ଏନଏଏସ ଶିବପୁର

ଉଇକିପିଡ଼ିଆ‌ରୁ
NAS ଶିବପୁର
IATA: IN-0053ICAO: VODX
ସାରକଥା
ବିମାନ ବନ୍ଦର ପ୍ରକାର Naval Air Station
ପରିଚାଳକ Indian Navy
ଅବସ୍ଥାନ Shibpur, Diglipur, Andaman & Nicobar Islands
ଦିଗବାରେଣି 13°14′0″N 93°3′0″E / 13.23333°N 93.05000°E / 13.23333; 93.05000
ରନବେ
ଦିଗ ଲମ୍ବ ଭୂମି
m ft
1000
[୧][୨]

NAS ଶିବପୁର  (IATA: IN 0053ICAO: VODX)ଭାରତୀୟ ନୌସେନା ବାହିନୀର ଏକ ଏୟାର ଷ୍ଟେସନ । ଏହା ଆଣ୍ଡାମନ ନିକୋବର ଦ୍ୱୀପପୁଞ୍ଜର ଏକ ଗ୍ରାମ ଶିବପୁରଠାରେ ଅବସ୍ଥିତ । ଏହା ଭାରତୀୟ ସାମରିକ ବାହିନୀ ଓ ଆଣ୍ଡାମାନ ନିକୋବର କମାଣ୍ଡର ମିଳିତ ସହଯୋଗରେ ପରିଚାଳିତ । [୩][୪]

ଇତିହାସ [ସମ୍ପାଦନା]

NAS  ଶିବପୁର 2001 ମସିହାରେରେ ଏକ ଅଗ୍ରଣୀ ଅଞ୍ଚଳ ଏୟାର ବେସ ଭାବରେ ଉତ୍ତର ଆଣ୍ଡାମାନ ଅଞ୍ଚଳରେ ସାମରିକ ନିରୀକ୍ଷଣ କାର୍ଯ୍ୟ ନିମନ୍ତେ ପ୍ରତିଷ୍ଠିତ ହେଇଥିଲା । ଏଠାରେ ଭାରତୀୟ ନୌସେନା ବାହିନୀ ଓ ଭାରତୀୟ ତଟ ସୁରକ୍ଷ୍ୟା ବାହିନୀର ଦର୍ନିଆର Do 228 ଶ୍ରେଣୀ ହେଲିକେପ୍ଟର ଓ ଚେତକ ହେଲିକେପ୍ଟର ପାର୍ଟି ସପ୍ତାହରେ ଥରେ ଅବତରଣ କରି ନିରୀକ୍ଷ୍ୟା କାର୍ଯ୍ୟ ସମ୍ପାଦନ କରୁଥିଲା  । ତେବେ 2009 ମସିହାରୁ ସରକାର ଏହାକୁ ଏକ ସମ୍ପୂର୍ଣ୍ଣ ଏୟାର ଷ୍ଟେସନ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାର ରାନୱେକୁ ଶେଠୀ ପାଇଁ 12,000 ଫୁଟ ଦୈର୍ଘ୍ୟ ବିଶିଷ୍ଟ କରାଯାଇଥିଲା ଓ ରାତ୍ର ଅବତ୍ତରଣ ପାଇଁ ବ୍ୟବସ୍ଥା କରାଗଲା ।  .[୫]

ଏଠାରୁ ମଳୟସିଆ ବିମାନ ଦୁର୍ଘଟଣାରେ ହଜି ଯାଇଥିବା ବିମାନକୁ ଖୋଜିବା କାର୍ଯ୍ୟରେ ଦର୍ନିଆର Do228 ହେଲିକେପଟରକୁ ମଧ୍ୟ ମୁତୟନ କରାଯାଇଥିଲା । .[୬]

ଆଧାର [ସମ୍ପାଦନା]

  1. http://airportguide.com/airport/India/Andaman_and_Nicobar_Islands/Madhupur-IN-0053/ Airportguide.com
  2. http://skyvector.com/airport/VODX/Shibpur-Naval-Air-Station-Airport SkyVector Shibpur
  3. Rajat Pandit (2010), Strategically-important A&N Command to get a boost Archived 2013-01-03 at Archive.is.
  4. "Andamans, not just an Indian mainland buffer". Frontier India. 3 August 2012. Retrieved 18 March 2014.
  5. "Tiger Outsmarts Dragon in Andaman Waters". The New Indian Express. 23 March 2014. Archived from the original on 23 March 2014. Retrieved 23 March 2014.
  6. "Indian navy finds no sign of missing Malaysian jet". Global Times. 16 March 2014. Retrieved 18 March 2014.