ପ୍ରକାଶମ ବାରେଜ
Prakasam Barrage | |
---|---|
ଦେଶ | India |
ଦିଗବାରେଣି | 16°30′22″N 80°36′18″E / 16.50611°N 80.60500°E |
ସ୍ଥିତି | Operational |
କାମ ଆରମ୍ଭ ହେଲା | 1954 |
ପ୍ରକାଶମ ବାରେଜ , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ର କ୍ରୀଷ୍ଣା ଓ ଗୁନ୍ଟୂର ଜିଲ୍ଲା ରେ କ୍ରୀଷ୍ଣା ନଦୀ ରେ ନିର୍ମିତ । ଏହା ର ଦଇର୍ଘ୍ତ 1223.5 ମିଟର । ଏହି ବାରେଜ ଏକ ରାସ୍ତା ର କାର୍ଯ୍ୟ କରିବା ସହ ଏଠାରେ ଏକ ଜଳାଶୟ ର ବନ୍ଧ ହିସାବ ରେ ମଧ୍ୟ କାର୍ଯ୍ୟ କରେ । ଏଠାରୁ 3 ଟି କେନାଲ ବିଜୟୱାଡା ଜିଲା କୁ ଯାଇଛି ।
ଏଠାରେ ଏକ ନଦୀ ବନ୍ଧା ନିର୍ମାଣ ର ଯୋଜନା 1798 ମସିହା ରେ କପଟେନ ବକଳେ ଙ୍କ ସମୟ ରେ ଆରମ୍ଭ କରାଯାଇ ପରେ 1839 ଓ 1841 ମଶିହା ରେ ପୁନର୍ବିଚାର ହେଇଥିଲା । ପରିଶେଷ ରେ ଇସ୍ଟ ଇଣ୍ଡିଆ କମ୍ପାନୀ ଦ୍ଵାରା 1850 ମସିହା ରେ ଏହା ମଞ୍ଜୁରୀ ପ୍ରାପ୍ତ ହେଇ ଏହାର ନିର୍ମାଣ କାର୍ଯ୍ୟ 1852 ରେ ଆରଭ ହେଲା । ଏହା ସେ ସମୟ ରେ 1.75 କୋଟି ତାଙ୍କ ବ୍ୟୟ ରେ 1855 ମସିହା ରେ ସମୁର୍ଣ ହେଲା । ଏହା ଦ୍ଵାରା 7 ଲକ୍ଷ୍ୟ ଏକର ଚାଷ ଜମି ରେ ଜଳସେଚନ ହେଲା । .[୧] ପରେ ରାଜ୍ୟ ସରକାର ଏହା ଉପରେ ବ୍ରିଜ ନିର୍ମାଣ କଲେ ଓ ତାହା ତାଙ୍ଗୁତୁରି ପ୍ରକାଶମ ଙ୍କ ନାମ ଅନୁସାରେ ପ୍ରକାଶମ ବାରେଜ ନାମରେ ପରିଚିତ ହେଲା । ବର୍ତମାନ ଏହା ଦ୍ଵାରା 1.2 ମିଲିୟନ ଏକର ଜମି ରେ ଜଳସେଚନ କରାଯାଇ ପାରୁଛି । ଏହାର କେନାଲ ରେ ଏକଦା ନଉକା ଦ୍ଵାରା ଯାତାୟାତ ମଧ୍ୟ କରି ହାଉଥିଲା ।
See also
- List of dams and reservoirs in India
- Andhra Pradesh