Jump to content

ପାଦ୍ରୀ କି ହବେଲି

ଉଇକିପିଡ଼ିଆ‌ରୁ
୨୦:୨୩, ୧୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Padri Ki Haveli") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ପାଦ୍ରୀ କି ହବେଲି ("Mansion of Padre"), ଭାରତୀୟ ରାଜ୍ୟ ବିହାର ର ସର୍ବପୁରାତନ ଚର୍ଚ । ଏହାକୁ ସେଣ୍ଟ ମେରୀ ଚର୍ଚ ମଧ୍ୟ କୁହାଯାଇଥାଏ । ରୋମାନ କଥୋଲିକ ସଂପ୍ରଦାଯ ର ଲୋକ ଆସିବା ପରେ 1713 ମସିହା ରେ ଏହି ଚର୍ଚ ନିର୍ମିତ ହେଇଥିଲା । .[]

ପ୍ରଥମ ରୁ ଥିବା ସାନ ଚର୍ଚ ଜାଗା ରେ ବର୍ତମାନ ଥିବା ଚର୍ଚ 1772 ମସିହା ରେ ସ୍ଥାପତ୍ୟ ତିରେଟୋ ଙ୍କ ଦ୍ଵାରା ଡିଜାଇନ କରା ଯାଇଥିଲା । ଏହାର ମୂଳଦୁଆ ଠାରେ 70 ଫୁଟ ଦୀର୍ଘ ଓ 40 ଫୁଟ ପ୍ରସ୍ଥ ର ରହି ଏହି ଚର୍ଚ ର ଉଚ୍ଛତା 50 ଫୁଟ ରହିଛି । .[]

ନବାବ ମୀର କସିମ ଏହି ଚର୍ଚ କୁ ଭାଙ୍ଗି ଦେଇଥିଲେ । ପୁଣି ପୁନର୍ନିର୍ମିତ ଚର୍ଚ କୁ 1857 ସିପାହୀ ବିଦ୍ରୋହ କାଳ ରେ ବହୁତ ଭଙ୍ଗା ରୁଜା କରାଯାଇଥିଲା । 

ବର୍ତମାନ ଏପରି ଜଟିଳ ସ୍ଥାପତ୍ୟ କଳା ସହ ଖୁବ କମ ଚର୍ଚ ଭାରତ ରେ ରହିଛି । 

ନୋଟ 

  • ବିଶାଳ କାଥେଦ୍ରାଳ ଘଣ୍ଟା ଏହି ଚର୍ଚ ର ଏକ ମୁଖ୍ୟ ଆକର୍ଷଣ .[]
  • ଏହି ଚର୍ଚ ଠାରେ ମଦର ତେରେସା ତାଙ୍କର ଟ୍ରେନିଂ ନେଇଥିଲେ   .[]

ଆଧାର ସମୂହ 

ପୁନଶ୍ଚ ପଠନ 

  • Horo, P. C., The Comprehensive History of Bihar, Vol. III, Part II, chapter – "Christian Missions and Communities in Bihar" – (pages 109–292)
  • Greene, Meg (2004), Mother Teresa: A Biography, Greenwood Publishing Group, ISBN 0-313-32771-8 {{citation}}: More than one of |ISBN= and |isbn= specified (help)