୂଳ ଭଗବତରେ 750ଟି ଶ୍ଳୋକ ରହିଥିବା ସ୍ଥଳେ ଏହାକୁ ଜ୍ଞାନେଶ୍ୱର 9999ଟି କବିତା କରି ଶ୍ରୁତି ମଧୁର ହେବାପରି ରଚନା କରିଥିଲେ ।ଏହାକୁ ସଂଗୀତା ମାୟା ଭାବରେ ରଚନା କରାଯାଇଥିଲା ।  

ॐ नमोजी आद्या |
वेद प्रतिपाद्या |
जय जय स्वसंवेद्या |
आत्मरुपा

Devā Tūchi Gaṇeshū |
Sakalārthamatiprakāshū |
Mhaṇe Nivṛtti Dāsū |
Avadhārijojē ||2||

देवा तूंचि गणेशु |
सकलमति प्रकाशु |
म्हणे निवृत्ति दासु |
अवधारिजो जी ||2||

ଜ୍ଞାନେଶ୍ୱରୀର ବିଷୟ ବସ୍ତୁରେ କୁଣ୍ଡଳିନୀର ଜ୍ଞାନ ସହ ବସ୍ତୁବିଦ୍ୟା ଓ ଜ୍ୟୋତିବିଦ୍ୟାର ମଧ୍ୟ ଉପଯୋଗ କରାଯାଇଥିଲା ।ଏହା ପରମେଶ୍ୱରଙ୍କ ଆସିମୀତ ଶକ୍ତି ଜୀବନର ରହସ୍ୟ ଜଳ , ବାୟୁର ମହତ୍ୱ ଉପରେ ଆଲୋକପାତ କରିଥାଏ । 

ନୋଟ [ସମ୍ପାଦନା]

  1. Dnyandev; Pradhan, Vitthal Ganesh (1987), Lambert, Hester Marjorie, ed., Dnyaneshwari : Bhāvārthadipikā, UNESCO Collection of Representative Works: Indian Series, Albany, NY, USA: SUNY Press, p. 652, ISBN 978-0-88706-487-6

ପୁନଶ୍ଚ ଦେଖଣା [ସମ୍ପାଦନା]