ଆହୋମ ଭାଷା
ଆହୋମ ଭାଷା ଏକ ପ୍ରକାର ଅବଲୁପ୍ତ ଅବସ୍ଥାକୁ ଆସିଯାଇଥିବା "ଟାଇ" ଭାଷା । ଏହା ଏକଦା ବ୍ରହ୍ମପୁତ୍ର ନଦୀ ଉପତ୍ୟକା ଅଞ୍ଚଳ ତଥା ବର୍ତମାନ ର ଆସାମ ଅଞ୍ଚଳ କୁ ଶାସନ କରୁଥିବା ଆହୋମ ଜାତୀୟ ଲୋକ ମାନଙ୍କ କଥିତ ଭାଷା ଥିଲା । ଏହି ଭାଷା କୁ ଦକ୍ଷିଣ ପଶ୍ଚିମ ଟାଇ ବାସା ର ଏକ ଉପବିଭାଗ ଭାବରେ ନିଆ ଯାଇଥାଏ ଓ ଏହି ଭାଷା ର ଶାଣ , ଖାମତି ପରି ସେହି ଅଞ୍ଚଳ ର ଅନନ୍ୟ ଭାଷା ସହ ସାମଞ୍ଜସ୍ଯ ରହିଛି । ପୁରା କାଳ ରେ ଆହୋମ ର ଶାସକ ମାନେ ଅଧିକ ଅସମୀୟ ଅଞ୍ଚଳ ଅଧିଗ୍ରହଣ କରିବା ସହ କାଳକ୍ରମେ ଇଣ୍ଡୋ- ଆର୍ଜନ ଭାଷା ଗୁଡିକ ଆହୋମ ଭାଷା ର ସ୍ଥାନ ଗ୍ରହଣ କରିବାକୁ ଲାଗିଥିଲା । ଉନବିଂଶ ଶତାବ୍ଦୀ ରେ ଏହି ପ୍ରକ୍ରିୟା ସମପୁରଣତା ଅବସ୍ଥା କୁ ଆସିଯାଇଥିଲା । 2000 ମସିହା ସୁଦ୍ଧା ଆହୋମ ଭାଷା କେବଳ ସେ ଅଞ୍ଚଳ ର 200 ଜଣ ଆହୋମ ଧର୍ମ ଯଜାକ ଙ୍କୁ ଜଣା ଥିଲା ଓ ଏହା କୁ ସେମାନେ କେବଳ ଧର୍ମାନୁଷ୍ଠାନ ସମୟ ରେ ଉତ୍ଛାରଣ କରୁଥିଲେ ।
ଯଦିଓ ଏହି ଭାଷା ପ୍ରଚାଳନ ରେ ନାହିଁ , ତାକୁ ତାକୁ 1795 ମସିହା ର କଥିତ ହାସ ହିସାବ ରେ ବ9ଇଭିନ୍ନ ଗବେଷଣା ର ରହିଥାଏ । ଏହାର ଲିପି ମଧ୍ୟ ଏବେ ରହିଛି ।
ଭାଷା ର ଗୁଣ
ଦକ୍ଷିଣ ପଶ୍ଚିମ ଟୈ ଭାଷା ଶ୍ରେଣୀ ବିଭାଗ ରେ ଏହା ରହିଛି ଓ ତାହାର ସ୍ଵତନ୍ତ୍ର ଲିପି ମଧ୍ୟ ରହିଛି । ଏହି ଲିପି ର ଶୈଳୀ ମୋନ-ଖାମର ଓ ଆଣ୍ଡୋ -ଅର୍ଜୟନ ଲିପି ଠାରୁ ସ୍ଵାତନ୍ତ୍ରତା ରଖିଥାଏ
- ଏଥିରେ ବାସ୍ତବିକ ଭାର୍ବ ଧାରା ଥାଏ [୧][୨]
- ସ୍ବରବର୍ଣ [୧][୨][୩]
- ଏକକ ମୂଳ [୧][୨][୩][୪]
- Each syllable is tonal, and begins with a consonant or consonant cluster. A vowel or diphthong follows. A final consonant may be added, but is not necessary.[୪]
- Lack of inflection [୧][୩]
- Analytic syntax [୨]
ପୁନଶ୍ଚ ଦେଖଣା
- Ahom alphabet
- Ahom people
- Ahom Kingdom
- All Tai Ahom Students Union
ଆଧାର ସମୂହ
ବାହ୍ୟ ସଂଯୋଗ ସବୁ
- tadcassam.org Tai Ahom Development Council (TADC) Official website.
- PARADISEC open access recording of a speaker of Ahom reading the book Khon Mu'ng Lum Phai and then explaining the text.