Jump to content

କୌନ୍ଦିନ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ

Coordinates: 13°01′30″N 78°38′42″E / 13.02500°N 78.64500°E / 13.02500; 78.64500
ଉଇକିପିଡ଼ିଆ‌ରୁ
୧୭:୫୨, ୧୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Koundinya Wildlife Sanctuary") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Koundinya Wildlife Sanctuary
IUCN Category IV (Habitat/Species Management Area)
View of a part of the Sanctuary
Map showing the location of Koundinya Wildlife Sanctuary.
Map showing the location of Koundinya Wildlife Sanctuary.
Location of Koundinya Wildlife Sanctuary in Andhra Pradesh, India.
ଅବସ୍ଥାନAndhra Pradesh, India
ପାଖ ସହରChittor
ଦିଗବାରେଣି13°01′30″N 78°38′42″E / 13.02500°N 78.64500°E / 13.02500; 78.64500 []
କ୍ଷେତ୍ରଫଳ357.6 km2 (88,400 acres)
ସ୍ଥାପିତDecember 1990
ପରିଚାଳନାAndhra Pradesh Forest Department
Indian elephant

କୌନ୍ଦିନ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରେ ରହିଥିବା ଏକ ଅଭୟାରଣ୍ୟ ଓ ହସ୍ତୀ ରିଜର୍ଭ । ଏହା ଆନ୍ଧ୍ରପ୍ରଦେଶ ର ଏକମାତ୍ର ଅଭୟାରଣ୍ୟ ଯେଉଁ ଠାକୁ ନିକଟବରତି ଅରଣ୍ୟ ରୁ ହାତୀ 200 ବର୍ଷ ପରେ ଆସୁଛନ୍ତି ।  []

ଇତିହାସ 

କୌନ୍ଦିନ୍ୟା ଅଞ୍ଚଳ କୁ ହାତୀ ମାନେ 200 ବର୍ଷ ପରେ ପ୍ରତ୍ୟାଗମନ କରିଛନ୍ତି । 1983 ରୁ 1986 ମସିହା ମଧ୍ୟ ରେ ବହୁ ସଂଖ୍ୟା ରେ ହାତୀ ପଲ ତାମିଲନାଡୁ ର ଅନେକାଳ ହୋସୁର ଓ କର୍ଣାତକ ର ବନନେର୍ଘାଟ୍ଟା ଅରଣ୍ୟ ରୁ ଏହି ଅଞ୍ଚଳ କୁ ଆସିଥିଲେ । ସେତେବେଳେ ଏହାକୁ ଏକ ଅଭୟାରଣ୍ୟ ଘୋଷଣା କରାଯାଇଥିଲା । ଏବେ ଏଠାରେ 72 ଟି ହାତୀ ଥିବାର ଗଣନା କରାଯାଇଛି । [][]

ଭୌଗୋଳିକ ସ୍ଥିତି 

ଏହି ଅରଣ୍ୟ ପ୍ରସ୍ତରିତ ଓ ଗଭୀର ଉପତ୍ୟକା ସମୂହ ରେ ପରିପୂର୍ଣ । ଏଠାରେ ଶୁଷ୍କ ଜଙ୍ଗଲ ଥାଇ ପୁଷ୍କରିଣୀ ଓ ଝରଣା ମାନ ରହିଛି । ଏହି ଅଞ୍ଚଳ ରେ ଡେକାନ ମାଳ ଭୂମି ସମାପ୍ତ ହେଇ ତାମିଲନାଡୁ ସମତଳ ଭୂମି ର ଆରମ୍ଭ ହେଇଛି । []

ଜୀବଜନ୍ତୁ ଓ ବୃକ୍ଷରାଜି 

ଏଠାରେ ଆକାଶିଆ ,ବାଉଁଶ ଯତୋୟ ବୃକ୍ଷ ବହୁଲ ପରିମାଣ ରେ ଦେଖାଯାଏ । ଏହାର ଘଞ୍ଚ ଅରଣ୍ୟ ଅଞ୍ଚଳ ରେ ହାତୀ ବ୍ଯତୀତ ଶ୍ଳଥ ଭାଲୁ , ପାନ୍ଥର , ଜଙ୍ଗଲି ବିରାଡି ଇତ୍ୟାଦି ପଶୁ ମଧ୍ୟ ରହିଥାନ୍ତି ।  ଏହି ଅରଣ୍ୟ ର ହାତୀ ମାନେ ସମୟ ସମୟ ରେ ଜନପଦ ଆଡକୁ ଚାଲି ଆସୁଥିବାରୁ ତାହା ଜନ  ଜୀବନ ପାଇଁ  ବିପଦ ର କାରଣ ହେଇଥାଏ । 2002 ସୁଦ୍ଧା ହାତୀ ଆକ୍ରମଣ ରେ 42 ଜଣ ପ୍ରାଣ ହରେଇଥିବାର ଜଣାଜାଏ ।  []

References

  1. ୧.୦ ୧.୧ "APFD Website". Forest.ap.nic.in. Retrieved 2012-07-30. ଆଧାର ଭୁଲ: Invalid <ref> tag; name "OFF" defined multiple times with different content
  2. ୨.୦ ୨.୧ http://ibcn.in/wp-content/uploads/2011/12/13-136-168-Andhra-Pradesh.pdf
  3. ୩.୦ ୩.୧ {{cite web}}: Empty citation (help)