ଲାଳଚେନ ନଦୀ
ଦେଖଣା
Lachen River | |
ଦେଶ | India |
---|---|
Source | Himalayas |
Mouth | Teesta River |
ଲାଳଚେନ ନଦୀ ଭାରତୀୟ ରାଜ୍ୟ ସିକ୍କିମ ରେ ପ୍ରବାହିତ ତିସ୍ତା ନଦୀ ର ଏକ ଉପନଦୀ । ଳାଚେଙ୍ଗନଦୀ ସହ ଏହା ତିସ୍ତା ନଦୀ ର ଏକ ମୁଖ୍ୟ ଉପନଦୀ । ଏହା ଡୋଙ୍ଗା ରେଞ୍ଜ ର ଅପର ପାର୍ଶ୍ଵ ରେ ଭୁଟାନ[୧] ନିକଟ ରେ ବାହାରି ଉତ୍ତର ସିକ୍କିମ ର ଚୁଙ୍ଗଥାଙ୍ଗ ଅଞ୍ଚଳ କୁ ପ୍ରବାହିତ ହୁଏ । [୨]
References
- ↑ Memoirs of the Geological Survey of India. By order of the Governor-General of India. 1912. p. 8.
- ↑ "North Skikkim". National Informatics Centre. Retrieved 12 August 2015.