Jump to content

ଗଙ୍ଗୋତ୍ରୀ ( ଗାଈ )

ଉଇକିପିଡ଼ିଆ‌ରୁ
୦୧:୦୦, ୨୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Gangotri (cow)") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଗଙ୍ଗୋତ୍ରୀ, ଲଣ୍ଡନ ସ୍ଥିତ ଭକ୍ତିବେଦାନ୍ତ ମାନର ଠାରେ ଥିବା ଏକ ଗାଈ ଥିଲା । ଏହାକୁ ଡିସେନ୍ବାର 2007 ମସିହା ରେ ଇଂଲଣ୍ଡ ର ରୟାଲ ଷୋସାଇଟି ଫର ପ୍ରିଭେନସନ ଓଫ କୃଏଲିଟି ଟୁ ଆନିମାଲ ( ଆରଏସପିସିଏ) ସଂଗଠନ ତରଫ ରୁ ଦୟାମୃତ୍ୟୁ ନାମ ରେ ବିଷ ଦେଇ ମାରିଦିଆ ଯାଇଥିଲା ।ଏହା ଇଂଲଣ୍ଡ ରେ ଥିବା ହିନ୍ଦୁ ସମାଜ ରେ ଗଭୀର କ୍ଷ୍ଯୋଭ ତଥା ପ୍ରବଳ ପ୍ରତିବାଦ ରୁ ସୂତ୍ରପାତ କରିଥିଲା । ହିନ୍ଦୁ ଧର୍ମ ର ପବିତ୍ର ଗୋରୁ ମାନଙ୍କୁ ଅତ୍ୟାଚାରମୂଳକ ଭ୍ୟବହାର ର ପ୍ରବଳ ର ପ୍ରତିବାଦ କରିଥିଲେ ଓ ଏହା ଭାରତୀୟ ହିନ୍ଦୁ ଓ ଇଂଲଦ୍ନ୍ଦ ସରକାରଙ୍କ ନାଢ୍ୟ ରେ ଏକ କାଟୁ ପ୍ରସଙ୍ଗ ହେଇ ଅଙକେକ କାଳ ଯାଏ ରହିଆସିଥିଲା । [][][]

ହତ୍ୟା 

ଗଙ୍ଗୋତ୍ରୀ 2007 ମସିହା ରେ ଗଙ୍ଗୋତ୍ରୀ ଭକ୍ତିବେଦାନ୍ତ ମଣ୍ଡିତର ରେ ଟିଣା । ରିପୋଟ ଅନୁସାରେ ତାହାର କିଛି ପ୍ରକାର ଗୁରୁତର ବ୍ୟାଧି ହେଇନଥିଲା କେବଳ ମାତ୍ର ତାହାର ପଛନ ଜଙ୍ଘ ଆଘାତ ପ୍ରାପ୍ତ ହେଇଥିବାରୁ ସେ ଥିବା ହେଇପାରୁନଥିଲା ।[] ତାକୁ ମଣ୍ଡିତ ର କର୍ମଚାରୀ ମାନେ ଉତ୍ତମ ଯତ୍ନ ନାଉଥିଲେ ଓ ପଶୁ ଡାକ୍ତର ନିଯୁକ୍ତ କରି ତାହାର ଚିକିସ୍ଥା କରାଯାଉଥିଲା । ମଦିତ ପରସର ଟି ଗର୍ଜ ହାରିସନ ଙ୍କ ଦ୍ଵାରା ଦାନ କରାଯାଇଥିଲା । ହାରିସନ ନିଜେ ଏକ ଗୋ ପାଳନ କେନ୍ଦ୍ର କରିଥିଲେ ଯେଉଁ ଠାରେ ରୁଗ୍ଣ ଓ ବ୍ୟାଧିଗ୍ରସ୍ତ ଗୋରୁ ଜାତୀୟ ପଶୁ ଙ୍କୁ ରଖାଯାଇ ତାଙ୍କର ପ୍ରକୃତିକ ଉପାୟ ରେ ମୃତ୍ୟୁ ଘଟିବା ଯାଏ ରଖିବାର ଅନୁଷ୍ଠାନ ଧାର୍ମିକ ଅନୁଷ୍ଠାନ ନ୍ହାନରେ ଖୋଲିଥିଲେ ।ତେବେ ଆରଏସପିସିଏ କରତୃପକ୍ଷୀ ଆସି ଗୁରୁ ଟିକୁ ବ୍ୟାଧିଗ୍ରସ୍ତ ଓ ଭଲ ହେବାର ସମ୍ଭାବନା ନଥିବା କଥା ଉଲ୍ଲେଖ କରି ତାକୁକରୁଅନ ମୂଳକ ମୃତ୍ୟୁ ଦେଇ ଉଦ୍ଧହର କରିଦେବାକୁ ତାକୁ ଇଂଜେକସନ ଦେଇ ମୃତ୍ୟୁ ବରଣ କରେଇଥିଲେ । ସେମାନେ ସେତେବେଳେ ସେହି ଗୋରୁ କୁ ନିଯମିତ ଚିକିସ୍ଥା କରୁଥିବା ଚିକିଷ୍ଟକ ଙ୍କ ମତ ମଧ୍ୟ ନେଲେ ନାହି ।[] ସେମାନେ ପରେ ଅନନ୍ୟ ଚିକିଷ୍ଟକ ଙ୍କ ମତ ନେଇଥିବାର ଦାବି କରିଥିଲେ ।  

ପ୍ରତିବାଦ ଓ ଆଇନ ଗତ  ପଦକ୍ଷେପ 

[]ମଦିର ତରଫରୁ ଆଇନ ଗତ ପଦକ୍ଷ୍ଯେପ ମଧ୍ୟ ନିଆଯିବାର ନିଷ୍ପତ୍ତି ହେଇଥିଲା । ପରେ RSPCA ବିଏଚଏଲ ବିଚାର ରେ ଗାଈ କୁ ହଟା କରିଦେଇଥିବାର ନିଷ୍ପତ୍ତି ହେଇଥିଲା । ଓ ଗାଈ କୁ ମାରିଦେବାର କଉଣଶି ଯଥାର୍ଥତା ନଥିବା ଜଣ ଯାଇଥିଲା । ଏହା ପରେ ଇଂଲଣ୍ଡ ର ବିଭିନ୍ନ ଅଞ୍ଚଳ ରେ ହିନ୍ଦୁ ସମର୍ଥକ ଙ୍କ ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ ହେଇଥିଲା । . [][]

ଆରଏସପିସିଏ ଦ୍ଵାରା କ୍ଷ୍ୟମା ପ୍ରାର୍ଥନା 

ଡିସେମ୍ବର 2008 ରେ RSPCA କରତୃପକ୍ଷ ଏହି ଘଟନା ରେ ଗଙ୍ଗୋତ୍ରୀ ହତ୍ୟା[] ପାଇଁ ଜର ହୁଳ ସ୍ଵୀକାର କରିଥିଲେ ଓ ସର୍ବସାଧାରଣ ରେ କ୍ଷ୍ୟମା ପ୍ରାର୍ଥନା କରିଥିଲେ । ସେମାନେ ମିଳାମିଶା ର ନିଦର୍ଶନ ରୂପେ ଏକ ଗର୍ଭବତୀ ଗୋଦାନ ମଧ୍ୟ କରିଥିଲେ । 

ପୁନଶ୍ଚ ଦେଖଣା 

  • Shambo

ଆଧାର ସମୂହ