Jump to content

ତେଜୁ ବିମାନ ବନ୍ଦର

Coordinates: 27°56′30″N 96°08′05″E / 27.9417°N 96.1346°E / 27.9417; 96.1346
ଉଇକିପିଡ଼ିଆ‌ରୁ
୧୪:୨୦, ୧୦ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Tezu Airport") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Tezu Airport
तेजु हवाई अड्डे
IATA: TEIICAO: VETJ
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ଅବସ୍ଥାନ Tezu
ଉଚ୍ଚତା (ସମୁଦ୍ର ଠାରୁ) 600 ft / 183 m
ଦିଗବାରେଣି 27°56′30″N 96°08′05″E / 27.9417°N 96.1346°E / 27.9417; 96.1346
ରନବେ
ଦିଗ ଲମ୍ବ ଭୂମି
ft m
14/22 4,500 1,372 N/A

ତେଜୁ ବିମାନ ବନ୍ଦର  (IATA: TEIICAO: VETJ) ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ର ତେଜୁ ଅଞ୍ଚଳ ରେ ଅବସ୍ଥିତ । 2009-10 ମସିହା ରେ ଏହି ବିମାନ ବନ୍ଦର ର ଉନ୍ନତି ପାଇଁ 790 ମିଲଲିଆନ ଟଙ୍କା ର ଅଟାକଳ ମଞ୍ଜୁର ହେଇଥିଲା । ଏଠି ପାଇଁ ନୂତନ ରାନୱେ , ଟର୍ମିନାଲ ଭାବନା ଓ ଟାୱାର ନିର୍ମାଣ କାର୍ଯ୍ୟ 2014 ସେ ସମାପ୍ତ ହେଇଛି ।ଏଠାରେ ATR72 ଶ୍ରେଣୀ ର ବିମାନ ଅବତରଣ କରି ପାରିବ । ତେବେ ନିୟମିତ ଯାତ୍ରୀ ବିମାନ ସେବା ଆରମ୍ଭ ହେଇ ଏନଏନହିଁ ।  

ଗନ୍ତବ୍ୟସ୍ଥଳୀ 

ଏଠାରୁ ବର୍ତମାନ କୌଣଶୀ ବାଣିଜ୍ୟିକ ସେବା ନାହିଁ । 

ଆଧାର ସମୂହ 

ବାହ୍ୟ ସଂଯୋଗ