Jump to content

ରାୟପୁର - ଭିଲାଇ -ଦୁର୍ଗ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
୧୯:୨୮, ୨୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Raipur-Bhilai-Durg Expressway") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Raipur-Bhilai-Durg Expressway
Route information
Length:26.6 km (୧୬.୫ mi)
History:Completed in 2006[]
Major junctions
From:Raipur
To:Durg
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ରାୟପୁର - ଭିଲାଇ -ଦୁର୍ଗ ଏକ୍ସପ୍ରେସୱେ , ଏକ 26.6 କିଲୋମିଟର ଦୀର୍ଘ ଏକ୍ସପ୍ରେସୱେ ଓ ଏହା ଜାତୀୟ ରାଜପଥ 6 ର ଏକ ଅଂଶ ।  ଛତିଶଗଦ ରାଜ୍ୟ ରାୟପୁର,  ଭିଲାଇ ଓ ଦୁର୍ଗ ସହର କୁ ଆନ୍ଧ୍ରପ୍ରଦେଶ ର ବିଶାଖାପାତ୍ତ୍ନାମ ସହର ଦ୍ରୁତ  ଗତି ସଡକ ଦ୍ଵାରା ସଂଯୋଗ କରେ । 

ଏହି ପ୍ରକଳ୍ପ ରେ 95 କୋଟି ଟଙ୍କା ଖରଚ ହେଇଥିଲା ଓ ଏହା Build - Operate - Trasfer ( BOT) ଭିତ୍ତି ରେ 11 ବର୍ଷ 9 ମାସ[] []ପାଇଁ ଚୁକ୍ତି ହେଇ DS Construction ଦ୍ଵାରା ନିର୍ମିତ ହେଇଥିଲା । ରାୟପୁର ଦୁର୍ଗ ମଧ୍ୟ ରେ ଥିବା 2 ଲେନ ରାସ୍ତା କୁ 4 ଲେନ ବିଶିଷ୍ଟ କରି ଏହା ନିର୍ମିତ ହେଇଥିଲା । ତାହା ଦ୍ଵାରା ରାୟପୁର ରୁ ଦୁର୍ଗ []ମଧ୍ୟ ରେ ଯାତାୟାତ ସମୟ ବହୁତ ହ୍ରାସ ପାଇଥିଲା । []

ଆଧାର ସମୂହ