ଶାହ ନିୟାଲଚାନ୍ଦ

ଉଇକିପିଡ଼ିଆ‌ରୁ
Shah Nyalchand S.
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରLeft-hand bat
ବୋଲିଂ ପ୍ରକାରLeft-arm medium pace
ଅନ୍ତର୍ଜାତୀୟ ତଥ୍ୟ
National side
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 1 57
ମୋଟ ରନ 7 420
ବ୍ୟାଟିଂ ହାର 7.00 7/63
ଶତକ/ଅର୍ଦ୍ଧଶତକ 0/0 0/0
ସର୍ବାଧିକ ରନ 6* 33
ବଲ ସଂଖ୍ୟା 387 14,419
ଉଇକେଟ 3 235
ବୋଲିଂ ହାର 32.33 22.57
ଇନିଙ୍ଗସରେ ୫ଟି ଉଇକେଟ - 15
ମ୍ୟାଚରେ ୧୦ଟି ଉଇକେଟ - 6
ସବୁଠୁ ଭଲ ବୋଲିଂ 3/97 7/32
କ୍ୟାଚ/ଷ୍ଟମ୍ପିଙ୍ଗ 0 18
Source: [୧]

ଶାହ ନିୟାଲଚାନ୍ଦ ଶବଦ ବିଷୟରେ pronunciation (14 ସେପ୍ଟେମ୍ବର , 1915- 1 ଜାନୁୟାରୀ 1997 ) ଜଣେ ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟର । ତାଙ୍କର ଜନ୍ମ ଗୁଜରାଟର ଧରଙ୍ଗାଧରାଠାରେ ହେଇଥିଲା । 

ନିୟାଲଚାନ୍ଦ ଜଣେ ମଧ୍ୟମ ଗତି ଦ୍ରୁତ ବୋଲର । ସେ ଭାରତ ପାଇଁ ଏକମାତ୍ର ଟେଷ୍ଟ ପାକିସ୍ତାନ ବିରୁଦ୍ଧ ରେ1952/53 ମସିହାରେ ଲକ୍ଷ୍ନୋ  ଠାରେ ଖେଳିଥିଲେ । ସେତେବେଳେ ସବୁ ପଡିଆରେ   ପିଚ ନଥିଲା , ମାଟ୍ଟ ଉପରେ ଘରେଇ ମେଚ ସବୁ  ଖେଳା ଯାଉଥିଲା । କିନ୍ତୁ ଟେଷ୍ଟ କ୍ରିକେଟ କ୍ଷେତ୍ରରେ ମାତ୍ର 2 ଥର ମାଟ୍ଟ ଉପରେ ମେଚ ହେଇଥିଲା । ଏହି ମେଚ ସେ ମଧ୍ୟରୁ ଗୋଟିଏ ।ଏହି ମେଚରେ  ନିୟାଲଚାନ୍ଦ 97 ରନ ଦେଇ 3ଟି ୱିକେଟ ନେଇଥିଲେ । ତାଙ୍କୁ  ମାଟ୍ଟ ୱିକେଟରେ ସଫଳତା ପାଇଁ "କିଙ୍ଗ ଓଫ ମାଟଟିଙ୍ଗ ୱିକେଟ " କୁହାଯାଉଥିଲା ।  

 ସେ 24ଟି ସିଜନ ରଣଜୀ ଟ୍ରଫି ଖେଳିଥିଲେ । ସେଥିରୁ ଅର୍ଦ୍ଧେକ ସେ ସୌରାଷ୍ଟ୍ର ପାଇଁ ଖେଳିଥିଲେ । 1961/62 ସିଜନରେ ସେ ସର୍ବାଧିକ ସଫଳତା ପାଇଥିଲେ । ସେହି ସିଜନରେ ସେ 27ଟି ୱିକେଟ ନେଇଥିଲେ। ମହାରାଷ୍ଟ୍ର ସହ ମେଚରେ ହାଟ୍ରିକ ମଧ୍ୟ ଅର୍ଜନ କରିଥିଲେ । ସେ ଦୁଇଟି ସିଜନରେ 10 ୱିକେଟ ଲଗାତାର 3 ଥର ନେଇଥିଲେ । ସେ ଭାରତୀୟ କ୍ଲବ ବମ୍ବେର ସୁନ୍ଦର କ୍ରିକେଟ କ୍ଲବ ତରଫରୁ ଇସ୍ଟ ଆଫ୍ରିକା ଗସ୍ତରେ ଯାଇ ଖେଳିଥିଲେ । 

ଆଧାର [ସମ୍ପାଦନା]

  • Obituary in Indian Cricket 1998

ବାହାର ଲିଙ୍କ [ସମ୍ପାଦନା]