ଆଇଏନେସ ବାଜ

ଉଇକିପିଡ଼ିଆ‌ରୁ
INS ବାଜ
Bird's eye view of INS Baaz
IATA: noneICAO: none
ସାରକଥା
ବିମାନ ବନ୍ଦର ପ୍ରକାର Naval Air Station
ପରିଚାଳକ Indian Navy
ଅବସ୍ଥାନ Campbell Bay, Andaman & Nicobar Islands, India
ରନବେ
ଦିଗ ଲମ୍ବ ଭୂମି
m ft
1100 3500 Asphalt

INS ବାଜ,  ଭାରତୀୟ ନୌସେନା ବାହିନୀର ଏକ ଏୟାର ଷ୍ଟେସନ । ଏହା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କମ୍ପବେଳ ପ୍ରଣାଳୀ ନିକଟରେ ରହିଛି । [୧]ଏହା ଭାରତୀୟ ନୌସେନାର ଦକ୍ଷିଣତମ ଅଞ୍ଚଳରେ ରହିଥିବା ବିମାନ କେନ୍ଦ୍ର । [୨] ଏହା ଆଣ୍ଡାମନ ନିକଟସ୍ଥ ମାଲକ୍କା ପ୍ରଣାଳୀ ଓ ସିକ୍ସ ଡିଗ୍ରୀ ଚ୍ୟାନେଲ ସହ ଇନ୍ଦୋନେଶିୟାର ସୁମାତ୍ରା ଦ୍ୱିପ ନିକଟରେ ରହିଛି ।  [୩]

ଇତିହାସ [ସମ୍ପାଦନା]

INS ବାଜ 2012 ମସିହାଜୁଲାଇ 31 ତାରିଖ  ରେ ଭାରତୀୟ ନାଭାଲ ଷ୍ଟାଫ ମୁଖ୍ୟ ଅଡମିରାଲ ନିର୍ମଲା କୁମାର ବର୍ମାଙ୍କଦ୍ୱାରା ଉଦଘାତିତ ହେଇଥିଲା । ଏହା ନିକୋବର ଦ୍ୱିପରେ ପ୍ରଥମ ଏୟାର ଷ୍ଟେସନ ଓ ଏହା ଗ୍ରେଟ ନିକୋବର ଦ୍ୱିପର ଅଭ୍ୟନ୍ତର ଅଞ୍ଚଳରେ ସିକ୍ସ ଡିଗ୍ରୀ ଚ୍ୟାନେଲ ନିକଟରେ ରହିଛି । ଏହା ସ୍ଥାପନ ହେଲା ପରେ ସାମୁଦ୍ରିକ ନିରୀକ୍ଷଣ ଓ ସାଧାରଣ ପ୍ରଶାସନିକ କାର୍ଯ୍ୟରେ ବହୁତ ଉନ୍ନତିଆସି ପାରିଛି ଓ ପୂର୍ବତଟ ଅଞ୍ଚଳରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ଘଟିଛି । [୩]

ପ୍ରଥମ ସ୍ତର  ରେ ଏଠାରେ ଦର୍ନିଆର ଶ୍ରେଣୀର ବିମାନ ସହ C -130ଜେ ଶ୍ରେଣୀର ବିମାନ ଚାଲିବା ସହ ରାନୱେର ଆଧୂନିକୀକରଣ ପରେ ଅନ୍ୟ ବିମାନ ଚଳାଚଳ ସମ୍ଭବ ହେବ । [୩]

ଆଧୂନିକୀକରଣ[ସମ୍ପାଦନା]

ଏହି ବିମାନ ବନ୍ଦରର ଆଧୂନିକୀକରଣ ପାଇଁ ଯୋଜନା ରହିଛି । ଏହାର ରାନୱେକୁ 6,000 ଫୁଟକୁ 2016 ମସିହାରେ ଅପରବର୍ତୀ ପର୍ଯ୍ୟାୟରେ 10,000 ଫୁଟକୁ ବୃଦ୍ଧି କରାଯିବ । ଏହା ହେଲେ ଭାରତୀୟ ନୌସେନା ବର୍ତ୍ତମାନ ବୋଇଙ୍ଗ P8i ଆକାଶରୁ ନିରୀକ୍ଷଣ କରିପାରୁଥିବା ଓ ସବ ମାରାଇନ ସକ୍ଷମ ବିମାନ ବ୍ୟବହାର କରିପାରିବ ।[୪]

ବିମାନ ସେବା ଓ ଗନ୍ତବ୍ୟ ସ୍ଥଳ [ସମ୍ପାଦନା]

ବିମାନ ସେବା ଗନ୍ତବ୍ୟ 
Indian Air Force Car Nicobar, Port Blair[୫]

ଆଧାର [ସମ୍ପାଦନା]

  1. "Naval air station opened in Campbell Bay". The Hindu. 2012-07-31.
  2. "INS Baaz to keep hawk eye on threats in Indian Ocean Region". The Times of India. 2012-08-01. Archived from the original on 2013-01-26. Retrieved 2016-12-09.
  3. ୩.୦ ୩.୧ ୩.୨ "INS 'Baaz' – Commissioned by Admiral Nirmal Verma as First Naval Air Station in Nicobar Group of Islands". Press Information Bureau, Government of India. 2012-07-31.
  4. "Insight - From remote outpost, India looks to check China's Indian Ocean thrust". Reuters India. Retrieved 2016-01-01.
  5. | Air Force Started Flights Between Inter Islands

ବାହାର ଲିଙ୍କ [ସମ୍ପାଦନା]