Jump to content

ଆହୋମ ଭାଷା

ଉଇକିପିଡ଼ିଆ‌ରୁ
Ahom
ମାତୃଭାଷା ଅଞ୍ଚଳଭାରତ
ଅଞ୍ଚଳଆସାମ
ଜାତିସତ୍ତାAhom people
ବିଲୁପ୍ତ(date missing)[]
used in religious chants and literary materials
Tai–Kadai
Ahom script
ଭାଷା କୋଡ୍
ISO ୬୩୯-୩aho
ଗ୍ଲୋଟୋଲୋଗahom1240

ଆହୋମ ଭାଷା ଏକ ପ୍ରକାର ଅବଲୁପ୍ତ ଅବସ୍ଥାକୁ ଆସିଯାଇଥିବା "ଟାଇ" ଭାଷା । ଏହା ଏକଦା ବ୍ରହ୍ମପୁତ୍ର ନଦୀ ଉପତ୍ୟକା ଅଞ୍ଚଳ ତଥା ବର୍ତ୍ତମାନର ଆସାମ ଅଞ୍ଚଳକୁ ଶାସନ କରୁଥିବା ଆହୋମ ଜାତୀୟ ଲୋକ ମାନଙ୍କ କଥିତ ଭାଷା ଥିଲା । ଏହି ଭାଷାକୁ ଦକ୍ଷିଣ ପଶ୍ଚିମ ଟାଇ ବାସାର ଏକ ଉପବିଭାଗ ଭାବରେ ନିଆ ଯାଇଥାଏ ଓ ଏହି ଭାଷାର ଶାଣ  , ଖାମତି ପରି ସେହି ଅଞ୍ଚଳର ଅନନ୍ୟ ଭାଷା ସହ ସାମଞ୍ଜସ୍ଯ ରହିଛି । ପୁରା କାଳରେ ଆହୋମର ଶାସକମାନେ ଅଧିକ ଅସମୀୟ ଅଞ୍ଚଳ ଅଧିଗ୍ରହଣ କରିବା ସହ କାଳକ୍ରମେ ଇଣ୍ଡୋ- ଆର୍ଜନ ଭାଷାଗୁଡ଼ିକ ଆହୋମ ଭାଷାର ସ୍ଥାନ ଗ୍ରହଣ କରିବାକୁ ଲାଗିଥିଲା । ଉନବିଂଶ ଶତାବ୍ଦୀରେ ଏହି ପ୍ରକ୍ରିୟା ସମପୁରଣତା ଅବସ୍ଥାକୁ ଆସିଯାଇଥିଲା । 2000 ମସିହା ସୁଦ୍ଧା ଆହୋମ ଭାଷା କେବଳ ସେ ଅଞ୍ଚଳର 200 ଜଣ ଆହୋମ ଧର୍ମ ଯଜାକଙ୍କୁ ଜଣା ଥିଲା ଓ ଏହାକୁ ସେମାନେ କେବଳ ଧର୍ମାନୁଷ୍ଠାନ ସମୟରେ ଉତ୍ଛାରଣ କରୁଥିଲେ । 

ଯଦିଓ ଏହି ଭାଷା ପ୍ରଚାଳନରେ ନାହିଁ, ତାକୁ ତାକୁ 1795 ମସିହାର କଥିତ ହାସ ହିସାବରେ ବ9ଇଭିନ୍ନ ଗବେଷଣାର ରହିଥାଏ । ଏହାର ଲିପି ମଧ୍ୟ ଏବେ ରହିଛି । 

ଭାଷାର ଗୁଣ 

[ସମ୍ପାଦନା]

ଦକ୍ଷିଣ ପଶ୍ଚିମ ଟୈ ଭାଷା ଶ୍ରେଣୀ ବିଭାଗରେ ଏହା ରହିଛି ଓ ତାହାର ସ୍ୱତନ୍ତ୍ର ଲିପି ମଧ୍ୟ ରହିଛି । ଏହି ଲିପିର ଶୈଳୀ ମୋନ-ଖାମର ଓ ଆଣ୍ଡୋ -ଅର୍ଜୟନ ଲିପିଠାରୁ ସ୍ୱାତନ୍ତ୍ରତା ରଖିଥାଏ 

  • ଏଥିରେ ବାସ୍ତବିକ ଭାର୍ବ ଧାରା ଥାଏ  [][]
  • ସ୍ୱରବର୍ଣ  [][][]
  • ଏକକ ମୂଳ  [][][][]
  • Each syllable is tonal, and begins with a consonant or consonant cluster. A vowel or diphthong follows. A final consonant may be added, but is not necessary.[]
  • Lack of inflection [][]
  • Analytic syntax []

[]

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • Ahom alphabet
  • Ahom people
  • Ahom Kingdom
  • All Tai Ahom Students Union

ଆଧାର 

[ସମ୍ପାଦନା]
  1. Ahom at Ethnologue (18th ed., 2015)
  2. 1 2 3 4 Diller, A. (1993).
  3. 1 2 3 4 Blake, B. J. (1994).
  4. 1 2 3 French, M. A. (1994).
  5. 1 2 3 Hongladarom, K. (2005).

ବାହାର ଲିଙ୍କ 

[ସମ୍ପାଦନା]