ଗଙ୍ଗୋତ୍ରୀ ( ଗାଈ )

ଉଇକିପିଡ଼ିଆ‌ରୁ

ଗଙ୍ଗୋତ୍ରୀ, ଲଣ୍ଡନସ୍ଥିତ ଭକ୍ତିବେଦାନ୍ତ ମାନରଠାରେ ଥିବା ଏକ ଗାଈ ଥିଲା । ଏହାକୁ ଡିସେନ୍ୱାର 2007 ମସିହାରେ ଇଂଲଣ୍ଡର ରୟାଲ ଷୋସାଇଟି ଫର ପ୍ରିଭେନସନ ଓଫ କୃଏଲିଟି ଟୁ ଆନିମାଲ ( ଆରଏସପିସିଏ) ସଂଗଠନ ତରଫରୁ ଦୟାମୃତ୍ୟୁ ନାମରେ ବିଷ ଦେଇ ମାରିଦିଆ ଯାଇଥିଲା ।ଏହା ଇଂଲଣ୍ଡରେ ଥିବା ହିନ୍ଦୁ ସମାଜରେ ଗଭୀର କ୍ଷ୍ଯୋଭ ତଥା ପ୍ରବଳ ପ୍ରତିବାଦରୁ ସୂତ୍ରପାତ କରିଥିଲା । ହିନ୍ଦୁ ଧର୍ମର ପବିତ୍ର ଗୋରୁ ମାନଙ୍କୁ ଅତ୍ୟାଚାରମୂଳକ ଭ୍ୟବହାରର ପ୍ରବଳର ପ୍ରତିବାଦ କରିଥିଲେ ଓ ଏହା ଭାରତୀୟ ହିନ୍ଦୁ ଓ ଇଂଲଦ୍ନ୍ଦ ସରକାରଙ୍କ ନାଢ୍ୟରେ ଏକ କାଟୁ ପ୍ରସଙ୍ଗ ହେଇ ଅଙକେକ କାଳ ଯାଏ ରହିଆସିଥିଲା । [୧][୨][୩]

ହତ୍ୟା [ସମ୍ପାଦନା]

ଗଙ୍ଗୋତ୍ରୀ 2007 ମସିହାରେ ଗଙ୍ଗୋତ୍ରୀ ଭକ୍ତିବେଦାନ୍ତ ମଣ୍ଡିତରରେ ଟିଣା । ରିପୋଟ ଅନୁସାରେ ତାହାର କିଛି ପ୍ରକାର ଗୁରୁତର ବ୍ୟାଧି ହେଇନଥିଲା କେବଳ ମାତ୍ର ତାହାର ପଛନ ଜଙ୍ଘ ଆଘାତ ପ୍ରାପ୍ତ ହେଇଥିବାରୁ ସେ ଥିବା ହେଇପାରୁନଥିଲା ।[୪] ତାକୁ ମଣ୍ଡିତର କର୍ମଚାରୀମାନେ ଉତ୍ତମ ଯତ୍ନ ନାଉଥିଲେ ଓ ପଶୁ ଡାକ୍ତର ନିଯୁକ୍ତ କରି ତାହାର ଚିକିସ୍ଥା କରାଯାଉଥିଲା । ମଦିତ ପରସରଟି ଗର୍ଜ ହାରିସନଙ୍କଦ୍ୱାରା ଦାନ କରାଯାଇଥିଲା । ହାରିସନ ନିଜେ ଏକ ଗୋ ପାଳନ କେନ୍ଦ୍ର କରିଥିଲେ ଯେଉଁଠାରେ ରୁଗ୍ଣ ଓ ବ୍ୟାଧିଗ୍ରସ୍ତ ଗୋରୁ ଜାତୀୟ ପଶୁଙ୍କୁ ରଖାଯାଇ ତାଙ୍କର ପ୍ରକୃତିକ ଉପାୟରେ ମୃତ୍ୟୁ ଘଟିବା ଯାଏ ରଖିବାର ଅନୁଷ୍ଠାନ ଧାର୍ମିକ ଅନୁଷ୍ଠାନ ନ୍ହାନରେ ଖୋଲିଥିଲେ ।ତେବେ ଆରଏସପିସିଏ କରତୃପକ୍ଷୀ ଆସି ଗୁରୁ ଟିକୁ ବ୍ୟାଧିଗ୍ରସ୍ତ ଓ ଭଲ ହେବାର ସମ୍ଭାବନା ନଥିବା କଥା ଉଲ୍ଲେଖ କରି ତାକୁକରୁଅନ ମୂଳକ ମୃତ୍ୟୁ ଦେଇ ଉଦ୍ଧହର କରିଦେବାକୁ ତାକୁ ଇଂଜେକସନ ଦେଇ ମୃତ୍ୟୁ ବରଣ କରେଇଥିଲେ । ସେମାନେ ସେତେବେଳେ ସେହି ଗୋରୁକୁ ନିଯମିତ ଚିକିସ୍ଥା କରୁଥିବା ଚିକିଷ୍ଟକଙ୍କ ମତ ମଧ୍ୟ ନେଲେ ନାହି ।[୫] ସେମାନେ ପରେ ଅନନ୍ୟ ଚିକିଷ୍ଟକଙ୍କ ମତ ନେଇଥିବାର ଦାବି କରିଥିଲେ ।  

