Jump to content

ଧୂନ୍ଧର

ଉଇକିପିଡ଼ିଆ‌ରୁ
୧୨:୪୪, ୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Dhundhar") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Historical Region of North India

Dhundhar

Hawa Mahal

Location Rajasthan
19th-century flag
State established: 10th century
Language Dhundari
Dynasties Chanda Meenas (till the 10th century)

Kachwahas (967-1949)

Historical capitals Dausa, Amer, JaipurTonk
Separated states Bharatpur, Alwar, Karauli

ଧୂନ୍ଧର , ଜଯପୁର ଅଞ୍ଚଳ ମଧ୍ୟ କୁହାଯାଏ ,ଭାରତୀୟ ରାଜ୍ୟ ରାଜସ୍ଥାନ ର ଏକ ଏଇତିହାସିକ ଅଞ୍ଚଳ । ଏହା ଜଯପୁର ଜିଲ୍ଲା ଦୌସା , ସୱାଇ ମାଧୋପୁର,ଟୋଙ୍କ ଓ କରୌଲି ଜିଲ୍ଲା ର ଉରରରାଞ୍ଚଳ କୁ କୁହା ଯାଏ । 

ଏହି ଅଞ୍ଚଳ ରାଜସ୍ଥାନ ର ପୂର୍ବ-କେନ୍ଦ୍ର ରେ ରହିଛି ଓ ଉତ୍ତର ପଶ୍ଚିମ ଦିଗ ରେ ଅରାବଳି ପର୍ବତ ମାଳ , ପଶ୍ଚିମ ରେ ଆଜମେର, ଦକ୍ଷିଣ ପଶ୍ଚିମ ରେ ମେବାର , ଦକ୍ଷିଣ ରେ ହତୋଡି ଓ ପୂର୍ବ ରେ ଅଲୱାର , ଭରତପୁର , ଓ କରୌଲି ଜିଲ୍ଲାରହିଛି । 

ଭୌଗୋଳିକ ସ୍ଥିତି 

1900 ମସିହା ରେ ଜଯପୁର ରାଜା ଙ୍କ ସମୟ  ରେ ଏହି ଅଞ୍ଚଳ ର ସମୁଦାଯ ଆୟତନ 15,579 ( 40,349 ବର୍ଗ କିଲୋମିଟର ) ବର୍ଗ ମାଇଲ ଥିଲା 

Dhundhar region includes areas near Jaipur.

ଦକ୍ଷିଣ କେନ୍ଦ୍ର ଅଞ୍ଚଳ ବନାଶ ନଦୀ ର ବେସିନ ଅଞ୍ଚଳ ଓ ଧୁନ୍ଦ ନଦୀ ଅଞ୍ଚଳ ଥିଲା । ଉତ୍ତରାଞ୍ଚଳ ରେ ବନଗଙ୍ଗା ରହିଛି । 

ଇତିହାସ 

ପ୍ରାଚୀନ କଳା ରେ ଜଯପୁର ରାଜ୍ୟ ଅମ୍ବର ବାଆ ଧୂନ୍ଧର ନାମ ରେ ପରିଚିତ ଥାଇ ମିନା ବଂଶ ଦ୍ଵାରା ଶାସିତ ହଉଥିଲା ।[]

ସଂସ୍କୃତି 

ଏଠାରେ ପ୍ରାଚୀନ କାଳ ରେ ଜୈନ ଧର୍ମ ର ବିଶେଷ ପ୍ରସାର ହେଇଥିଲା । ଏଠାରେ ଅଦ୍ୟାବଧି 17 ଶ ଶତାବ୍ଦୀ ରେ ବ୍ୟାପକ ହେଇଥିବା ଜୈନ ସ୍ମୃତି ସବୁ ରହିଛି । 

ଆଧାର ସମୂହ 

  1. Rann Singh Mann, K. Mann (1989). Tribal Cultures and Change. Mittal Publications. p. 17.