Jump to content

ଦିଲୱାରା ମନ୍ଦିର

ଉଇକିପିଡ଼ିଆ‌ରୁ
୧୬:୪୯, ୧୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Dilwara Temples") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଦିଲୱାରା ମନ୍ଦିର
Dilwara
Dilwara Jain Temples
Religion
ଅନୁବନ୍ଧଗୁଡ଼ିକJainism
Location
ସ୍ଥାନMount Abu, Sirohi, Rajasthan, India
Architecture
Completedbetween the 11th and 13th centuries AD

ଦିଲୱାରା ମନ୍ଦିର , ଭାରତୀୟ ରାଜ୍ୟ ରାଜସ୍ଥାନ ର ଅବୁ ପର୍ବତ ରୁ 2.5 କିଲୋମିଟର ଦୂର ରେ ଥିବା ଏକ ଜୈନ ମନ୍ଦିର । ଏହା ବସ୍ତୁପାଳ ତେଜପଲ ଙ୍କ ଦ୍ଵାରା 11 ଶ ଓ 13 ଶ ଶତାବ୍ଦୀ ମଧ୍ୟ ରେ ନିର୍ମିତ ହେଇଥିବାର ଜଣାଯାଏ । ସେହି ସମୟ ରେ ମାର୍ବଳ କଳା ଭାରତ ରେ ପ୍ରସିଦ୍ଧି ଲାଭ କରିଥିଲା । ଦିଲୱାରା ମନ୍ଦିର ଠାରେ ମାର୍ବଳ ରେ 5 ଟି ଜୈନ ମନ୍ଦିର ରହିଛି ।ଏହାକୁ ଭାରତ ର ସବୁଠାରୁ ସୁନ୍ଦର ଜୈନ ଧର୍ମସ୍ଥଳୀ କୁହାଯାଏ ।  

ରାଜସ୍ଥାନ ର ଅନନ୍ୟ ସ୍ଥାନ ରେ ମଧ୍ୟ ଜୈନ ମନ୍ଦିର ମାନ ଥିଲେ ମଧ୍ୟ ଏହି ମନ୍ଦିର ପରି ସୁନ୍ଦର ସ୍ଥାପତ୍ୟ କଳା ଦେଖିବାକୁ ମିଳେ  ନାହିଁ ।  ଛତ , ସ୍ତମ୍ଭ , କବାଟ ଓ ପାନେଲ ରେ ଥିବା ସୂକ୍ଷ୍ମ କଳା ଏଠାରେ ଅନନ୍ୟ । 

ଦିଲୱାରାର 5 ଟି ମନ୍ଦିର 

ଦିଲୱାରାର 5 ଟି ମନ୍ଦିର, 

Vimal Vasahi Temple

Ceiling of Jain Temple

ଗେଲେରୀ 

ପୁନଶ୍ଚ ଦେଖନ୍ତୁ 

  • Mirpur Jain Temple
  • Hangal
  • Chalukya
  • Western Chalukyas
  • Western Chalukya architecture

ଆଧାର ସମୂହ 

ବାହ୍ୟ ସଂଯୋଗ ସବୁ