ପେଟିଏମ
Paytm logo.png | |
Type | Private |
---|---|
ପ୍ରତିଷ୍ଠାତା | Vijay Shekhar Sharma |
ମୂଖ୍ୟସ୍ଥାନ | Noida, Uttar Pradesh, India |
ସେବା ପରିସର | India |
ମୁଖ୍ୟ ଲୋକ | Vijay Shekhar Sharma (CEO) |
କେଉଁ ପ୍ରକାରର କମ୍ପାନୀ | Internet |
ସେବା (ଅର୍ଥକରୀ) | Online shopping |
ମୂଳ କମ୍ପାନୀ | One97[୧] |
ଆଲେକ୍ସା ସ୍ଥାନ | 294 (ନଭେମ୍ବର 2016[update])[୨] |
ଏବେକାର ସ୍ଥିତି | Online |
Paytm ଏକ ଭାରତୀୟ e- ବାଣିଜ୍ୟିକ ୱେବ୍ସାଇଟ ଓ ଏହାର ମୁଖ୍ୟ କର୍ଜ୍ୟାଳୟ ନୂଆ ଦିଲ୍ଲୀ ନିକଟସ୍ଥ ନଇଡା ଠାରେ ଅବସ୍ଥିତ । ଏହାର ଆରମ୍ଭ 2010 ମସିହା ରେ ହେଇଥିଲା ଓ ଭାରତୀୟ ଅର୍ଥ କାରବାର ସହ ସାମିଲ ହେଲା । ଫ୍ଲିପକାର୍ଟ , ଆମାଜନ .କମ , ସ୍ନାପ ଡିଳ ପରି ଏହା ମଧ୍ୟ ଅନଲାଇନ ଜରିଆ ରେ ବାଣିଜ୍ୟିକ , ବିଲ ଭୁଗତାନ , ମୋବାଇଲ ରିଚାର୍ଜ ଆଦି ଆରମ୍ଭ କରିଥିଲା । ଏହା ସହ ସିନେମା ଟିକେଟ , ବସ , ଟ୍ରେନ ଟିକେଟ , ବିମାନ ଟିକେଟ ମଧ୍ୟ ଏହା ଜରିଆ ରେ କରିହୁଏ । [୩][୪][୫]
ପ୍ରଚ୍ଛଦ
paytm ର ପୂର୍ଣ ନାମ pay thruogh mobile[୬] ବା ମୋବାଇଲ ଜରିଆ ରେ ଅର୍ଥ ଭରଣା ବ୍ୟବସ୍ଥା । ଏହା ମୋବାଇଲ ର ଆଣ୍ଡ୍ରୋଇଡ ବା ios ବା କମ୍ପୁଟର ର ୱିଣ୍ଡୋ ପ୍ଲାଟଫର୍ମ ଜରିଆ ରେ ବ୍ଯବହ୍ରୁତ ହେଇପାରେ ।
2014 ମସିହା ରେ ଏହା "Paytm Wallet," ନାମକ ଅନଲାଇନ ବା ମୋବାଇଲ ଦ୍ଵାରା ଅର୍ଥ ପ୍ରେରଣ ବ୍ୟବସ୍ଥା ଆରମ୍ଭ କରିଥିଲା । ଏଥିରେ 100 ମିଲିୟନ wallet ରହିବା ସହ ଏହାର ଆପ୍ଲିକେସନ କୁ 10 ମିଲିୟନ ଲୋକ ଡାଉନଲୋଡ କରିଛନ୍ତି । ଏହି କ୍ଷେତ୍ର ରେ ଏହା ଭାରତ ରେ ଅଗ୍ରଣୀ ରହିଛି। [୭]
ଅର୍ଥ ବ୍ୟବସ୍ଥା
Iମାର୍ଚ 2015 ରେ ଉଦ୍ୟୋଗପତି ରତନ ଟାଟା ଏଥିରେ ନିଜସ୍ଵ ଅର୍ଥ ଲଗାଣ କରିଛନ୍ତି । [୮] ସେହି ମାସ ରେ ଚୀନ ର ଆଳିବାବା କମ୍ପାନୀ ଏଥିରେ 575 ମିଲିୟନ ଡଲାର ଅର୍ଥ ବିନିଯୋଗ କରିଛି । ,[୯] ଏହା ଦ୍ଵାରା ଆର୍ଟ ଫାଇନାନ୍ସ ଗ୍ରୁପ ଏହାର 25% ଅଂଶଧନ ର ମାଲିକ ରହିଛି । .[୧୦] paytm ICICI ବେଙ୍କ ରୁ 300 କୋଟି ତାଙ୍କ ର ରୁଣ କାର୍ଯ୍ୟକାରୀ ଅର୍ଥ ପାଇଁ କରିଛି ।
ଅଂଶୀଦାର
ଏହି ଆପ୍ଲିକେସନ ଜରିଆ ରେ ଗ୍ରାହକ ମାନେ ବିଭିନ୍ନ ଟିକେଟ ସହ ବିଲ ଭୁଗତାନ ମୋବାଇଲ ଜରିଆ ରେ ସହଜ ରେ କରିଥାନ୍ତି । [୧୧] ଏହା ସାହାଯ୍ୟ ରେ ପେଟ୍ରୋଲ ବା ଡିଜେଲ ମଧ୍ୟ କିନା ଯାଇ ପାରେ । .[୧୨] ବିଭିନ୍ନ ସିନେମା ଘର ସହ ଏହାର ବୁଝାମଣା ଦ୍ଵାରା ସିନେମା ଟିକେଟ ମଧ୍ୟ ଏହା ଦ୍ଵାରା କିଣି ହୁଏ [୧୩]
ଅର୍ଥ ପ୍ରଦାନ କାରୀ ବେଙ୍କ
2015 ମସିହା ରେ paytm ସଂସ୍ଥା ଭାରତୀୟ ରିଜର୍ଭ ବେଙ୍କ ଠାରୁ ଭରତ ର ପ୍ରଥମ ଅର୍ଥପ୍ରେରଣ କରି ବେଙ୍କ ଗଠନ ପାଇଁ ଲାଇସେନ୍ସ ପ୍ରାପ୍ତ ହେଇଛି । ଏହା paytm ତାହାର ବର୍ତମାନ ଗ୍ରାହକ ମାନଙ୍କୁ ନେଇ ATM କାର୍ଡ ସହ ସଞ୍ଚୟ ଖାତା , ଅଲାଇନ ଅର୍ଥ ବିନିଯୋଗ ଆଦି ବ୍ୟବସ୍ଥା କରିବା ସହ ନୋଟ ବିହୀନ ଅର୍ଥ କାରବାର କୁ ଅଗ୍ରାଧିକାର ଦେବ । ଏହା Paytm ର ଏକ ସ୍ଵତନ୍ତ୍ର କମ୍ପାନୀ ହିସାବ ରେ ରହିବା ଓ ଏଥିରେ ପ୍ରତିଷ୍ଠାତା ବିଜଯ ଶଙ୍କର ଶର୍ମା ଙ୍କ 51 % ଅଂଶ ଧନ ସହ one97 caommunication ର 39% ଓ ବାକି 10% ସହଯୋଗୀ କମ୍ପାନୀ ର ରହିବ । [୧୪]
ବିଲ ଭୁଗତାନ ପାଇଁ paytm ଭାରତ ବିଲ ଭୁଗତାନ ବ୍ୟବସ୍ଥା ଦ୍ଵାରା ସ୍ବୀକୃତ । [୧୫]
ଆଧାର ସମୂହ
- ↑ "Alibaba enters India's e-commerce space with 25% stake in Paytm owner One97". India Times. 6 February 2015. Retrieved 30 March 2015.
