ତେଜୁ ବିମାନ ବନ୍ଦର
ଦେଖଣା
| ତେଜୁ ବିମାନ ବନ୍ଦର तेजु हवाई अड्डे | |||
|---|---|---|---|
| IATA: TEI – ICAO: VETJ | |||
| ସାରକଥା | |||
| ବିମାନ ବନ୍ଦର ପ୍ରକାର | Public | ||
| ପରିଚାଳକ | Airports Authority of India | ||
| ଅବସ୍ଥାନ | Tezu | ||
| ଉଚ୍ଚତା (ସମୁଦ୍ର ଠାରୁ) | 600 ft / 183 m | ||
| ଦିଗବାରେଣି | 27°56′30″N 96°08′05″E / 27.9417°N 96.1346°E | ||
| ରନବେ | |||
| ଦିଗ | ଲମ୍ବ | ଭୂମି | |
| ft | m | ||
| 14/22 | 4,500 | 1,372 | N/A |
ତେଜୁ ବିମାନ ବନ୍ଦର (IATA: TEI, ICAO: VETJ) ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ତେଜୁ ଅଞ୍ଚଳରେ ଅବସ୍ଥିତ । 2009-10 ମସିହା[୧]ରେ ଏହି ବିମାନ ବନ୍ଦରର ଉନ୍ନତି ପାଇଁ 790 ମିଲଲିଆନ ଟଙ୍କାର ଅଟାକଳ ମଞ୍ଜୁର ହୋଇଥିଲା । ଏଠି ପାଇଁ ନୂତନ ରାନୱେ , ଟର୍ମିନାଲ ଭାବନା ଓ ଟାୱାର ନିର୍ମାଣ କାର୍ଯ୍ୟ 2014[୨] ସେ ସମାପ୍ତ ହୋଇଛି ।ଏଠାରେ ATR72 ଶ୍ରେଣୀର ବିମାନ ଅବତରଣ କରି ପାରିବ । ତେବେ ନିୟମିତ ଯାତ୍ରୀ ବିମାନ ସେବା ଆରମ୍ଭ ହେଇ ନାହି ।
ଗନ୍ତବ୍ୟସ୍ଥଳୀ
[ସମ୍ପାଦନା]ଏଠାରୁ ବର୍ତ୍ତମାନ କୌଣସି ବାଣିଜ୍ୟିକ ସେବା ନାହିଁ ।
ଆଧାର
[ସମ୍ପାଦନା]- ↑ "Report to the People 2009-10". Press Information Bureau. 2 June 2010. Retrieved 6 January 2014.
- ↑ "Construction work gained momentum for Tezu airport in Arunachal". The Hindu. 3 January 2014. Retrieved 6 January 2014.
ବାହାର ଲିଙ୍କ
[ସମ୍ପାଦନା]- Tezu Airport at AAI Archived 2006-10-13 at the Wayback Machine.