ଅଜିତ ମନୋହର ପାଇ
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Left-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm fast-medium | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ଅଜିତ ମନୋହର ପାଇ pronunciation (help·info) (ଜନ୍ମ 28 ଏପ୍ରିଲ 1945 , ବମ୍ବେ ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଭାରତ ପାଇଁ 1969 ମସିହା ରେ ଗୋଟିଏ ଟେଷ୍ଟ ଖେଳିଥିଲେ ।
ପାଇ ଜଣେ ଦ୍ରୁତ ବୋଲର ଥିଲେ ଓ ତଳ ଆଦର ରେ ଜେନ ଉପଯୋଗୀ ବେଟ୍ସ ମେନ ଥିଲେ । ସେ 1968/69 ସିଜନ ରେ ବମ୍ବେ ପାଇଁ ରଣଜୀ ଟ୍ରଫି ରେ ଖେଳିବା ଆରମ୍ଭ କରିଥିଲେ । ସେ ପ୍ରଥମ 3 ଟି ମେଚ ରେ 11 ଟି ୱିକେଟ ନେବା ପରେ ପଶ୍ଚିମ ଜୋନ ଦଳ ପାଇଁ ବଛା ହେଇ ଦୁଲିପ ଟ୍ରଫି ମଧ୍ୟ ଖେଳିଥିଲେ । ସେ ସେଥିରେ 25.80[୧] ହାର ରେ 129 ରନ ସହ 23 ଟି ୱିକେଟ ନେଇଥିଲେ । [୨]
ସେପ୍ଟେମ୍ବର 1969 ରେ ସେ ପଶ୍ଚିମ ଜୋନ ର କେନ୍ଦ୍ର ଜୋନ ସହ ମେଚ ରେ 7/42 ନେଇଥିଲେ ।[୩] ତାହା ପରେ ସେ ଭାରତୀୟ ଟେଷ୍ଟ ଦଳ ସହ ନିଉଜିଲାଣ୍ଡ ଖେଳିଥିବା ପ୍ରଥମ ଟେଷ୍ଟ ରେ ଖେଳିଥିଲେ । ସେ ସେଥିରେ 2 ଟି ୱିକେଟ ନେଇଥିଲେ ଓ ଭାରତ ଟେଷ୍ଟ ଜିତିଥିଲା ।[୪] କିନ୍ତୁ ଚୟନକର୍ତା ମାନେ ଅଳ ରାଉଣ୍ଡର ରୁଷୀ ସୁର୍ତି ଓ ଆବିଦ ଅଲି ଙ୍କୁ ଓପନିଂ ବୋଲିଂ ପାଇଁ ବାଛି 2 ୟ ଟେଷ୍ଟ ରେ ତାଙ୍କୁ ନେଇନଥିଲେ ।
ସେ ଏହା ପରେ ଔ ଦୁଲିପ ଟ୍ରଫି ଖେଳି ନଥିଲେ ମଧ୍ୟ ରଣଜୀ ଟ୍ରଫି ରେ ସୌରସ୍ତ୍ର ବିରୁଦ୍ଧ ରେ ସେ 7 ନମ୍ବର ରେ ବେଟିଙ୍ଗ କରି 91 ରଣ କରିଥିଲେ ଓ ତାହା ପରେ 22 ରଣ ଦେଇ 5 ୱିକେଟ ନେଇଥିଲେ । ପରେ ଦ୍ଵିତୀୟ ଇନିଂସ ରେ 30 ରଣ ରେ 6 ୱିକେଟ ନେଇ ବମ୍ବେ କୁ ବିଜୟୀ କରେଇଥିଲେ । [୫]