ଡିଜିଟାଲ କାମେରା

ଉଇକିପିଡ଼ିଆ‌ରୁ
Zooming
Digital zoom was used to make the middle photo from the top photo, image quality is lost, while the lens was zoomed-in optically for the bottom photo, no quality is lost. Typically, the digital zoom would not be available until after the optical zoom had been exhausted.

ଡିଜିଟାଲ ଜୁମ ଏକ ପ୍ରଣାଳୀ ଯାହାଦ୍ୱାରା ଡିଜିଟାଲ ଫଟୋ ଉତ୍ତୋଳନ ବା ଭିଡିଓର ଦୃଷ୍ଟିଗତ କୋଣକୁ ପରିବର୍ତନ କରାଯାଇଥାଏ । ଏହାଦ୍ୱାରା ଛବିର ଆକାରକୁ ଛେଦନ ପୂର୍ବକ ସାନ କେନ୍ଦ୍ରିକ ଅଞ୍ଚଳକୁ ମୂଳ ଛବି ଆକାର ପ୍ରଦାନ କରାଯାଇଥାଏ । ଏହା ଏଲେକ୍ଟ୍ରୋନିକ ମାଧ୍ୟମରେ ହଉଥିବାରୁ ଏଥିରେ ଦୃଷ୍ଟିଗତ ଘନତ୍ୱରେ ବୃଦ୍ଧହୀ ହେଇ ନ ଥାଏ । .[୧]

ଛବିର ଗୁଣବତ୍ତାକୁ ତୁଳନା କରାଗଲା ବେଳକୁ ଡିଜିଟାଲ ଜୁମ ମାଧ୍ୟମରେ ବଡ କରାଯାଇଥିବା ଛବି , ସାଧାରଣ ଛବିକୁ ପରେ ପ୍ରକ୍ରିୟାକରଣଦ୍ୱାରା ବଡ କରାଯାଇଥିବା ଛବି ଅପେକ୍ଷ୍ୟା ଉନ୍ନତତର ଗୁଣବତ୍ତାର ହେଇଥାଏ । କେତେ ପ୍ରକାର କାମେରଦ୍ୱାରା JPEG ଫର୍ମାଟରେ ଛବିକୁ ସଙ୍କୁଚିତ କରାଯାଇପାରୁଥିବା ବେଳେ ଆଉ କେତେକ କାମେରାରେ ଛବିକୁ ଅବିକ୍ଷତ ଭାବରେ ମୂଳ ରୂପରେ ସଂରକ୍ଷିତ କରାଯାଇଥାଏ । ତେବେ ପରେ ପ୍ରକ୍ରିୟାକରଣ ସମୟରେ ଛବିକୁ ବଡ ଆକାର କଳା ବେଳେ ଡିଜିଟାଲ ଜୁମରେ ଉଠାଯାଇଥିବା ଛବି ବେସୀ ଉନ୍ନତ ମାନର ହେଇଥାଏ , କାରଣ କାମେର ଛବି ଉତ୍ତୋଳନ ବେଳେ ଏହାର ଟିକିନିଖି ବିବରଣୀକୁ intarpolationଦ୍ୱାରା ସଞ୍ଚୟ କରିଥାଏ । 


ଆଧୁନିକ କାମେରା ଫୋନରେ କେବଳ ଡିଜିଟାଲ ଜୁମ ବ୍ୟବହାର ହେଇଥାଏ , ଏଥିରେ ଅପଟିକାଳ ଜୁମର ବ୍ୟବସ୍ଥା ନ ଥାଏ । ଏଣୁ ଫୋନରେ ଉଠାଯାଇଥିବା ଛବି ବୃହତ ଆକାର କଲାବେଳେ ତାହାର ଗୁଣ ଭଲ ଆସିନଥାଏ । 

ଡିଜିଟାଲ ଓ ଅପଟିକଳ ଜୁମର ମିଶ୍ରଣରେ ଅବିଛିନ୍ନ ଛବିର ସୀମା [ସମ୍ପାଦନା]

କାମେରାରେ ପ୍ରଥମେ ଅପଟିକାଳ ଜୁମକୁ ସର୍ବାଧିକ ସ୍ତର ଭିତରେ ରାଖୀ ତାହା ପରେ ଡିଜିଟାକ ଜୁମ ବ୍ୟବହାର କଲେ ଚିତ୍ର ବା ଭିଡିଓ ଚିତ୍ର ରଗୁଣବତ୍ତା ଉତ୍ତମ ରହିଥାଏ । ଡିଜିଟାଲ ଜୁମ ଅନେକ କ୍ଷେତ୍ରରେ କେବଳ ଭିଡିଓ ପାଇଁ ବ୍ୟବହାର ହୁଏ । କେତେକ ଆଧୁନିକ କାମେରାରେ ଅବିଚ୍ଛିନ୍ନ ଛବି ଦେବାର ମୋଡ ରହିଥାଏ ବା ଛବି ସଠିକ ରହିବାର ସୂଚକ ରହିଥାଏ ।.[୨][୩]

ନିମ୍ମରେ କେତେକ ଅବିଚ୍ଛିନ୍ନ ଛବି ଦେବାର ସୀମା ଦିଆଯାଇଛି । କେତେକ କାମେରାରେ ଅପଟିକଳ ଜୁମ 24X ଯାଏ ଓ ଡିଜିଟାଲ ଜୁମ 4X ଯାଏ ସ୍ୱଚ୍ଛ ଛବି ଦେଇପାରିଥାଏ ।  

