ନିଉ ଜଳପାଇଗୁଡ଼ି ରେଳ ଷ୍ଟେସନ
ନିଉ ଜଳପାଇଗୁଡି ରେଳ ଜଙ୍କସନ Regional rail and Light rail station নিউ জলপাইগুড়ি জংশন | |
---|---|
Station statistics | |
Address | New Jalpaiguri Road, Bhaktinagar, Siliguri, Jalpaiguri district, West Bengal India |
Coordinates | 26°40′57″N 88°26′38″E / 26.68250°N 88.44389°E |
Elevation | 114.00 metres (374.02 ft) |
Lines | Darjeeling Himalayan Railway, Howrah–New Jalpaiguri line, Haldibari-New Jalpaiguri line, New Jalpaiguri–Alipurduar–Samuktala Road line Barauni-Guwahati line |
Platforms | 9 (2 Narrow Gauge and 7 broad Gauge) |
Parking | Available |
Other information | |
Opened | 1961 |
Electrified | Under Construction |
Code | NJP |
Zone(s) | Northeast Frontier Railway zone |
Division(s) | Katihar |
Owned by | Indian Railway |
Operator | Northeast Frontier Railway zone |
Station status | Functioning |
Location | |
ନିଉ ଜଳପାଇଗୁଡି ରେଳ ଷ୍ଟ୍ରେସନ (ସଂକ୍ଷିପ୍ତ ରେ : NJP Station)ଏକ ଭାରତୀୟାରେଲ ଷ୍ଟ୍ରେସନ । ଏହା ପଶ୍ଚିମ ବଙ୍ଗ ରାଜ୍ୟର ମହାନଗର ଶିଲିଗୁଡିଠାରେ ଅବସ୍ଥିତ । ସହର ନୂତନ ତମ ଏହିଷ୍ଟେସନ ଏଠାକୁ ବ୍ରଡ ଗଜ ଆସିଲା ପରେ ହେଇଥିଲା ।
ଇତିହାସ
[ସମ୍ପାଦନା]ଦେଶ ବିଭାଜନ ପରେ ଆଗରୁ ଥିବା କଲିକତା - ସିଲିଗୁଡି ଲାଇନର ଅଧିକାଂଶ ପୂର୍ବ ପାକିସ୍ଥାନ ବା ବର୍ତ୍ତମାନର ବଙ୍ଗଳାଦେଶରେ ରହିଗଲା । ତେଣୁ ନୂତନ ଭାବେ ଏଠାକୁ ବ୍ରଡ ଗଜ ଲାଇନ ନିରଣିତ ହେଲା ପରେ ନିଉ ସିଲିଗୁଡି ଷ୍ଟେସନ ମଧ୍ୟ ହେଲା । ଏଠାରୁ ଉତ୍ତର ବଙ୍ଗ , ସିକ୍କିମ , ଭୂତନୋ ଆସାମ ଆଦି ସ୍ଥାନକୁ ଯାତାୟତ ପାଇଁ ମୁଖ୍ୟ ଦ୍ୱାର ଭାବରେ ବ୍ୟବହାର ହେଲା । [୧]
ସେବା ସମୂହ
[ସମ୍ପାଦନା]ଏହି ଷ୍ଟେସନ ଭାରତୀୟ ରେଳବାଇର 100ଟି ମୁଖ୍ୟ ବୁକିଙ୍ଗ ଷ୍ଟେସନ ମଧ୍ୟରେ ରହିଛି । [୨]
ଗୋଆ ବ୍ଯତୀତ ଦେଶ ରାନନୀ ସମସ୍ତ ଅଞ୍ଚଳକୁ ଏଠାରୁ ଟ୍ରେନ ସଂଯୋଗ ରହିଛି । ଏହାକୁ ସର୍ବ ସ୍ୱଚ୍ଛ ଷ୍ଟେସନ ହିସାବରେ ଗଣନା କରାଯାଏ । ଉତ୍ତର ବଙ୍ଗ ଅଞ୍ଚଳ ରୀହ ସର୍ବାଧିକ ବ୍ୟସ୍ତ ଷ୍ଟେସନ।
ଏଠାରୁ ଦିଲ୍ଲୀକୁ 15ଟି , କଲିକତାକୁ 16ଟି , ବାଙ୍ଗାଳୟରେ କୁ4ଟି , ମୁମ୍ବାଇକୁ 4ଟି ଚେନ୍ନଇକୁ 7ଟି ଟ୍ରେନ ସହ ଅନନ୍ୟ ଟ୍ରେନ ଚାଲିଥାଏ ।
Gallery
[ସମ୍ପାଦନା]-
An old locomotive on display
-
Locomotive (behind)
-
The junction yard
-
"Toy Train" terminal
-
NJP platformboard
-
Bongaigaon (BNGN) Passenger
-
NJP station
-
NJP steam Loco
-
Baaz Livered Locomotive at New Jalpaiguri
ଆଧାର samuh
[ସମ୍ପାଦନା]- ↑ "India: the complex history of the junctions at Siliguri and New Jalpaiguri". IRFCA. Retrieved 2011-11-12.
- ↑ "Indian Railways Passenger Reservation Enquiry". Availability in trains for Top 100 Booking Stations of Indian Railways. IRFCA. Retrieved 10 July 2013.
ବାହ୍ୟ ଆଧାର
[ସମ୍ପାଦନା]ବାହାର ଭିଡିଓ | |
---|---|
Sealdah-New Cooch Behar Uttarbanga Express arriving at New Jalpaiguri |
- Trains at New Jalpaiguri
- Jalpaiguri travel guide from Wikivoyage
- Siliguri travel guide from Wikivoyage