ଯୋଙ୍ଗ ସୋଙ୍ଗ ଶ୍ରୁଙ୍ଗ
Jongsong Peak | |
---|---|
Location in Nepal at the shared border triple-point with China and India | |
Elevation | ୭,୪୬୨ m (୨୪,୪୮୨ ft) |
Ranked 57thProminence୧,୨୫୬ m (୪,୧୨୧ ft)LocationLocationChina–India–Nepal tripointRangeHimalayasCoordinates27°53′N 88°08′E / 27.883°N 88.133°E[୧]ClimbingFirst ascent2 June 1930 by Bericht Hörlin and Erwin Schneiderଯୋଙ୍ଗ ସୋଙ୍ଗ ଶ୍ରୁଙ୍ଗ , ହିମାଳୟ ପର୍ବତ ଶ୍ରେଣୀ ର ଏକ ପର୍ବତ । [୨] ଏହାର ଉଚ୍ଛତା 7.462ମିଟର ବା 24,482 ଫୁଟ । ଏହା ବିଶ୍ଵ ର 57 ତମ ଉଛ ଶୃଙ୍ଗ । ଏହାର 20 କିଲୋମିଟର ଦୂରରେ କଞ୍ଚନଜଙ୍ଘା ଶ୍ରୁଙ୍ଗ ରହିଛି । ଏହି ଶ୍ରୁଗ ସ୍ଥଳ ଭାରତ , ନେପାଲ ଓ ଚୀନ ଦେଶ ସମୂହ ର ସୀମା ରେ ରହିଛି । .[୩]
ଜର୍ମାନ ଦେଶ ର ଗୁଣ୍ଠର ଡିରେନ୍ଫୁର୍ଥ ଙ୍କ ନେତୃତ୍ଵ ରେ ଦଳ ପ୍ରଥମେ ଏହି ଶ୍ରୁଙ୍ଗ କୁ 1930 ମସିହା ରେ ଆରୋହଣ କରିଥିଲେ । [୪] ତାଙ୍କର ଏହି ଦଳ ର ଅନେକ ସଦସ୍ୟ ହିମାଲୟ ଆରିହନ ପାଇଁ ପୁଣି ଭାରତ ଆସିଥିଲେ ।
30 ସେପ୍ଟେମ୍ବର 2012 ରେ କଲିକତା ର ଏକ ଦଳ ହିମାଲୟ କ୍ଲବ ତରଫ ରୁ ପୂର୍ବ ଦିଗ ରୁ ଏହି ଶ୍ରୁଙ୍ଗ ଆରୋହଣ କରିବାରେ ସଫଳ ହେଇଥିଲେ । ସେହି ଦଳ ର ଅନନ୍ୟ ଏକ ଅଂଶ ଡୋମ କଙ୍ଗ ଶ୍ରୁଙ୍ଗ ମଧ୍ୟ ଆରୋହଣ କରିଥିଲେ ।
ଆଧାର ସମୂହ
- ↑ "Jongsong Peak, China/India/Nepal". Peakbagger.com. Retrieved 2008-03-08.
- ↑ Carter, H. Adams (1985). ଆଧାର ଭୁଲ: Invalid
<ref>
tag; name "aaj_1985" defined multiple times with different content - ↑ "MSN Encarta map". ଆଧାର ଭୁଲ: Invalid
<ref>
tag; name "encarta" defined multiple times with different content - ↑ ଛାଞ୍ଚ:Cite summitpost