ଜାଙ୍ଗିଳ ଭାଷା
ଦେଖଣା
Jangil | |
---|---|
Native to | India |
ଅଞ୍ଚଳ | Andaman Islands |
ବିଲୁପ୍ତ | ca. 1900–1920 |
Ongan
| |
ଭାଷା କୋଡ୍ | |
ISO ୬୩୯-୩ | None (mis ) |
ଜାଙ୍ଗିଳ ( ବାପଥ ଲାଣ୍ଡ ଜରାୱା) ବଂଗୋପ ସାଗରରେ ଥିବା ଆଣ୍ଡାମାନର ଆଦିମ ଅଧିବାସୀଙ୍କ ଏକ ନିଜସ୍ୱ ଭାଷା । ସେହି ଭାଷା ପଥ ଲାଣ୍ଡ ଦ୍ୱୀପାର ଅବୟନତାର ଅଚଳରେ ବହୁଳ ଭାବରେ ପ୍ରଚଳିତ ଥିବାରୁ ତାହାକୁ ପଥ ଲାଣ୍ଡ ଜରାୱା ମଧ୍ୟ କୁହାଯାଇଥାଏ ଓ ନିକଟସ୍ଥ ଜରାୱା ଲୋକଙ୍କ ସହ ସମ୍ପର୍କିତ ହୋଇଥିବା କଥା ବିଶ୍ୱାସ କରାଯାଏ । ସେହି ଅଞ୍ଚଳରୁ 19 ଶ ଶତାବ୍ଦୀର ମଧ୍ୟ ଭାଗରେ ତଥ୍ୟ ସଂରୁହିତ ହେଇ ଲିପିବଦ୍ଧ ହେଇଥିଲା ଓ ସେହି ଅଞ୍ଚଳରୁ ଅଧିକ ତଥ୍ୟ ମିଳିବା ସମ୍ଭବ ହୁଏ ନାହି । 1907 ମସିହାରେ ଏକ ବ୍ରିଟିଶ ଦଳଙ୍କଦ୍ୱାରା ସେଠାରୁ କିଛି ତଥ୍ୟ ପାଇଥିଲେ ମଧ୍ୟ 1920 ମସିହା ଆଡକୁ ସେହି ଜରାୱାଅଞ୍ଚଳକୁ ତଥ୍ୟ ଅନୁସନ୍ଧାନ କାରୀ ଦଳ ପଠା ଯାଇଥିଲେ ମାନଙ୍କ ଆଉ କିଛି ଖୋଜ ଖବର ମିଳିନଥିଲା । ସେମାନେ ପ୍ରକୃତିକ କାରଣଦ୍ୱାରା ନିପାତ ହେଇଯାଇଥିବା ବିଶ୍ୱାସ କରାଯାଏ ।