Jump to content

କାଳିବାରି ମନ୍ଦିର , ପେଶାୱାର

ଉଇକିପିଡ଼ିଆ‌ରୁ
୦୯:୫୩, ୨୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kalibari Mandir, Peshawar") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Kalibari Mandir, Peshawar
Om
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictPeshwar
Governing bodyPakistan Hindu Council
Location
CountryPakistan
Architecture
TypeHindu temple
Website
http://www.pakistanhinducouncil.org/

କାଳିବାରି ମନ୍ଦିର , ପେଶାୱାର,  ଏକ ହିନ୍ଦୁ ମନ୍ଦିର । ଏହା ପାକିସ୍ଥାନ ର ପେଶାବର ଅଞ୍ଚଳ ରେ ଖ୍ଇବର ପାଖଟୁନ ଖାବା ଠାରେ ରହିଛି ।ଦେବୀ କାଲୀ ଏହି ମନ୍ଦିର ର ଅଧିଷ୍ଠାତ୍ରୀ ଦେବୀ ଓ ଏଠାରେ ଦୂର୍ଗା ପୂଜା ମୁଖ୍ୟ ଉତଶବ ଭାବରେ ପାଳିତ କରାଯାଏ । [][][][]

ଇତିହାସ 

Iଗୋରଖନାଥ ମନ୍ଦିର , ଗୋଆର କ୍ଷତ୍ରିୟ ଓ ଦରଗହ ପିର , ଝଣ୍ଡା ବଜାର ର ରତନ ନାଥ ଜୀ ସହ ଏହା ପାକିସ୍ତାନ ର ପେଶୱାର ଠାରେ ଅଦ୍ୟାବଧି ରହିଥିବା ମନ୍ଦିର ଭିତରୁ ଅନ୍ୟତମ ।ଏହି ମନ୍ଦିର ଓ ଦରଗହ ପିର ନାଥ ମନ୍ଦିର କେବଳ ଦୁଇଟି ମନ୍ଦିର ଯାହା ସବୁଦିନେ ଖୋଲା ରହେ । କୋର୍ଟ ର ଆଦେଶ ମୁତାବିକ ଗୋରଖନାଥ ମନ୍ଦିର ଓ ଗୋଆର କ୍ଷତ୍ରିୟ ମନ୍ଦିର ବର୍ଷକୁ ଦିନେ କେବଳ ଦୀପାବଳି ଦିନ ଖୋଲାଯାଇଥାଏ । .[][][][]

ବାହ୍ୟ ସଂଯୋଗ 

ପୁନଶ୍ଚ ଦେଖଣା 

ଆଧାର ସମୂହ