କନକ ଦୂର୍ଗା ମନ୍ଦିର
Kanaka Durga Temple | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Vijayawada |
Country | India |
Architecture | |
Type | Dravidian |
Website | |
Kanaka Durga Temple website |
କନକ ଦୂର୍ଗା ମନ୍ଦିର , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ର ବିଜୟୱାଡା ଠାରେ ଅବସ୍ଥିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର । ଏହି ମନ୍ଦିର କ୍ରୀଷ୍ଣା ନଦୀ ଟିର ରେ ଥିବା ଇନ୍ଦ୍ରକେଳାଦ୍ରି ପାହାଡ ଉପରେ ରହିଛି । କାଳିକା ପୁରାଣ , ଦୁର୍ଗ ସପ୍ତଷ୍ଠୀ ଓ ଅନ୍ଯାନ୍ଯ ବୈଦିକ ସାହିତ୍ୟରେ ଇନ୍ଦ୍ରକେଳାଦ୍ରି ସ୍ଥିତ କନକ ଦୁର୍ଗ ମନ୍ଦିର ବିଷୟ ରେ ଉଲ୍ଲେଖ ରହିଛି । ଏଥିରେ ଆରାଧ୍ୟା ଦେବୀ ଙ୍କୁ ତୃତୀୟ କଳ୍ପ ରେ ସ୍ଵୟଂଭୂ ( ନିଜେ ଉତ୍ଥିତ ହେଇଥିବା ) ହେଇଥିବା ଉଲ୍ଲେଖ ରହିଛି । [୧]
ଦେବୀ କିମ୍ବଦନ୍ତୀ
କିମ୍ବଦନ୍ତୀ କହେ , ବିଜୟୱାଡା ଅଞ୍ଚଳ ଏକଦା କଙ୍କରିତ ଅଞ୍ଚଳ ଥିଲା । ଏଠି ଯୋଗୁଁ କ୍ରୀଷ୍ଣା ନଦୀ ଏଠାରେ ପ୍ରବାହିତ ହେଇ ପାରୁନଥିଲା । ଏଠି ପାଇଁ ଏଠାରେ କୃଷି ବା ବସବାସ ସମ୍ଭବ ନଥିଲା । ଭଗବାନ ଶିବ ଙ୍କୁ ଆରାଧନା ପରେ ଶିବ ପାହାଡ ମଧ୍ୟ ରେ ଏକ ଟନେଲ ବା ବେଜ୍ଜାମ ନିର୍ମାଣ କରିଦେଲେ । ଏଥିପାଇଁ ଏ ସ୍ଥାନ ର ନାମ ବେଜୱାଡା ହେଇ ପରେ ବିଜୟୱାଡାହେଇଥିଲା ।
ଯାତାୟାତ
ଏହି ସ୍ଥଳ ବିଜୟୱାଡା ସହର ର କେନ୍ଦ୍ର ସ୍ଥଳୀ ରେ ରହିଥିବାରୁ ରାସ୍ତା ଓ ରେଳପଥ ଯୋଗେ ପହଞ୍ଚିବାର ପର୍ଯ୍ୟାପ୍ତ ସୁବିଧା ରହିଛି । ବିଜୟବାଦ ବିମାନ ପଥ ରେ ମଧ୍ୟ ମୁଖ୍ୟ ସ୍ଥାନ ମାନଙ୍କ ସହ ସଂଯୁକ୍ତ ।
ଦଶହରା
Sଏଠାରେ ଦଶହରା ବଡ ଉଲ୍ଲାସ ର ସହ ପାଳିତ ହେଇଥାଏ । ଦଶହରା ର ଦଶ ଦିନ ବିଭିନ୍ନ ଦେବୀ ଙ୍କ ନାମରେ ଆରାଧନା ହେଇଥାଏ ।