ପର୍ଗତ ସିଂହ
ବ୍ୟକ୍ତିଗତ ତଥ୍ୟ | |
---|---|
ଜନ୍ମ | Mithapur, Jalandhar Punjab, India | ୫ ମାର୍ଚ୍ଚ ୧୯୬୫
ଉଚ୍ଚତା | 180 cm (5 ft 11 in) |
ପର୍ଗତ ସିଂହ (ଜନ୍ମ ମାର୍ଚ 5 , 1965 )ଜଣେ ପୂର୍ବତନ ଭାରତୀୟ ଜାତୀୟ ହକି ଖେଳାଳି ଓ ରାଜନେତା । ସେ ଭାରତୀୟ ଦଳ ରେ ଫୁଲ ବେକ ଭାବରେ ବିଶ୍ଵ ର ଜେନ ଶ୍ରେଷ୍ଠ ରକ୍ଷ୍ୟଣଭାଗ ଖେଳାଇ ଭାବରେ ଖେଳୁଥିଲେ । ସେ 1992 ବାର୍ଷିଲୋନା ଓ 1996 ଅଟାଳନ୍ଟା ଅଲିମ୍ପିକ ରେ ଭାରତୀୟ ଦଳ ର ଅଧିନାଯକ ଭାବରେ ଖେଳିଥିଲେ । ଅବସର ପରେ ସେ ପଞ୍ଜାବ ପୋଲିସ ରେ SP ଭାବରେ କାର୍ଯ୍ୟ କରୁଥିଲେ ଓ ପରେ ଇସ୍ତଫା ଦେଇ ରାଜନୀତି ରେ ପ୍ରବେଶ କରିଥିଲେ .
ଚମ୍ପିୟାନ ଟ୍ରଫି
1985 ରେ ପର୍ଥ ପ୍ରଦର୍ଶନ
1985 ମସିହା ରେ ପର୍ଥ ଠାରେ ଚମ୍ପିୟାନ ଟ୍ରଫି ରେ ଭାରତ ବନାମ ଜର୍ମାନୀ ମେଚ ରେ .ଭାରତ 1-5 ଗୋଲ ରେ ପଛୁଆ ଥିଲା ବେଳେ ପର୍ଗତ ଚମତ୍କାର ଖେଳ ପ୍ରଦର୍ଶନ କରି ଏକାକୀ 4 ଟି ଗୋଲ ଦେବା ଫଳ ରେ ମେଚ ଡ୍ର ରହିଥିଲା ଓ ପର୍ଗତ ସମସ୍ତ ଭାରତୀୟ ଙ୍କ ପ୍ରିୟ ଭାଜନ ହେଇଥିଲେ । [୧]
1986ର କରାଚି ପ୍ରଦର୍ଶନ
ପର ବର୍ଷ କରାଚି ରେ ହେଇଥିବା ଟୁର୍ନାମେଣ୍ଟ ରେ ସେ ହଲାଣ୍ଡ ସହ ମେଚ ରେ ପୁଣି ସେହି ପ୍ରକାର ପ୍ରଦର୍ଶନ ଦେଇ ଭାରତ କୁ 3-2 ଗୋଲ ରେ ବିଜୟୀ କରିଥିଲେ ।
ରାଜନୈତିକ ଜୀବନୀ
।ଶିରୋମଣି ଅକାଳୀ ଦଳ ତରଫ ରୁ ପ୍ରାର୍ଥୀ ହେଇ ସେ ପଞ୍ଜାବ ର ଜଲନ୍ଧର କାଣ୍ଟନମେଣ୍ଟ ବିଧାନସଭା ମଣ୍ଡଳୀ ରୁ କଂଗ୍ରେସ ପ୍ରାର୍ଥୀ ଜଗବିର ସିଂହ ।ଙ୍କୁ ପରାସ୍ତ କରି ବିଜୟୀ ହେଇଥିଲେ . .[୨]
ତେବେ ସେ ଦଳ ପକ୍ଷୀ ରୁ 2016 ଜୁଲାଇ ରେ ନିଲମ୍ବିତ ହେଇଥିଲେ .[୩]
ସେ କ୍ରିକେଟ ଖେଳାଳି ନବଜୋତ ସିଂହ ସିଧୁଙ୍କ ସହ ମିଶି ଏକ ଆଞ୍ଚଳିକ ଦଳ ଗଠନ କରିଛନ୍ତି .[୪]
ସତଲେଜ - ଯମୁନା ସଂଯୋଗ ନେଇ ହେଇଥିବା ବିବାଦ ରେ ସୁପ୍ରିମ କୋର୍ଟ ଦେଇଥିବା ନିସ୍ପତି କୁ ବିରୋଧ କରି 42 ଜଣ ବିଧାୟକ ଇସ୍ତଫା ଦେଇଥିବା ମଧ୍ୟ ରୁ ସେ ଅନ୍ୟତମ । .[୫]
ସମ୍ମାନ
ସୁରଜିତ ସିଂହ ସ୍ମାରକୀ ହକି ତୁର୍ନାମେଣ୍ଟ ରେ ସେ ଉପସଭାପତି ରହିଥିଲେ . [୬]
ପୁରସ୍କାର ସମୂହ
S.No. | Awards | Year |
---|---|---|
1 | Padma Shree[୭] | 1998 |
2 | Arjuna Award | 1989 |
ଆଧାର ସମୂହ
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ http://indianexpress.com/article/india/india-news-india/syl-verdict-42-punjab-congress-mlas-submit-resignation-4369724/
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help)