ପ୍ରତିବାଦ ଓ ଆଇନ ଗତ  ପଦକ୍ଷେପ [ସମ୍ପାଦନା]

[୬]ମଦିର ତରଫରୁ ଆଇନ ଗତ ପଦକ୍ଷ୍ଯେପ ମଧ୍ୟ ନିଆଯିବାର ନିଷ୍ପତ୍ତି ହେଇଥିଲା । ପରେ RSPCA ବିଏଚଏଲ ବିଚାରରେ ଗାଈକୁ ହଟା କରିଦେଇଥିବାର ନିଷ୍ପତ୍ତି ହେଇଥିଲା । ଓ ଗାଈକୁ ମାରିଦେବାର କଉଣଶି ଯଥାର୍ଥତା ନଥିବା ଜଣ ଯାଇଥିଲା । ଏହା ପରେ ଇଂଲଣ୍ଡର ବିଭିନ୍ନ ଅଞ୍ଚଳରେ ହିନ୍ଦୁ ସମର୍ଥକଙ୍କଦ୍ୱାରା ବିକ୍ଷୋଭ ପ୍ରଦର୍ଶନ ହେଇଥିଲା । . [୭][୮]

ଆରଏସପିସିଏଦ୍ୱାରା କ୍ଷ୍ୟମା ପ୍ରାର୍ଥନା [ସମ୍ପାଦନା]

ଡିସେମ୍ବର 2008ରେ RSPCA କରତୃପକ୍ଷ ଏହି ଘଟନାରେ ଗଙ୍ଗୋତ୍ରୀ ହତ୍ୟା[୯] ପାଇଁ ଜର ହୁଳ ସ୍ୱୀକାର କରିଥିଲେ ଓ ସର୍ବସାଧାରଣରେ କ୍ଷ୍ୟମା ପ୍ରାର୍ଥନା କରିଥିଲେ । ସେମାନେ ମିଳାମିଶାର ନିଦର୍ଶନ ରୂପେ ଏକ ଗର୍ଭବତୀ ଗୋଦାନ ମଧ୍ୟ କରିଥିଲେ । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Shambo

ଆଧାର [ସମ୍ପାଦନା]

  1. December: Cow’s death is 'sacrilege' Borehamwood and Elstree Times
  2. Gangotri's Killing Protested Outside RSPCA Headquarters Archived 2008-01-08 at the Wayback Machine. Iskcon News
  3. UK Hindus express outrage over slaughter of a cow in ISKCON temple Top News
  4. Telegraph article
  5. "ଆର୍କାଇଭ୍ କପି". Archived from the original on 2008-02-13. Retrieved 2016-12-25. {{cite web}}: Cite has empty unknown parameter: |1= (help)
  6. http://news.bbc.co.uk/2/hi/uk_news/england/7160055.stm
  7. http://news.bbc.co.uk/2/hi/uk_news/england/7160055.stm
  8. http://www.independent.co.uk/news/uk/home-news/hindu-monks-sue-rspca-over-slaughter-of-sacred-cow-gangotri-802332.html
  9. http://news.bbc.co.uk/2/hi/uk_news/7780665.stm