Jump to content

ସୁରୁବାଲି ଜୋର

ଉଇକିପିଡ଼ିଆ‌ରୁ
୧୩:୪୭, ୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Surubalijora") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସୁରୁବାଲି ଜୋର ଭାରତୀୟ ରାଜ୍ୟ ଓଡିଶା ର ସୁବର୍ଣପୁର ଜିଲ୍ଲା ର ବିରମହାରାଜପୁର ଉପଖଣ୍ଡ ର ସୁବଳୟା ଅଞ୍ଚଳ ରେ ପ୍ରବାହିତ ଏକ କ୍ଷୁଦ୍ର ନଦୀ ବା ଜୋର । [][][][]ଏହା ନିକଟସ୍ଥ ପର୍ବତ ରୁ ବାହାରି ମହାନଦୀ ସହିତ ସୁବଳୟା ଠାରେ ସମାର୍ଜିତ ହୁଏ । ତେଭାପଦର , ଆମ୍ବାସରଭତା ଅଞ୍ଚଳ ଦେଇ ପ୍ରବାହିତ ହେଇ ମହାନଦୀ ର ମିଳନ ସ୍ଥଳୀ ରେ ଏହା ଏକ ଡେଲ୍ଟା ଅଞ୍ଚଳ ସୃଷ୍ଟି କରିବା ସହ ଏକ ଜଳାଶୟ କରିଥାଏ । ଏହି ଡେଲ୍ଟା ଅଞ୍ଚଳ ନଦୀ ର ପଟୁ ମାଟି ଦ୍ଵାରା ଖୁବ ଉର୍ବର ଓ ଚାଷ ପାଇଁ ଅନୁକୂଳ । ଏଠାରେ ବହୁ ପରିମାଣ ରେ ପନିପରିବା ଉତ୍ପାଦନ ହେଇଥାଏ । 

ସୁବଳୟା ନିକଟ ରେ ଏକ ସେତୁ ନିର୍ମାଣ ପରେ ଏହି ଅଞ୍ଚଳ ରେଢାଖୋଲ , ସମ୍ବଲପୁର ବିରାମହାରାଜପୁର ସୋନପୁର ଆଦି ଅଞ୍ଚଳ ସହ ସଞ୍ଜୁତ ହେଇପାରିଛି । []

ଆଧାର ସମୂହ 

  1. {{cite web}}: Empty citation (help)
  2. http://orissagov.nic.in/tender/newtender/works14.pdf
  3. http://164.100.12.7/writereaddata/state_out/WCreport_2427002_WH_02_BP_0910.html
  4. http://orissa.gov.in/finance/Budget_vote_on_account/Budget-04-05/Plan/20%20WR-Plan.pdf
  5. http://orissagov.nic.in/tender/newtender/works14.pdf