ହରମିକ ସିଂହ
ଦେଖଣା
Medal record | ||
---|---|---|
Men's field hockey | ||
Competitor for ଭାରତ | ||
Olympic Games | ||
Bronze | 1968 Mexico | Team competition |
Bronze | 1972 Munich | Team competition |
Asian Games | ||
Gold | 1966 Bangkok | Team competition |
Silver | 1970 Bangkok | Team competition |
Silver | 1974 Tehran | Team competition |
ହରମିକ ସିଂହ (ଜନ୍ମ 10 , ଜାନୁଆରୀ , 1947 ) ଜଣେ ପୂର୍ବତନ ଭାରତୀୟ ଜାତୀୟ ହକି ଖେଳାଳି । ତାଙ୍କର ଜନ୍ମ ପଞ୍ଜାବ ର ଗୁଜୁରାନବାଲା ଠାରେ ହେଇଥିଲା । ସେ 1968 ଓ 1972 ଅଲିମ୍ପିକ ସହ ଭାରତ ପାଇଁ ଅନେକ ଟୁର୍ନାମେଣ୍ଟ ଓ ସିରିଜ ଖେଳିଥିଲେ ଓ ଭାରତୀୟ ଜାତୀୟ ଦଳ ର ଅଧିନାଯକ ମଧ୍ୟ ହେଇଥିଲେ । ତାଙ୍କୁ କ୍ରିଡା ପାଇଁ ଥିବା ସର୍ବୋଛ ସମ୍ମାନ ଅର୍ଜୁନ ପୁରସ୍କାର ଦିଆ ଯାଇଥିଲା ।
ପ୍ରାକ୍ତନ ଭାରତୀୟ ଖେଳାଳି ଅଜିତ ସିଂହ ତାଙ୍କର ଜେଷ୍ଠ ଭ୍ରାତା ଥିଲେ ଓ ପରେ ଭାରତ ପାଇଁ ଖେଳିଥିବା ଗଗନ ଅଜିତ ସିଂହ ତାଙ୍କର ପୁତୁରା ଥିଲେ ।
ଆଧାର
- "ହରମିକ ସିଂହ". Olympics at Sports-Reference.com. Sports Reference LLC.
- [୧]