ନିଉ ଜଳପାଇଗୁଡ଼ି ରେଳ ଷ୍ଟେସନ
New Jalpaiguri Junction Regional rail and Light rail station নিউ জলপাইগুড়ি জংশন | |
---|---|
Station statistics | |
Address | New Jalpaiguri Road, Bhaktinagar, Siliguri, Jalpaiguri district, West Bengal India |
Coordinates | 26°40′57″N 88°26′38″E / 26.68250°N 88.44389°E |
Elevation | 114.00 metres (374.02 ft) |
Lines | Darjeeling Himalayan Railway, Howrah–New Jalpaiguri line, Haldibari-New Jalpaiguri line, New Jalpaiguri–Alipurduar–Samuktala Road line Barauni-Guwahati line |
Platforms | 9 (2 Narrow Gauge and 7 broad Gauge) |
Parking | Available |
Other information | |
Opened | 1961 |
Electrified | Under Construction |
Code | NJP |
Zone(s) | Northeast Frontier Railway zone |
Division(s) | Katihar |
Owned by | Indian Railway |
Operator | Northeast Frontier Railway zone |
Station status | Functioning |
Location | |
ନିଉ ଜଳପାଇଗୁଡି ରେଳ ଷ୍ଟ୍ରେସନ (ସଂକ୍ଷିପ୍ତ ରେ : NJP Station)ଏକ ଭାରତୀୟାରେଲ ଷ୍ଟ୍ରେସନ । ଏହା ପଶ୍ଚିମ ବଙ୍ଗ ରାଜ୍ୟ ର ମହାନଗର ଶିଲିଗୁଡି ଠାରେ ଅବସ୍ଥିତ । ସହର ନୂତନ ତମ ଏହିଷ୍ଟେସନ ଏଠାକୁ ବ୍ରଡ ଗଜ ଆସିଲା ପରେ ହେଇଥିଲା ।
ଇତିହାସ
ଦେଶ ବିଭାଜନ ପରେ ଆଗରୁ ଥିବା କଲିକତା - ସିଲିଗୁଡି ଲାଇନ ର ଅଧିକାଂଶ ପୂର୍ବ ପାକିସ୍ଥାନ ବା ବର୍ତମାନ ର ବଙ୍ଗଳାଦେଶ ରେ ରହିଗଲା । ତେଣୁ ନୂତନ ଭାବେ ଏଠାକୁ ବ୍ରଡ ଗଜ ଲାଇନ ନିରଣିତ ହେଲା ପରେ ନିଉ ସିଲିଗୁଡି ଷ୍ଟେସନ ମଧ୍ୟ ହେଲା । ଏଠାରୁ ଉତ୍ତର ବଙ୍ଗ , ସିକ୍କିମ , ଭୂତନୋ ଆସାମ ଆଦି ସ୍ଥାନ କୁ ଯାତାୟାତ ପାଇଁ ମୁଖ୍ୟ ଦ୍ଵାର ଭାବରେ ବ୍ୟବହାର ହେଲା । [୧]
ସେବା ସମୂହ
ଏହି ଷ୍ଟେସନ ଭାରତୀୟ ରେଳବାଇ ର 100 ଟି ମୁଖ୍ୟ ବୁକିଙ୍ଗ ଷ୍ଟେସନ ମଧ୍ୟ ରେ ରହିଛି । [୨]
ଗୋଆ ବ୍ଯତୀତ ଦେଶ ରାନନୀ ସମସ୍ତ ଅଞ୍ଚଳ କୁ ଏଠାରୁ ଟ୍ରେନ ସଂଯୋଗ ରହିଛି । ଏହାକୁ ସର୍ବ ସ୍ବଚ୍ଛ ଷ୍ଟେସନ ହିସାବ ରେ ଗଣନା କରାଯାଏ । ଉତ୍ତର ବଙ୍ଗ ଅଞ୍ଚଳ ରୀହ ସର୍ବାଧିକ ବ୍ୟସ୍ତ ଷ୍ଟେସନ।
ଏଠାରୁ ଦିଲ୍ଲୀ କୁ 15 ଟି , କଲିକତା କୁ 16 ଟି , ବାଙ୍ଗାଳୟରେ କୁ4 ଟି , ମୁମ୍ବାଇ କୁ 4 ଟି ଚେନ୍ନଇ କୁ 7 ଟି ଟ୍ରେନ ସହ ଅନନ୍ୟ ଟ୍ରେନ ଚାଲିଥାଏ ।
Gallery
-
An old locomotive on display
-
Locomotive (behind)
-
The junction yard
-
"Toy Train" terminal
-
NJP platformboard
-
Bongaigaon (BNGN) Passenger
-
NJP station
-
NJP steam Loco
-
Baaz Livered Locomotive at New Jalpaiguri
ଆଧାର samuh
- ↑ "India: the complex history of the junctions at Siliguri and New Jalpaiguri". IRFCA. Retrieved 2011-11-12.
- ↑
{{cite web}}
: Empty citation (help)
ବାହ୍ୟ ଆଧାର
ବାହାର ଭିଡିଓ | |
---|---|
Sealdah-New Cooch Behar Uttarbanga Express arriving at New Jalpaiguri |
- Trains at New Jalpaiguri
- Jalpaiguri travel guide from Wikivoyage
- Siliguri travel guide from Wikivoyage