କୌନ୍ଦିନ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ

Coordinates: 13°01′30″N 78°38′42″E / 13.02500°N 78.64500°E / 13.02500; 78.64500
ଉଇକିପିଡ଼ିଆ‌ରୁ
Koundinya Wildlife Sanctuary
IUCN Category IV (Habitat/Species Management Area)
View of a part of the Sanctuary
Map showing the location of Koundinya Wildlife Sanctuary.
Map showing the location of Koundinya Wildlife Sanctuary.
Location of Koundinya Wildlife Sanctuary in Andhra Pradesh, India.
ଅବସ୍ଥାନAndhra Pradesh, India
ପାଖ ସହରChittor
ଦିଗବାରେଣି13°01′30″N 78°38′42″E / 13.02500°N 78.64500°E / 13.02500; 78.64500 [୧]
କ୍ଷେତ୍ରଫଳ357.6 km2 (88,400 acres)
ସ୍ଥାପିତDecember 1990
ପରିଚାଳନାAndhra Pradesh Forest Department
Indian elephant

କୌନ୍ଦିନ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରେ ରହିଥିବା ଏକ ଅଭୟାରଣ୍ୟ ଓ ହସ୍ତୀ ରିଜର୍ଭ । ଏହା ଆନ୍ଧ୍ରପ୍ରଦେଶର ଏକମାତ୍ର ଅଭୟାରଣ୍ୟ ଯେଉଁ ଠାକୁ ନିକଟବରତି ଅରଣ୍ୟରୁ ହାତୀ 200 ବର୍ଷ ପରେ ଆସୁଛନ୍ତି ।  [୨]

ଇତିହାସ [ସମ୍ପାଦନା]

କୌନ୍ଦିନ୍ୟା ଅଞ୍ଚଳକୁ ହାତୀମାନେ 200 ବର୍ଷ ପରେ ପ୍ରତ୍ୟାଗମନ କରିଛନ୍ତି । 1983ରୁ 1986 ମସିହା ମଧ୍ୟରେ ବହୁ ସଂଖ୍ୟାରେ ହାତୀ ପଲ ତାମିଲନାଡୁର ଅନେକାଳ ହୋସୁର ଓ କର୍ଣାତକର ବନନେର୍ଘାଟ୍ଟା ଅରଣ୍ୟରୁ ଏହି ଅଞ୍ଚଳକୁ ଆସିଥିଲେ । ସେତେବେଳେ ଏହାକୁ ଏକ ଅଭୟାରଣ୍ୟ ଘୋଷଣା କରାଯାଇଥିଲା । ଏବେ ଏଠାରେ 72ଟି ହାତୀ ଥିବାର ଗଣନା କରାଯାଇଛି । [୨][୩]

ଭୌଗୋଳିକ ସ୍ଥିତି [ସମ୍ପାଦନା]

ଏହି ଅରଣ୍ୟ ପ୍ରସ୍ତରିତ ଓ ଗଭୀର ଉପତ୍ୟକା ସମୂହରେ ପରିପୂର୍ଣ । ଏଠାରେ ଶୁଷ୍କ ଜଙ୍ଗଲ ଥାଇ ପୁଷ୍କରିଣୀ ଓ ଝରଣା ମାନ ରହିଛି । ଏହି ଅଞ୍ଚଳରେ ଡେକାନ ମାଳ ଭୂମି ସମାପ୍ତ ହେଇ ତାମିଲନାଡୁ ସମତଳ ଭୂମିର ଆରମ୍ଭ ହୋଇଛି । [୩]

ଜୀବଜନ୍ତୁ ଓ ବୃକ୍ଷରାଜି [ସମ୍ପାଦନା]

ଏଠାରେ ଆକାଶିଆ ,ବାଉଁଶ ଯତୋୟ ବୃକ୍ଷ ବହୁଲ ପରିମାଣରେ ଦେଖାଯାଏ । ଏହାର ଘଞ୍ଚ ଅରଣ୍ୟ ଅଞ୍ଚଳରେ ହାତୀ ବ୍ଯତୀତ ଶ୍ଳଥ ଭାଲୁ , ପାନ୍ଥର , ଜଙ୍ଗଲି ବିରାଡି ଇତ୍ୟାଦି ପଶୁ ମଧ୍ୟ ରହିଥାନ୍ତି ।  ଏହି ଅରଣ୍ୟର ହାତୀମାନେ ସମୟ ସମୟରେ ଜନପଦ ଆଡକୁ ଚାଲି ଆସୁଥିବାରୁ ତାହା ଜନ  ଜୀବନ ପାଇଁ  ବିପଦର କାରଣ ହେଇଥାଏ । 2002 ସୁଦ୍ଧା ହାତୀ ଆକ୍ରମଣରେ 42 ଜଣ ପ୍ରାଣ ହରେଇଥିବାର ଜଣାଜାଏ ।  [୧]

References[ସମ୍ପାଦନା]

  1. ୧.୦ ୧.୧ "APFD Website". Forest.ap.nic.in. Archived from the original on 2012-05-21. Retrieved 2012-07-30.
  2. ୨.୦ ୨.୧ http://ibcn.in/wp-content/uploads/2011/12/13-136-168-Andhra-Pradesh.pdf
  3. ୩.୦ ୩.୧ {{cite web}}: Empty citation (help)