କାଳିବାରି ମନ୍ଦିର , ପେଶାୱାର

ଉଇକିପିଡ଼ିଆ‌ରୁ
Kalibari Mandir, Peshawar
Om
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictPeshwar
Governing bodyPakistan Hindu Council
Location
CountryPakistan
Architecture
TypeHindu temple
Website
http://www.pakistanhinducouncil.org/

କାଳିବାରି ମନ୍ଦିର , ପେଶାୱାର,  ଏକ ହିନ୍ଦୁ ମନ୍ଦିର । ଏହା ପାକିସ୍ଥାନର ପେଶାବର ଅଞ୍ଚଳରେ ଖ୍ଇବର ପାଖଟୁନ ଖାବାଠାରେ ରହିଛି ।ଦେବୀ କାଲୀ ଏହି ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ଓ ଏଠାରେ ଦୂର୍ଗା ପୂଜା ମୁଖ୍ୟ ଉତଶବ ଭାବରେ ପାଳିତ କରାଯାଏ । [୧][୨][୩][୪]

ଇତିହାସ [ସମ୍ପାଦନା]

Iଗୋରଖନାଥ ମନ୍ଦିର , ଗୋଆର କ୍ଷତ୍ରିୟ ଓ ଦରଗହ ପିର , ଝଣ୍ଡା ବଜାରର ରତନ ନାଥ ଜୀ ସହ ଏହା ପାକିସ୍ତାନର ପେଶୱାରଠାରେ ଅଦ୍ୟାବଧି ରହିଥିବା ମନ୍ଦିର ଭିତରୁ ଅନ୍ୟତମ ।ଏହି ମନ୍ଦିର ଓ ଦରଗହ ପିର ନାଥ ମନ୍ଦିର କେବଳ ଦୁଇଟି ମନ୍ଦିର ଯାହା ସବୁଦିନେ ଖୋଲା ରହେ । କୋର୍ଟର ଆଦେଶ ମୁତାବିକ ଗୋରଖନାଥ ମନ୍ଦିର ଓ ଗୋଆର କ୍ଷତ୍ରିୟ ମନ୍ଦିର ବର୍ଷକୁ ଦିନେ କେବଳ ଦୀପାବଳି ଦିନ ଖୋଲାଯାଇଥାଏ । .[୧][୨][୩][୪]

ବାହାର ଲିଙ୍କ [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]