ମୁଜିବ ନଗର
ମୁଜିବ ନଗର (ବଙ୍ଗଳା: মুজিবনগর), ପୂର୍ବରୁ ବୈଦ୍ୟନାଥତାଲା ଓ ଭାବେରାପୁର ନାମରେ ପରିବହିତ ଥିବା ସହର ଯାହା ବାଂଲାଦେଶ ର ମେହେରପୁର ଜିଲ୍ଲା ରେ ଅବସ୍ଥିତ । [୨] ବାଂଲାଦେଶ ପାକିସ୍ଥାନ ଠାରୁ 10 ଏପ୍ରିଲ , 1971[୩] ରେ ଭିନ୍ନ ହେଇ ପ୍ରକୃତ ସ୍ଵାଧୀନତା ପ୍ରାପ୍ତ ହେବା ଆଗରୁ ଏହାର ଅବାମୀ ଲିଗ ର ନେତା ସେଖ ମଜିବୁର ରହମାନ ଶାସନ ବାଂଲା ଦେଶ କୁ ସ୍ଵାଧୀନ ରାଷ୍ଟ୍ର ଭାବରେ ଘୋଷଣା କରିଥିଲେ ।[୧] ତାଙ୍କ ସମ୍ମାନାର୍ଥେ ଏହି ସହର କୁ ମୁଜୀବନଗର ଭାବରେ ନାମିତ କରାଯାଇଥିଲା ।ମୁଜିବୁର ରହମାନ ଦେଶାନ୍ତର ରେ ଥାଇ କଲିକତା ସହର ରେ ଆନ୍ଦୋଳନ ର ନେତୃତ୍ଵ ନେଉଥିଲେ । ଏଠାରେ 20.10 ଏକର ପରିମିତ ସ୍ଥାନ ରେ ସ୍ମାରକୀ ନିର୍ମାଣ କରାଯାଇଛି । ସେହି ସ୍ଥାନ ରେ ବାଂଲାଦେଶ ର ନୂତନ ସରକାର ଶପଥ ଗ୍ରହଣ କରିଥିଲେ ।
ଗରିଲା ଯୁଦ୍ଧ ସମୟ ରେ ସେଖ ମୁଯଜିବୁର ଙ୍କୁ ପାକିସ୍ଥାନ ସରକାର ଗିରଫ କରି ରଖିଥିଲେ। ପରେ ଡିସେମ୍ବର 1971 ମସିହା ରେ ବାଂଲାଦେଶ ପାକିସ୍ତାନ ଠାରୁ ପ୍ରକୃତ ସ୍ଵାଧୀନତା ହାସଲ କରିଥିଲା । ତତ ପୂର୍ବରୁ ବାଂଲାଦେଶ ର ଉପଡ଼ାସ୍ତ୍ରପତି ଶୟଦ ନଜରୁଲ ଇସଲାମ ସରକାର ଙ୍କ ମନ୍ତ୍ରୀ ମାନଙ୍କୁ ଏହି ମୁଜୀବ ନଗର ଠାରେ ଶପଥ ଗ୍ରହଣ କରେଇଥିଲେ । [୩]
ଆଧାର ସମୂହ
- ↑ ୧.୦ ୧.୧ Mohammad Faiquzzaman (2012), "Mujibnagar Smriti Saudha", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh
- ↑ Md. Abu Hasan Farooque (2012), "Meherpur District", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh
- ↑ ୩.୦ ୩.୧ Faiquzzaman, Mohammad (2012). "Mujibnagar Government". In Jamal, Ahmed A. (ed.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
{{cite book}}
: Missing|editor1=
(help)Missing|last1=
in Editors list (help)
ବାହ୍ୟ ସଂଯୋଗ
- Mujibnagar Memorial Monument Picture
- Mujibnagar Day
- Sheikh Hasina on Mujibnagar Day
- "Mujibnagar Day today", The Daily Star, 5 (669), 17 April 2006
- Mujibnagar
- Zahid Hossain (17 April 2004), "Significance of Mujibnagar Day", The Daily Star, 4 (314)