Jump to content

ଆଇଏନେସ ବାଜ

ଉଇକିପିଡ଼ିଆ‌ରୁ
୧୯:୨୭, ୯ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "INS Baaz") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
INS Baaz
Bird's eye view of INS Baaz
IATA: noneICAO: none
ସାରକଥା
ବିମାନ ବନ୍ଦର ପ୍ରକାର Naval Air Station
ପରିଚାଳକ Indian Navy
ଅବସ୍ଥାନ Campbell Bay, Andaman & Nicobar Islands, India
ରନବେ
ଦିଗ ଲମ୍ବ ଭୂମି
m ft
1100 3500 Asphalt

INS ବାଜ,  ଭାରତୀୟ ନୌସେନା ବାହିନୀ ର ଏକ ଏୟାର ଷ୍ଟେସନ । ଏହା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ର କମ୍ପବେଳ ପ୍ରଣାଳୀ ନିକଟ ରେ ରହିଛି । []ଏହା ଭାରତୀୟ ନୌସେନା ର ଦକ୍ଷିଣତମ ଅଞ୍ଚଳ ରେ ରହିଥିବା ବିମାନ କେନ୍ଦ୍ର । [] ଏହା ଆଣ୍ଡାମନ ନିକଟସ୍ଥ ମାଲକ୍କା ପ୍ରଣାଳୀ ଓ ସିକ୍ସ ଡିଗ୍ରୀ ଚାନେଲ ସହ ଇନ୍ଦୋନେଶିୟା ର ସୁମାତ୍ରା ଦ୍ଵିପ ନିକଟ ରେ ରହିଛି ।  []

ଇତିହାସ 

INS ବାଜ 2012 ମସିହାଜୁଲାଇ 31 ତାରିଖ  ରେ ଭାରତୀୟ ନାଭାଲ ଷ୍ଟାଫ ମୁଖ୍ୟ ଅଡମିରାଲ ନିର୍ମଲା କୁମାର ବର୍ମା ଙ୍କ ଦ୍ଵାରା ଉଦଘାତିତ ହେଇଥିଲା । ଏହା ନିକୋବର ଦ୍ଵିପ ରେ ପ୍ରଥମ ଏୟାର ଷ୍ଟେସନ ଓ ଏହା ଗ୍ରେଟ ନିକୋବର ଦ୍ଵିପ ର ଅଭ୍ୟନ୍ତର ଅଞ୍ଚଳ ରେ ସିକ୍ସ ଡିଗ୍ରୀ ଚାନେଲ ନିକଟ ରେ ରହିଛି । ଏହା ସ୍ଥାପନ ହେଲା ପରେ ସାମୁଦ୍ରିକ ନିରୀକ୍ଷଣ ଓ ସାଧାରଣ ପ୍ରଶାସନିକ କାର୍ଯ୍ୟ ରେ ବହୁତ ଉନ୍ନତିଆସି ପାରିଛି ଓ ପୂର୍ବତଟ ଅଞ୍ଚଳ ରେ ଭାରତୀୟ ନୌସେନା ର ଶକ୍ତି ବୃଦ୍ଧି ଘଟିଛି । []

ପ୍ରଥମ ସ୍ତର  ରେ ଏଠାରେ ଦର୍ନିଆର ଶ୍ରେଣୀ ର ବିମାନ ସହ C -130ଜେ ଶ୍ରେଣୀ ର ବିମାନ ଚାଲିବା ସହ ରାନୱେ ର ଆଧୂନିକୀକରଣ ପରେ ଅନ୍ୟ ବିମାନ ଚଳାଚଳ ସମ୍ଭବ ହେବ । []

ଆଧୂନିକୀକରଣ

ଏହି ବିମାନ ବନ୍ଦର ର ଆଧୂନିକୀକରଣ ପାଇଁ ଯୋଜନା ରହିଛି । ଏହାର ରାନୱେ କୁ 6,000 ଫୁଟ କୁ 2016 ମସିହା ରେ ଅପରବର୍ତୀ ପର୍ଯ୍ୟାୟ ରେ 10,000 ଫୁଟ କୁ ବୃଦ୍ଧି କରାଯିବ । ଏହା ହେଲେ ଭାରତୀୟ ନୌସେନା ବର୍ତମାନ ବୋଇଙ୍ଗ P8i ଆକାଶ ରୁ ନିରୀକ୍ଷଣ କରିପାରୁଥିବା ଓ ସବ ମାରାଇନ ସକ୍ଷମ ବିମାନ ବ୍ୟବହାର କରିପାରିବ ।[]

ବିମାନ ସେବା ଓ ଗନ୍ତବ୍ୟ ସ୍ଥଳ 

ବିମାନ ସେବା ଗନ୍ତବ୍ୟ 
Indian Air Force Car Nicobar, Port Blair[]

ଆଧାର ସମୂହ 

  1. "Naval air station opened in Campbell Bay". The Hindu. 2012-07-31.
  2. "INS Baaz to keep hawk eye on threats in Indian Ocean Region". The Times of India. 2012-08-01.
  3. ୩.୦ ୩.୧ ୩.୨ "INS 'Baaz' – Commissioned by Admiral Nirmal Verma as First Naval Air Station in Nicobar Group of Islands". Press Information Bureau, Government of India. 2012-07-31.
  4. {{cite web}}: Empty citation (help)
  5. | Air Force Started Flights Between Inter Islands

ବାହ୍ୟ ସଂଯୋଗ