Jump to content

ହୁରାସାଗର ନଦୀ

ଉଇକିପିଡ଼ିଆ‌ରୁ
୨୨:୩୨, ୨୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Hurasagar River") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ହୁରାସାଗର ନଦୀ, ବାଂଲାଦେଶ ର ଏକ ମୁଖ୍ୟ ନଦୀ । ଏହା ପୂର୍ବରୁ ଭାରତ ରୁ ଯାଇଥିବା ଗଙ୍ଗା ନଦୀ ସହ ମିଳିତ ହେଇଥିଲା । ପରେ ଗତିପଥ ପରିବର୍ତନ କରି ଯମୁନା ସହ ମିଳିତ ହେଇଛି । ଏହା କୋରତୋୟା ଓ ବେଙ୍ଗଲି ନଦୀ ମିଳିତ ହେଇ ସୃଷ୍ଟି ହେଉଥିବା ବରାଳ ନଦୀ ରୁ ଜଳ ଗ୍ରହଣ କରିଥାଏ । .[]

କୁତ୍ରିମ  ଭାବରେ ଏହି ନଦୀ କୁ ଇଚ୍ଛାମତି ନଦୀ କେନାଲ ଦ୍ଵାରା ସହ ଯୋଡା ଯାଇଛି । []

ଆଧାର 

  1. ୧.୦ ୧.୧ Masud Hasan Chowdhury (2012), "Hurasagar River", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh

ବାହ୍ୟ ସଂଯୋଗ

  • Md. Shariful Alam (2012), "Pabna District", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh