Jump to content

ଏନଏଏସ ଶିବପୁର

ଉଇକିପିଡ଼ିଆ‌ରୁ
୧୯:୦୯, ୧୦ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "NAS Shibpur") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
NAS Shibpur
IATA: IN-0053ICAO: VODX
ସାରକଥା
ବିମାନ ବନ୍ଦର ପ୍ରକାର Naval Air Station
ପରିଚାଳକ Indian Navy
ଅବସ୍ଥାନ Shibpur, Diglipur, Andaman & Nicobar Islands
ଦିଗବାରେଣି 13°14′0″N 93°3′0″E / 13.23333°N 93.05000°E / 13.23333; 93.05000
ରନବେ
ଦିଗ ଲମ୍ବ ଭୂମି
m ft
1000
[][]

NAS ଶିବପୁର  (IATA: IN 0053ICAO: VODX)ଭାରତୀୟ ନୌସେନା ବାହିନୀ ର ଏକ ଏୟାର ଷ୍ଟେସନ । ଏହା ଆଣ୍ଡାମନ ନିକୋବର ଦ୍ବୀପପୁଞ୍ଜ ର ଏକ ଗ୍ରାମ ଶିବପୁର ଠାରେ ଅବସ୍ଥିତ । ଏହା ଭାରତୀୟ ସାମରିକ ବାହିନୀ ଓ ଆଣ୍ଡାମାନ ନିକୋବର କମାଣ୍ଡ ର ମିଳିତ ସହଯୋଗ ରେ ପରିଚାଳିତ । [][]

ଇତିହାସ 

NAS  ଶିବପୁର 2001 ମସିହା ରେ ରେ ଏକ ଅଗ୍ରଣୀ ଅଞ୍ଚଳ ଏୟାର ବେସ ଭାବରେ ଉତ୍ତର ଆଣ୍ଡାମାନ ଅଞ୍ଚଳ ରେ ସାମରିକ ନିରୀକ୍ଷଣ କାର୍ଯ୍ୟ ନିମନ୍ତେ ପ୍ରତିଷ୍ଠିତ ହେଇଥିଲା । ଏଠାରେ ଭାରତୀୟ ନୌସେନା ବାହିନୀ ଓ ଭାରତୀୟ ତଟ ସୁରକ୍ଷ୍ୟା ବାହିନୀ ର ଦର୍ନିଆର Do 228 ଶ୍ରେଣୀ ହେଲିକେପ୍ଟର ଓ ଚେତକ ହେଲିକେପ୍ଟର ପାର୍ଟି ସପ୍ତାହ ରେ ଥରେ ଅବତରଣ କରି ନିରୀକ୍ଷ୍ୟା କାର୍ଯ୍ୟ ସମ୍ପାଦନ କରୁଥିଲା  । ତେବେ 2009 ମସିହା ରୁ ସରକାର ଏହା କୁ ଏକ ସମ୍ପୂର୍ଣ ଏୟାର ଷ୍ଟେସନ ଭାବରେ ସ୍ବୀକୃତି ପ୍ରଦାନ କରିଥିଲେ । ଏହାର ରାନୱେ କୁ ଶେଠୀ ପାଇଁ 12,000 ଫୁଟ ଦୈର୍ଘ୍ୟ ବିଶିଷ୍ଟ କରଯାଇଥିଲା ଓ ରାତ୍ର ଅବତ୍ତରଣ ପାଇଁ ବ୍ୟବସ୍ଥା କରାଗଲା ।  .[]

ଏଠାରୁ ମଳୟସିଆ ବିମାନ ଦୁର୍ଘଟଣା ରେ ହଜି ଯାଇଥିବା ବିମାନ କୁ ଖୋଜିବା କାର୍ଯ୍ୟ ରେ ଦର୍ନିଆର Do228 ହେଲିକେପଟର କୁ ମଧ୍ୟ ମୁତୟନ କରାଯାଇଥିଲା । .[]

ଆଧାର ସମୂହ 

  1. http://airportguide.com/airport/India/Andaman_and_Nicobar_Islands/Madhupur-IN-0053/ Airportguide.com
  2. http://skyvector.com/airport/VODX/Shibpur-Naval-Air-Station-Airport SkyVector Shibpur
  3. Rajat Pandit (2010), Strategically-important A&N Command to get a boost.
  4. "Andamans, not just an Indian mainland buffer". Frontier India. 3 August 2012. Retrieved 18 March 2014.
  5. "Tiger Outsmarts Dragon in Andaman Waters". The New Indian Express. 23 March 2014. Retrieved 23 March 2014.
  6. "Indian navy finds no sign of missing Malaysian jet". Global Times. 16 March 2014. Retrieved 18 March 2014.