ଶାହ ନିୟାଲଚାନ୍ଦ
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Left-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Left-arm medium pace | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ଶାହ ନିୟାଲଚାନ୍ଦ pronunciation (help·info) (14 ସେପ୍ଟେମ୍ବର , 1915- 1 ଜାନୁୟାରୀ 1997 ) ଜଣେ ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟର । ତାଙ୍କର ଜନ୍ମ ଗୁଜୁରାଟ ର ଧରଙ୍ଗାଧରା ଠାରେ ହେଇଥିଲା ।
ନିୟାଲଚାନ୍ଦ ଜଣେ ମଧ୍ୟମ ଗତି ଦ୍ରୁତ ବୋଲର । ସେ ଭାରତ ପାଇଁ ଏକମାତ୍ର ଟେଷ୍ଟ ପାକିସ୍ତାନ ବିରୁଦ୍ଧ ରେ1952/53 ମସିହା ରେ ଲକ୍ଷ୍ନୋ ଠାରେ ଖେଳିଥିଲେ । ସେତେବେଳେ ସବୁ ପଡିଆ ରେ ପିଚ ନଥିଲା , ମାଟ୍ଟ ଉପରେ ଘରେଇ ମେଚ ସବୁ ଖେଳା ଯାଉଥିଲା । କିନ୍ତୁ ଟେଷ୍ଟ କ୍ରିକେଟ କ୍ଷେତ୍ର ରେ ମାତ୍ର 2 ଥର ମାଟ୍ଟ ଉପରେ ମେଚ ହେଇଥିଲା । ଏହି ମେଚ ସେ ମଧ୍ୟ ରୁ ଗୋଟିଏ ।ଏହି ମେଚ ରେ ନିୟାଲଚାନ୍ଦ 97 ରନ ଦେଇ 3 ଟି ୱିକେଟ ନେଇଥିଲେ । ତାଙ୍କୁ ମାଟ୍ଟ ୱିକେଟ ରେ ସଫଳତା ପାଇଁ "କିଙ୍ଗ ଓଫ ମାଟଟିଙ୍ଗ ୱିକେଟ " କୁହାଯାଉଥିଲା ।
ସେ 24 ଟି ସିଜନ ରଣଜୀ ଟ୍ରଫି ଖେଳିଥିଲେ । ସେଥିରୁ ଅର୍ଦ୍ଧେକ ସେ ସୌରାଷ୍ଟ୍ର ପାଇଁ ଖେଳିଥିଲେ । 1961/62 ସିଜନ ରେ ସେ ସର୍ବାଧିକ ସଫଳତା ପାଇଥିଲେ । ସେହି ସିଜନ ରେ ସେ 27 ଟି ୱିକେଟ ନେଇଥିଲେ। ମହାରାଷ୍ଟ୍ର ସହ ମେଚ ରେ ହାଟ୍ରିକ ମଧ୍ୟ ଅର୍ଜନ କରିଥିଲେ । ସେ ଦୁଇଟି ସିଜନ ରେ 10 ୱିକେଟ ଲଗାତାର 3 ଥର ନେଇଥିଲେ । ସେ ଭାରତୀୟ କ୍ଲବ ବମ୍ବେ ର ସୁନ୍ଦର କ୍ରିକେଟ କ୍ଲବ ତରଫ ରୁ ଇସ୍ଟ ଆଫ୍ରିକା ଗସ୍ତ ରେ ଯାଇ ଖେଳିଥିଲେ ।
ଆଧାର
- Obituary in Indian Cricket 1998