Image Size Maximum Zoom Factor Undeteriorated zoom limit Magnification of digital zoom
16MP 96.0x 24.0x 1.0x
10MP 121.2x 30.2x 1.3x
7MP(*) 1.5x
5MP 172.8x 43.2x 1.8x
3MP 215.5x 54.0x 2.25x
2MP(*) 2.8x
VGA 382.6x 172.8x 7.2x

ଫୋଟୋ ଉତ୍ତୋଳନ ପାଇଁ ଡିଜିଟାଲ କାମେରାରେ 10 ମେଗା ପିକ୍ସେଲ ପାଇଁ 1.3x ଜୁମ ନିଆ ଯାଇପାରେ , ତେବେ ଭିଜିଏ ମୋଡରେ ଛବି ସର୍ବଦା ଭଲ ଆସିଥାଏ । 16 ମେଗା ପିକ୍ସେଲ କାମେରାରେ 7.2X ଜୁମ ପାଇଁ ବ୍ୟବସ୍ଥା ଥାଏ । [୪]

ବିଡିଓ କ୍ଷେତ୍ରରେ 382.6x ଜୁମ ବିଚ୍ଛିନ୍ନ ଛବି ପାଇଁ ନିଆଯାଇପାରେ ଓ ଅବିଚ୍ଛିନ୍ନ ଛବି ପାଇଁ 172.8x ଜୁମ ନିଆଯାଏ । ତେବେ ଭିଡିଓ କ୍ରମାନୁଗତିକ ଭାବେ ଚିତ୍ର ନଉଥିବାରୁ ଏଥିରେ ବିଶେଷ ଫରକ ଆସି ନ ଥାଏ ।  [୫]

Handheld. Zoom 10x, Optical zoom 10x, 2MP from 16MP maximum, ISO800, 1/420, F14.0, image is clear
Handheld. Zoom 28x, Optical zoom 10x and Digital zoom 2.8x, 2MP from 16MP maximum, ISO800, 1/420, F14.0, initial of deteriorated digital zoom, image is still clear
Handheld. Zoom 40x, Optical zoom 10x and Digital zoom 4.0x, 2MP from 16MP maximum, ISO800, 1/500, F14.0, image is still clear with some noise. Magnification in deteriorated digital zoom zone is 40x:28=1.4x
Handheld. Zoom 72x, Optical zoom 10x and Digital zoom 7.2x, 2MP from 16MP maximum, ISO800, 1/640, F14.0, more noise, but the detail is still clear. Magnification in deteriorated digital zoom zone is 72x:28=2.6x
Handheld. Zoom 72x, Optical zoom 10x and Digital zoom 7.2x, taken in full resolution 16MP, but resize to 2MP for uploading, ISO800, 1/680, F14.0, more noise, but the detail is more clear. Magnification in deteriorated digital zoom zone is 72x:10=7.2x, the bigger the number, the worse the image

ବର୍ତ୍ତମାନ ଅନେକ କାମେରାରେ ଇ-ଜୁମ ( inteligent zoom) ବ୍ୟବସ୍ଥା ସହ ଆସୁଛି । ତାହା ଆପେ ଆପେ ଅପଟିକାଳ ଜୁମକୁ 2xକୁ ବୃଦ୍ଧହୀ କରିଥାଏ । ଇ ଜୁମ କେବଳ ଲେନ୍ସର କେନ୍ଦ୍ରୀୟ ଅଂଶକୁ ବ୍ୟବହାର କରିଥାଏ । ଫଳତଃ ଏଥିରେ ଛବିର ଗୁଣବତ୍ତା ଠିକ ରହେ କିନ୍ତୁ ରିଜୋଲୁସନ କମ ରହେ । ଏହାକୁ ନିର୍ମାତାମାନେ ସ୍ମାର୍ଟ ଜୁମ , ସେଫ ଜୁମ , ଇଣ୍ଟେଲିଜେଣ୍ଟ ଜୁମ [୬] ଆଦି ନାମ ଦେଇଥାନ୍ତି । ଡିଜିଟାଲ ଜୁମ 7.2x ଥିବା ସ୍ମାର୍ଟ ଜୁମ କାମେରା 30x ସମୁଦାଯ ଜୁମ ଦେଇପାରିଥାଏ । [୭]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Image scaling
  • Teleside converter - a secondary lens made for fixed lenses that increases the focal length, uses as a filter
  • Zoom lens

ଆଧାର [ସମ୍ପାଦନା]

  1. "Zoom Digital". Retrieved September 29, 2016.[permanent dead link]
  2. "Casio EXILIM EX-H50 User Manual: Shooting With Zoom". Retrieved February 19, 2015.
  3. "Casio EXILIM EX-H50 User Manual Page 43". Retrieved February 19, 2015.
  4. "FinePix T400, T350 / T360". Retrieved April 22, 2015.
  5. "Casio EXILIM EX-H50 User Manual Page 44". Retrieved February 19, 2015.
  6. "Optical vs. Digital Zoom". Retrieved February 27, 2015.
  7. "Pentax Optio VS20Hot". Archived from the original on February 2, 2015. Retrieved June 6, 2015.

ଛାଞ୍ଚ:Photo-stub