- ↑ "paytm.com Site Overview". Alexa Internet. Retrieved 2016-07-15.
- ↑ Verma, Shrutika (14 January 2015). "Alibaba diverges with SoftBank with Paytm pick". Live Mint. Retrieved 30 March 2015.
- ↑ "Paytm, Cinepolis tie up to expand consumer entertainment avenues". Business Standard. 11 May 2016. Retrieved 22 May 2016.
- ↑ "PM Narendra Modi Advertising For Paytm 'Shameful,' Says Arvind Kejriwal". NDTV.com.
- ↑ "Paytm, always bringing the Uber experience to you". #PaytmKaro. Paytm. November 13, 2014.
- ↑ "Amazon pips Paytm to No. 2 slot in app downloads". The Financial Express. 18 May 2016. Retrieved 22 May 2016.
- ↑ Sharma, Samidha (13 March 2015). "Ratan Tata's fifth personal investment in the digital economy is Paytm". Times of India. Retrieved 30 March 2015.
- ↑ Goyal, Malini (15 March 2015). "How startups have successfully established their own rules of hiring, rewarding & retaining talent". Times of India. Retrieved 30 March 2015.
- ↑ Shu, Catherine (5 February 2015). "Alibaba's Financial Affiliate Takes 25% Stake In India's One97, Owner Of Paytm". TechCrunch. Retrieved 30 March 2015.
- ↑ "M-wallets may make hard currency history". The Hindu. 2 May 2016. Retrieved 21 May 2016.
- ↑
{{cite web}}
: Empty citation (help) - ↑ "Paytm partners with PVR Cinemas". The Times of India. 21 March 2016. Retrieved 20 May 2016.
- ↑ Aamir, Mohamed (14 September 2015). "Paytm plans to start India's first payments bank". Economic Times.
- ↑ "PayU India, Paytm get in-principle approvals for consumer bill payment services". Economic Times. 16 May 2016. Retrieved 21 May 2016.
ପୁନଶ୍ଚ ପଠନ
- "Paytm to hire 400 employees". The Times of India. 22 March 2014.
- Akolawala, Tasneem (19 December 2014). "Paytm wants to go global, looks to enter Singapore and South East Asian markets". BGR India.
- Itika Sharma Punit (25 March 2015). "Paytm looks to double headcount in FY16". Business Standard.
{{cite news}}
: More than one of|author=
and|last=
specified (help) - "Paytm expands mobile wallet capabilities in India". Mobile Payments Today. 13 March 2015.
- Varun Jain (17 March 2015). "Paytm takes Delhi Metro route to reach potential customers". The Economic Times.
{{cite news}}
: More than one of|last1=
and|last=
specified (help)
ବାହ୍ୟ ସଂଯୋଗ
ପୁନଶ୍ଚ ଦେଖଣା
List of companies in Noida and Greater Noida