Jump to content

ଡିଜିଟାଲ କାମେରା

ଉଇକିପିଡ଼ିଆ‌ରୁ
୦୮:୧୩, ୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Digital zoom") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Zooming
Digital zoom was used to make the middle photo from the top photo, image quality is lost, while the lens was zoomed-in optically for the bottom photo, no quality is lost. Typically, the digital zoom would not be available until after the optical zoom had been exhausted.

ଡିଜିଟାଲ ଜୁମ ଏକ ପ୍ରଣାଳୀ ଯାହା ଦ୍ଵାରା ଡିଜିଟାଲ ଫୋଟୋ ଉତ୍ତୋଳନ ବା ଭିଡିଓ ର ଦୃଷ୍ଟିଗତ କୋଣ କୁ ପରିବର୍ତନ କରାଯାଇଥାଏ । ଏହା ଦ୍ଵାରା ଛବି ର ଆକାର କୁ ଛେଦନ ପୂର୍ବକ ସାନ କେନ୍ଦ୍ରିକ ଅଞ୍ଚଳ କୁ ମୂଳ ଛବି ଆକାର ପ୍ରଦାନ କରାଯାଇଥାଏ । ଏହା ଏଲେକ୍ଟ୍ରୋନିକ ମାଧ୍ୟମ ରେ ହଉଥିବାରୁ ଏଥିରେ ଦୃଷ୍ଟିଗତ ଘନତ୍ଵ ରେ ବୃଦ୍ଧହୀ ହେଇ ନ ଥାଏ । .[]

ଛବି ର ଗୁଣବତ୍ତା କୁ ତୁଳନା କରାଗଲା ବେଳକୁ ଡିଜିଟାଲ ଜୁମ ମାଧ୍ୟମ ରେ ବଡ କରାଯାଇଥିବା ଛବି , ସାଧାରଣ ଛବି କୁ ପରେ ପ୍ରକ୍ରିୟାକରଣ ଦ୍ଵାରା ବଡ କରାଯାଇଥିବା ଛବି ଅପେକ୍ଷ୍ୟା ଉନ୍ନତତର ଗୁଣବତ୍ତା ର ହେଇଥାଏ । କେତେ ପ୍ରକାର କାମେର ଦ୍ଵାରା JPEG ଫର୍ମାଟ ରେ ଛବି କୁ ସଙ୍କୁଚିତ କରାଯାଇପାରୁଥିବା ବେଳେ ଆଉ କେତେକ କାମେରା ରେ ଛବି କୁ ଅବିକ୍ଷତ ଭାବରେ ମୂଳ ରୂପ ରେ ସଂରକ୍ଷିତ କରାଯାଇଥାଏ । ତେବେ ପରେ ପ୍ରକ୍ରିୟାକରଣ ସମୟ ରେ ଛବି କୁ ବଡ ଆକାର କଳା ବେଳେ ଡିଜିଟାଲ ଜୁମ ରେ ଉଠାଯାଇଥିବା ଛବି ବେସୀ ଉନ୍ନତ ମାନ ର ହେଇଥାଏ , କାରଣ କାମେର ଛବି ଉତ୍ତୋଳନ ବେଳେ ଏହାର ଟିକିନିଖି ବିବରଣୀ କୁ intarpolation ଦ୍ଵାରା ସଞ୍ଚୟ କରିଥାଏ । 


ଆଧୁନିକ କାମେରା ଫୋନ ରେ କେବଳ ଡିଜିଟାଲ ଜୁମ ବ୍ୟବହାର ହେଇଥାଏ , ଏଥିରେ ଅପଟିକାଳ ଜୁମ ର ବ୍ୟବସ୍ଥା ନ ଥାଏ । ଏଣୁ ଫୋନ ରେ ଉଠାଯାଇଥିବା ଛବି ବୃହତ ଆକାର କଲାବେଳେ ତାହାର ଗୁଣ ଭଲ ଆସିନଥାଏ । 

ଡିଜିଟାଲ ଓ ଅପଟିକାଳ ଜୁମ ର ମିଶ୍ରଣ ରେ ଅବିଛିନ୍ନ ଛବି ର ସୀମା 

କାମେରା ରେ ପ୍ରଥମେ ଅପଟିକାଳ ଜୁମ କୁ ସର୍ବାଧିକ ସ୍ତର ଭିତରେ ରାଖୀ ତାହା ପରେ ଡିଜିଟାକ ଜୁମ ବ୍ୟବହାର କଲେ ଚିତ୍ର ବା ଭିଡିଓ ଚିତ୍ର ରଗୁଣବତ୍ତା ଉତ୍ତମ ରହିଥାଏ । ଡିଜିଟାଲ ଜୁମ ଅନେକ କ୍ଷେତ୍ର ରେ କେବଳ ଭିଡିଓ ପାଇଁ ବ୍ୟବହାର ହୁଏ । କେତେକ ଆଧୁନିକ କାମେରା ରେ ଅବିଚ୍ଛିନ୍ନ ଛବି ଦେବାର ମୋଡ ରହିଥାଏ ବା ଛବି ସଠିକ ରହିବାର ସୂଚକ ରହିଥାଏ । [][]

