Jump to content

ଶାର୍ଦୁଳ ଠାକୁର

ଉଇକିପିଡ଼ିଆ‌ରୁ
୧୯:୨୦, ୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Shardul Thakur") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଫାଇଲ:Shardulthakur.jpg
ବ୍ୟକ୍ତିଗତ ତଥ୍ୟ
ନାମShardul Narendra Thakur
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm medium
ଭୂମିକାBowler
ଘରୋଇ ଦଳ ତଥ୍ୟ
YearsTeam
2012–presentMumbai
2015Kings XI Punjab
Source: Cricinfo, 24 June, 2016

ଶାର୍ଦୁଳ ଠାକୁର (ଜନ୍ମ 16 ଅକ୍ଟୋବର , 1991 )ଜଣେ ଭାରତୀୟ କ୍ରିକେଟ ଖେଳାଳି । ତାଙ୍କର ଜନ୍ମ ମହାରାଷ୍ଟ୍ର ରାଜ୍ୟ ର ପଲଘର ଠାରେ ହେଇଥିଲା । ସେ ମୁମ୍ବାଇ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ସହ ପଞ୍ଜାବ କିଂ ଏକାଦଶ ପାଇଁ ଆଇପିଏଲ ରେ ଖେଳନ୍ତି । ସେ ଭାରତୀୟ A ଦଳ ରେ ମଧ୍ୟ ଖେଳିଥିଲେ । ସେ ଜଣେ ଦ୍ରୁତ ଗତି ବୋଲର । 

ଘରେଇ ପ୍ରଦର୍ଶନ 

ସେ ପ୍ରଥମ ଶ୍ରେଣୀ କ୍ରିକେଟ 2012 ମସିହା ରେମୁମ୍ବାଇ ର ରାଜସ୍ଥାନ ବିରୁଦ୍ଧ ମେଚ ରେ ଖେଳିଥିଲେ । ସେ ପ୍ରଥମ ରୁ ବହୁତ ମହଙ୍ଗା ବୋଲିଂ କରୁଥିଲେ । ଚାରି ଟି ୱିକେଟ ନେଇଥିଲେମଧ୍ୟ ସେ ଏଥିରେ 82 ହାର ରେ ରନ ଦେଇଥିଲେ । କିନ୍ତୁ ତାଙ୍କର ବୋଲିଂ ରେ ପରବର୍ତୀସିଜନ୍ରେ ବହୁ ଉନ୍ନତି ପରିଲକ୍ଷିତ ହେଇ ସେ 2013/14 ସିଜନ ରେ 48 ଟି ୱିକେଟ ହାସଲ କରିପାରିଥିଲେ । ଏହା ସେ 20.81 ହାର ରେ 5 ଥର 5- ୱିକେଟ ନେଇ କରିଥିଲେ ।.[]

ସେ 2015/16 ରଣଜୀ ସିଜନ ରେ ଫାଇନାଲ ରେ 8 ୱିକେଟ ନେବା ଫଳ ରେ ମୁମ୍ବାଇ 41 ତମ ଥର ପାଇଁ ରଣଜୀ ଟ୍ରଫି ଜିତି ପାରିଥିଲା । []

ଅନ୍ତର୍ଜାତିକ ପ୍ରଦର୍ଶନ 

ଶାର୍ଦୁଳ ଭାରତ ର ୱେଷ୍ଟ ଇଣ୍ଡିଜ ଗସ୍ତ ପାଇଁ 2016 ମସିହା ରେ ଦଳ ରେ ସ୍ଥାନ ପାଇଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇ ନଥିଲେ । []

References