ଏନଏଏସ ଶିବପୁର
NAS ଶିବପୁର | |||
---|---|---|---|
IATA: IN-0053 – ICAO: VODX | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Naval Air Station | ||
ପରିଚାଳକ | Indian Navy | ||
ଅବସ୍ଥାନ | Shibpur, Diglipur, Andaman & Nicobar Islands | ||
ଦିଗବାରେଣି | 13°14′0″N 93°3′0″E / 13.23333°N 93.05000°E | ||
ରନବେ | |||
ଦିଗ | ଲମ୍ବ | ଭୂମି | |
m | ft | ||
1000 | |||
[୧][୨] |
NAS ଶିବପୁର (IATA: IN 0053, ICAO: VODX)ଭାରତୀୟ ନୌସେନା ବାହିନୀର ଏକ ଏୟାର ଷ୍ଟେସନ । ଏହା ଆଣ୍ଡାମନ ନିକୋବର ଦ୍ୱୀପପୁଞ୍ଜର ଏକ ଗ୍ରାମ ଶିବପୁରଠାରେ ଅବସ୍ଥିତ । ଏହା ଭାରତୀୟ ସାମରିକ ବାହିନୀ ଓ ଆଣ୍ଡାମାନ ନିକୋବର କମାଣ୍ଡର ମିଳିତ ସହଯୋଗରେ ପରିଚାଳିତ । [୩][୪]
ଇତିହାସ
[ସମ୍ପାଦନା]NAS ଶିବପୁର 2001 ମସିହାରେରେ ଏକ ଅଗ୍ରଣୀ ଅଞ୍ଚଳ ଏୟାର ବେସ ଭାବରେ ଉତ୍ତର ଆଣ୍ଡାମାନ ଅଞ୍ଚଳରେ ସାମରିକ ନିରୀକ୍ଷଣ କାର୍ଯ୍ୟ ନିମନ୍ତେ ପ୍ରତିଷ୍ଠିତ ହେଇଥିଲା । ଏଠାରେ ଭାରତୀୟ ନୌସେନା ବାହିନୀ ଓ ଭାରତୀୟ ତଟ ସୁରକ୍ଷ୍ୟା ବାହିନୀର ଦର୍ନିଆର Do 228 ଶ୍ରେଣୀ ହେଲିକେପ୍ଟର ଓ ଚେତକ ହେଲିକେପ୍ଟର ପାର୍ଟି ସପ୍ତାହରେ ଥରେ ଅବତରଣ କରି ନିରୀକ୍ଷ୍ୟା କାର୍ଯ୍ୟ ସମ୍ପାଦନ କରୁଥିଲା । ତେବେ 2009 ମସିହାରୁ ସରକାର ଏହାକୁ ଏକ ସମ୍ପୂର୍ଣ୍ଣ ଏୟାର ଷ୍ଟେସନ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାର ରାନୱେକୁ ଶେଠୀ ପାଇଁ 12,000 ଫୁଟ ଦୈର୍ଘ୍ୟ ବିଶିଷ୍ଟ କରାଯାଇଥିଲା ଓ ରାତ୍ର ଅବତ୍ତରଣ ପାଇଁ ବ୍ୟବସ୍ଥା କରାଗଲା । .[୫]
ଏଠାରୁ ମଳୟସିଆ ବିମାନ ଦୁର୍ଘଟଣାରେ ହଜି ଯାଇଥିବା ବିମାନକୁ ଖୋଜିବା କାର୍ଯ୍ୟରେ ଦର୍ନିଆର Do228 ହେଲିକେପଟରକୁ ମଧ୍ୟ ମୁତୟନ କରାଯାଇଥିଲା । .[୬]
ଆଧାର
[ସମ୍ପାଦନା]- ↑ http://airportguide.com/airport/India/Andaman_and_Nicobar_Islands/Madhupur-IN-0053/ Airportguide.com
- ↑ http://skyvector.com/airport/VODX/Shibpur-Naval-Air-Station-Airport SkyVector Shibpur
- ↑ "Andamans, not just an Indian mainland buffer". Frontier India. 3 August 2012. Retrieved 18 March 2014.
- ↑ "Tiger Outsmarts Dragon in Andaman Waters". The New Indian Express. 23 March 2014. Archived from the original on 23 March 2014. Retrieved 23 March 2014.
- ↑ "Indian navy finds no sign of missing Malaysian jet". Global Times. 16 March 2014. Retrieved 18 March 2014.