ହୁରାସାଗର ନଦୀ

ଉଇକିପିଡ଼ିଆ‌ରୁ

ହୁରାସାଗର ନଦୀ, ବାଂଲାଦେଶର ଏକ ମୁଖ୍ୟ ନଦୀ । ଏହା ପୂର୍ବରୁ ଭାରତରୁ ଯାଇଥିବା ଗଙ୍ଗା ନଦୀ ସହ ମିଳିତ ହୋଇଥିଲା । ପରେ ଗତିପଥ ପରିବର୍ତ୍ତନ କରି ଯମୁନା ସହ ମିଳିତ ହୋଇଛି । ଏହା କୋରତୋୟା ଓ ବେଙ୍ଗଲି ନଦୀ ମିଳିତ ହେଇ ସୃଷ୍ଟି ହେଉଥିବା ବରାଳ ନଦୀରୁ ଜଳ ଗ୍ରହଣ କରିଥାଏ । .[୧]

କୁତ୍ରିମ  ଭାବରେ ଏହି ନଦୀକୁ ଇଚ୍ଛାମତି ନଦୀ କେନାଲଦ୍ୱାରା ସହ ଯୋଡ଼ା ଯାଇଛି । [୧]

ଆଧାର [ସମ୍ପାଦନା]

  1. ୧.୦ ୧.୧ Masud Hasan Chowdhury (2012), "Hurasagar River", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh

ବାହାର ଲିଙ୍କ[ସମ୍ପାଦନା]

  • Md. Shariful Alam (2012), "Pabna District", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh