Jump to content

ଜାଙ୍ଗିଳ ଭାଷା

ଉଇକିପିଡ଼ିଆ‌ରୁ
୧୯:୩୩, ୩୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Jangil") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Jangil
Native toIndia
ଅଞ୍ଚଳAndaman Islands
ବିଲୁପ୍ତca. 1900–1920
Ongan
  • Jangil
ଭାଷା କୋଡ୍
ISO ୬୩୯-୩None (mis)
ଆଣ୍ଡାମନ ଦ୍ଵିପାଞ୍ଚଳ ରେ ବ୍ୟବହାର ହଉଥିବା  ଭାଷା ମାନକ ଏକ ବିଶ୍ଲେଷଣାତ୍ମକ ଚିତ୍ର 

ଜାଙ୍ଗିଳ ( ବାରୁଟ ଲାଣ୍ଡ ଜରାୱା)  ବଂଗୋପ ସାଗର ରେ ଥିବା  ଆଣ୍ଡାମାନ ର ଆଦିମ ଅଧିବାସୀ ଙ୍କ ଏକ ନିଜସ୍ଵ ଭାଷା । ସେହି ଭାଷା ରୁଟ ଲାଣ୍ଡ ଦ୍ଵୀପା ର ଅବୟନତାର ଅଚଳ ରେ ବହୁଳ ଭାବରେ ପ୍ରଚଳିତ ଥିବାରୁ ତାହାକୁ ରୁଟ ଲାଣ୍ଡ ଜରାୱା ମଧ୍ୟ କୁହାଯାଇଥାଏ ଓ ନିକଟସ୍ଥ ଜରାୱା ଲୋକ ଙ୍କ ସହ ସମ୍ପର୍କିତ ହେଇଥିବା କଥା ବିଶ୍ବାସ କରାଯାଏ । ସେହି ଅଞ୍ଚଳ ରୁ 19 ଶ ଶତାବ୍ଦୀ ର ମଧ୍ୟ ଭାଗ ରେ ତଥ୍ୟ ସଂରୁହିତ ହେଇ ଲିପିବଦ୍ଧ ହେଇଥିଲା ଓ ସେହି ଅଞ୍ଚଳ ରୁ ଅଧିକ ତଥ୍ୟ ମିଳିବା ସମ୍ଭବ ହୁଏ ନାହି । 1907 ମସିହା ରେ ଏକ ବ୍ରିଟିଶ ଦଳ ଙ୍କ ଦ୍ଵାରା ସେଠାରୁ କିଛି ତଥ୍ୟ ପାଇଥିଲେ ମଧ୍ୟ 1920 ମସିହା ଆଡକୁ ସେହି ଜରାୱାଅଞ୍ଚଳ କୁ ତଥ୍ୟ ଅନୁସନ୍ଧାନ କାରୀ  ଦଳ ପଠା ଯାଇଥିଲେ  ମାନଙ୍କ ଆଉ କିଛି ଖୋଜ ଖବର ମିଳିନଥିଲା । ସେମାନେ ପ୍ରକୃତିକ କାରଣ ଦ୍ଵାରା ନିପାତ ହେଇଯାଇଥିବା ବିଶ୍ଵାସ କରାଯାଏ । 

ବାହ୍ୟ ସଂଯୋଗ