କାଳିବାରି ମନ୍ଦିର , ପେଶାୱାର

ଉଇକିପିଡ଼ିଆ ରୁ
Jump to navigation Jump to search
Kalibari Mandir, Peshawar
Om
Om
Kalibari Mandir, Peshawar is located in Pakistan
Kalibari Mandir, Peshawar
Kalibari Mandir, Peshawar
Location within Pakistan
ଭୌଗୋଳିକ ଅବସ୍ଥିତି
ଦିଗବାରେଣି34°01′N 71°35′E / 34.017°N 71.583°E / 34.017; 71.583Coordinates: 34°01′N 71°35′E / 34.017°N 71.583°E / 34.017; 71.583
ଦେଶPakistan
ରାଜ୍ୟKhyber Pakhtunkhwa
ଜିଲ୍ଲାPeshwar
ପରମ୍ପରା
ମୁଖ୍ୟ ଆରାଧ୍ୟKali
Architecture
ତିଆରି ଶୈଳୀHindu temple
ମନ୍ଦିର ସଂଖ୍ୟା1
ଇତିହାସ ଓ ପାଳନ
ପରିଚାଳନା ସଙ୍ଘPakistan Hindu Council
ୱେବସାଇଟhttp://www.pakistanhinducouncil.org/

କାଳିବାରି ମନ୍ଦିର , ପେଶାୱାର,  ଏକ ହିନ୍ଦୁ ମନ୍ଦିର । ଏହା ପାକିସ୍ଥାନର ପେଶାବର ଅଞ୍ଚଳରେ ଖ୍ଇବର ପାଖଟୁନ ଖାବାଠାରେ ରହିଛି ।ଦେବୀ କାଲୀ ଏହି ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ଓ ଏଠାରେ ଦୂର୍ଗା ପୂଜା ମୁଖ୍ୟ ଉତଶବ ଭାବରେ ପାଳିତ କରାଯାଏ । [୧][୨][୩][୪]

ଇତିହାସ [ସମ୍ପାଦନା]

Iଗୋରଖନାଥ ମନ୍ଦିର , ଗୋଆର କ୍ଷତ୍ରିୟ ଓ ଦରଗହ ପିର , ଝଣ୍ଡା ବଜାରର ରତନ ନାଥ ଜୀ ସହ ଏହା ପାକିସ୍ତାନର ପେଶୱାରଠାରେ ଅଦ୍ୟାବଧି ରହିଥିବା ମନ୍ଦିର ଭିତରୁ ଅନ୍ୟତମ ।ଏହି ମନ୍ଦିର ଓ ଦରଗହ ପିର ନାଥ ମନ୍ଦିର କେବଳ ଦୁଇଟି ମନ୍ଦିର ଯାହା ସବୁଦିନେ ଖୋଲା ରହେ । କୋର୍ଟର ଆଦେଶ ମୁତାବିକ ଗୋରଖନାଥ ମନ୍ଦିର ଓ ଗୋଆର କ୍ଷତ୍ରିୟ ମନ୍ଦିର ବର୍ଷକୁ ଦିନେ କେବଳ ଦୀପାବଳି ଦିନ ଖୋଲାଯାଇଥାଏ । .[୧][୨][୩][୪]

ବାହ୍ୟ ସଂଯୋଗ [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର ସମୂହ [ସମ୍ପାଦନା]