ତିର୍ଥେଶ୍ୱର ଶିବ ମନ୍ଦିର
ଦେଖଣା
Tirthesvara Siva temple | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Bhubaneswar |
State | Orissa |
Country | India |
Architecture | |
Type | Kalingan Style (Kalinga Architecture) |
Elevation | 26 m (85 ft) |
Tତିର୍ଥେଶ୍ଵର ଶିବ ମନ୍ଦିର ଭାରତୀୟ ରାଜ୍ୟ ଓଡିଶା ର ରାଜଧାନୀ ସହର ଭୁବନେଶ୍ବର ଠାରେ ଅବସ୍ଥିତ ।
ଅବସ୍ଥିତି
ତିର୍ଥେଶ୍ଵର ଅଣ୍ଡିର ର ଅବସ୍ଥିତ 20◦ latitude and 14’ 36"N, 85◦ longitude and 50’ 10"E, ଏବଂ ଏହାର ଉଚ୍ଛତା 85 ଫୁଟ ।
ଏହା ପୁରାତନ ସହରଚଳ ର ତାଳବଜାର ଠାରେ ଅବସ୍ଥିତ .। ବିନ୍ଦୁସାଗର ପୁଷ୍କରିଣୀ ଠାରୁ ଲିଙ୍ଗରାଜ ମନ୍ଦିର କୁ ଯିବା ରାସ୍ତା ରେ ବାମ ପାର୍ଶ୍ଵ ରେ ଏହି ମନ୍ଦିର ରହିଛି । ମନ୍ଦିର ର ମୁଖପଶ୍ଚିମ ଦିଗ କୁ ରହି ଏଠାରେ ଶିବ ଲିଙ୍ଗା ସହ ଯୋନିପୀଠ ମଧ୍ୟ ରହିଛି । ଏହିମନ୍ଦିର ରେ ନିୟମିତ ପୂଜା ଅର୍ଚନା ହୁଏ ।
ଇତିହାସ
ସ୍ଥାପତ୍ୟ କଳା କୁ ଅନୁଧ୍ୟାନ କାଲେ ଏହି ମନ୍ଦିର 14 ଶ ଶତାବ୍ଦୀ ର ଗଙ୍ଗା ବଂଶ ସମୟ ର ହେଇଥିବାର ଜଣଯାଇଥାଏ । ଏହି ମନ୍ଦିର ବର୍ତମାନ ବେସରକରିମଳିକଣା ରେ ପରିଚାଳିତ । ତାଳବଜାର ଅଞ୍ଚଳ ର ବ୍ୟକ୍ତିମାନେ ମନ୍ଦିର ପରିଚାଳନା ଭାର ନିଅନ୍ତି ।
ଯାନିଯାତରା
ମନିର ରେ ଶିବରାତ୍ରି ସହ ଜଳାଭିଷେକ , ସଙ୍କରନ୍ତି ଆଦି ନିୟମାନୁସାରେ ପାଳିତ ହୁଏ ।
ଆଧାର ସମୂହ
- Debala Mitra, ‘Bhubaneswar’ New Delhi, 1958, P. 29.
- K.C. Panigrahi, Archaeological Remains at Bhubaneswar, Calcutta, 1961. PP. 16–17.
- L. S.S. O’ Malley, Bengal District Gazetteer Puri, Calcutta 1908, P. 240.
- M.M. Ganguly, Orissa and Her remains, Calcutta, 1912, PP. 393–394.
- P.R. Ramachandra Rao, Bhubaneswar Kalinga Temple Architecture, Hyderabad, 1980, P. 29.
- R.P. Mohapatra, ‘Archaeology in Orissa’. Vol. I, Delhi, 1986. P. 57.
- R.L. Mitra. The Antiauities of Orissa, Vol.II, Calcutta, 1963, PP. 160–161.
- T.E. Donaldson, ‘Hindu Temple Art of Orissa’. Vol. I, Leiden, 1985, P. 76.