Jump to content

ବିଜୟ ରାଜିନ୍ଦରନାଥ

ଉଇକିପିଡ଼ିଆ‌ରୁ
୨୧:୦୫, ୧୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Vijay Rajindernath") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat (RHB)
ବୋଲିଂ ପ୍ରକାର-
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ13 November 1952 v Pakistan
ଶେଷ ଟେଷ୍ଟ13 November 1952 v Pakistan
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 1 28
ମୋଟ ରନ 0 844
ବ୍ୟାଟିଂ ହାର - 22.21
ଶତକ/ଅର୍ଦ୍ଧଶତକ 0/0 1/3
ସର୍ବାଧିକ ରନ - 136
ବଲ ସଂଖ୍ୟା - -
ଉଇକେଟ - -
ବୋଲିଂ ହାର - -
ଇନିଙ୍ଗସରେ ୫ଟି ଉଇକେଟ - 0
ମ୍ୟାଚରେ ୧୦ଟି ଉଇକେଟ - 0
ସବୁଠୁ ଭଲ ବୋଲିଂ - -
କ୍ୟାଚ/ଷ୍ଟମ୍ପିଙ୍ଗ 0/4 35/24
Source: ESPNcricinfo, 10 January 2013

ବିଜଯ ରାଜିନ୍ଦରନାଥ  ଶବଦ ବିଷୟରେ pronunciation (7 ଜାନୁୟାରୀ 1928-22 ନଭେମ୍ବର 1989 ) ଜଣେ ପୂର୍ବତନ ଭାରତୀୟ କ୍ରିକେଟର । 

1952/53 ପାକିସ୍ତାନ ସହ ସିରିଜ ରେ ଭାରତ ଟେଷ୍ଟ ରେ 4 ଜଣ ୱିକେଟ କିପର ଙ୍କୁ ପରିକ୍ଷ୍ୟାମୂଳକ ଭାବେ ଖେଲାଯାଇଥିଲା । ସେହି ମଧ୍ୟ ରୁ ରାଜିନ୍ଦରନାଥ ଅନନ୍ୟତମ । ସେ ବୋମ୍ବେ ଠାରେ ହେଇଥିବା ଟେଷ୍ଟ ରେ ଖେଳିଥିଲେ । ସେହି ଟେଷ୍ଟ ଭାରତ ମାତ୍ର 4 ୱିକେଟ ହରାଇ ଜିତିଥିଲା । ରାଜିନ୍ଦରନାଥ ବେଟିଙ୍ଗ କରି ନଥିଲେ । ତେବେ ସେ ୱିକେଟ କିପର ଭାବରେ 4 ଟି ସ୍ତମପିଙ୍ଗ କରିଥିଲେ । ସେହି ରେକର୍ଡ ଆଜି ଯାଏ ରହିଛି । କିନ୍ତୁ ପରବର୍ତୀ ଟେଷ୍ଟ ରେ ତାଙ୍କ ସ୍ଥାନ ରେ ଇବ୍ରାହିମ ମାକା ଖେଳିଥିଲେ । ସେ କମନୱେଲ୍ଥ XI ବିରୁଦ୍ଧ ରେ ଅଣଅଫିସିଆଲ ଟେଷ୍ଟ 3 ଟି ଖେଳିଥିଲେ । ସେ ଔ ଟେଷ୍ଟ ଦଳ କୁ ଆସି ପାରିନଥିଲେ .

ପୁନଶ୍ଚ ଦେଖଣା 

  • One Test Wonder

ଆଧାର ସମୂହ