ପ୍ରକାଶମ ବାରେଜ

Coordinates: 16°30′22″N 80°36′18″E / 16.50611°N 80.60500°E / 16.50611; 80.60500
ଉଇକିପିଡ଼ିଆ‌ରୁ
Prakasam Barrage
ପ୍ରକାଶମ ବାରେଜ is located in Andhra Pradesh
ପ୍ରକାଶମ ବାରେଜ
Location of Prakasam Barrage
ଦେଶIndia
ଦିଗବାରେଣି16°30′22″N 80°36′18″E / 16.50611°N 80.60500°E / 16.50611; 80.60500
ସ୍ଥିତିOperational
କାମ ଆରମ୍ଭ ହେଲା1954

ପ୍ରକାଶମ ବାରେଜ , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଓ ଗୁନ୍ଟୂର ଜିଲ୍ଲାରେ କ୍ରୀଷ୍ଣା ନଦୀରେ ନିର୍ମିତ । ଏହାର ଦଇର୍ଘ୍ତ 1223.5 ମିଟର । ଏହି ବାରେଜ ଏକ ରାସ୍ତାର କାର୍ଯ୍ୟ କରିବା ସହ ଏଠାରେ ଏକ ଜଳାଶୟର ବନ୍ଧ ହିସାବରେ ମଧ୍ୟ କାର୍ଯ୍ୟ କରେ । ଏଠାରୁ 3ଟି କେନାଲ ବିଜୟୱାଡା ଜିଲାକୁ ଯାଇଛି । 

 ଏଠାରେ ଏକ ନଦୀ ବନ୍ଧା ନିର୍ମାଣର ଯୋଜନା 1798 ମସିହାରେ କପଟେନ ବକଳେଙ୍କ ସମୟରେ ଆରମ୍ଭ କରାଯାଇ ପରେ 1839 ଓ 1841 ମଶିହାରେ ପୁନର୍ବିଚାର ହେଇଥିଲା । ପରିଶେଷରେ ଇସ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା 1850 ମସିହାରେ ଏହା ମଞ୍ଜୁରୀ ପ୍ରାପ୍ତ ହେଇ ଏହାର ନିର୍ମାଣ କାର୍ଯ୍ୟ 1852ରେ ଆରଭ ହେଲା । ଏହା ସେ ସମୟରେ 1.75 କୋଟି ତାଙ୍କ ବ୍ୟୟରେ 1855 ମସିହାରେ ସମୁର୍ଣ ହେଲା । ଏହାଦ୍ୱାରା 7 ଲକ୍ଷ୍ୟ ଏକର ଚାଷ ଜମିରେ ଜଳସେଚନ ହେଲା । .[୧]  ପରେ ରାଜ୍ୟ ସରକାର ଏହା ଉପରେ ବ୍ରିଜ ନିର୍ମାଣ କଲେ ଓ ତାହା ତାଙ୍ଗୁତୁରି ପ୍ରକାଶମଙ୍କ ନାମ ଅନୁସାରେ ପ୍ରକାଶମ ବାରେଜ ନାମରେ ପରିଚିତ ହେଲା । ବର୍ତ୍ତମାନ ଏହାଦ୍ୱାରା 1.2 ମିଲିୟନ ଏକର ଜମିରେ ଜଳସେଚନ କରାଯାଇ ପାରୁଛି । ଏହାର କେନାଲରେ ଏକଦା ନଉକାଦ୍ୱାରା ଯାତାୟତ ମଧ୍ୟ କରି ହାଉଥିଲା । 

See also[ସମ୍ପାଦନା]

References[ସମ୍ପାଦନା]