ନିମ୍ମ ରେ କେତେକ ଅବିଚ୍ଛିନ୍ନ ଛବି ଦେବାର ସୀମା ଦିଆଯାଇଛି । କେତେକ କାମେରା ରେ ଅପଟିକାଳ ଜୁମ 24X ଯାଏ ଓ ଡିଜିଟାଲ ଜୁମ 4X ଯାଏ ସ୍ବଚ୍ଛ ଛବି ଦେଇପାରିଥାଏ ।  

Image Size Maximum Zoom Factor Undeteriorated zoom limit Magnification of digital zoom
16MP 96.0x 24.0x 1.0x
10MP 121.2x 30.2x 1.3x
7MP(*) 1.5x
5MP 172.8x 43.2x 1.8x
3MP 215.5x 54.0x 2.25x
2MP(*) 2.8x
VGA 382.6x 172.8x 7.2x

ଫୋଟୋ ଉତ୍ତୋଳନ ପାଇଁ ଡିଜିଟାଲ କାମେରା ରେ 10 ମେଗା ପିକ୍ସେଲ ପାଇଁ 1.3x ଜୁମ ନିଆ ଯାଇପାରେ , ତେବେ ଭିଜିଏ ମୋଡ ରେ ଛବି ସର୍ବଦା ଭଲ ଆସିଥାଏ । 16 ମେଗା ପିକ୍ସେଲ କାମେରା ରେ 7.2X ଜୁମ ପାଇଁ ବ୍ୟବସ୍ଥା ଥାଏ । []

ବିଡିଓ କ୍ଷେତ୍ର ରେ 382.6x ଜୁମ ବିଚ୍ଛିନ୍ନ ଛବି ପାଇଁ ନିଆଯାଇପାରେ ଓ ଅବିଚ୍ଛିନ୍ନ ଛବି ପାଇଁ 172.8x ଜୁମ ନିଆଯାଏ । ତେବେ ଭିଡିଓ କ୍ରମାନୁଗତିକ ଭାବେ ଚିତ୍ର ନାଉଥିବାରୁ ଏଥିରେ ବିଶେଷ ଫରକ ଆସି ନ ଥାଏ ।  []

Handheld. Zoom 10x, Optical zoom 10x, 2MP from 16MP maximum, ISO800, 1/420, F14.0, image is clear
Handheld. Zoom 28x, Optical zoom 10x and Digital zoom 2.8x, 2MP from 16MP maximum, ISO800, 1/420, F14.0, initial of deteriorated digital zoom, image is still clear
Handheld. Zoom 40x, Optical zoom 10x and Digital zoom 4.0x, 2MP from 16MP maximum, ISO800, 1/500, F14.0, image is still clear with some noise. Magnification in deteriorated digital zoom zone is 40x:28=1.4x
Handheld. Zoom 72x, Optical zoom 10x and Digital zoom 7.2x, 2MP from 16MP maximum, ISO800, 1/640, F14.0, more noise, but the detail is still clear. Magnification in deteriorated digital zoom zone is 72x:28=2.6x
Handheld. Zoom 72x, Optical zoom 10x and Digital zoom 7.2x, taken in full resolution 16MP, but resize to 2MP for uploading, ISO800, 1/680, F14.0, more noise, but the detail is more clear. Magnification in deteriorated digital zoom zone is 72x:10=7.2x, the bigger the number, the worse the image

ବର୍ତମାନ ଅନେକ କାମେରା ରେ ଇ-ଜୁମ ( inteligent zoom) ବ୍ୟବସ୍ଥା ସହ ଆସୁଛି । ତାହା ଆପେ ଆପେ ଅପଟିକାଳ ଜୁମ କୁ 2x କୁ ବୃଦ୍ଧହୀ କରିଥାଏ । ଇ ଜୁମ କେବଳ ଲେନ୍ସ ର କେନ୍ଦ୍ରୀୟ ଅଂଶ କୁ ବ୍ୟବହାର କରିଥାଏ । ଫଳତଃ ଏଥିରେ ଛବି ର ଗୁଣବତ୍ତା ଠିକ ରହେ କିନ୍ତୁ ରିଜୋଲୁସନ କମ ରହେ । ଏହାକୁ ନିର୍ମାତା ମାନେ ସ୍ମାର୍ଟ ଜୁମ , ସେଫ ଜୁମ , ଇଣ୍ଟେଲିଜେଣ୍ଟ ଜୁମ []ଆଦି ନାମ ଦେଇଥାନ୍ତି । ଡିଜିଟାଲ ଜୁମ 7.2x ଥିବା ସ୍ମାର୍ଟ ଜୁମ କାମେରା 30x ସମୁଦାଯ ଜୁମ ଦେଇପାରିଥାଏ । []


ପୁନଶ୍ଚ ଦେଖଣା 

  • Image scaling
  • Teleside converter - a secondary lens made for fixed lenses that increases the focal length, uses as a filter
  • Zoom lens

ଆଧାର ସମୂହ 

  1. "Zoom Digital". Retrieved September 29, 2016.
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. {{cite web}}: Empty citation (help)
  7. {{cite web}}: Empty citation (help)