Jump to content

କୋଶଳ କ୍ରାନ୍ତି ଦଳ

ଉଇକିପିଡ଼ିଆ‌ରୁ
୧୪:୦୫, ୨ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kosal Kranti Dal") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କୋଶଳ କ୍ରାନ୍ତି ଦଳ  (KKD) ଏକ ଆଞ୍ଚଳିକ ରାଜନୈତିକ ଦଳ । ଏହା ଭାରତୀୟ ରାଜ୍ୟ ଓଡିଶା ର ପଶ୍ଚିମାଞ୍ଚଳ ରେ ରହିଛି ଓ ଏହାର ମୂଳ ଲକ୍ଷ୍ୟ ଓଡିଶା ର ବିଭାଜନ କରି ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା । 

ଇତିହାସ 

ବିଭିନ୍ନ ସଂବାଦପତ୍ର ସୂଚନା ଅନୁସାରେ ଏହି ଦଳ 2007 ମସିହା ରେ ଗଠନ ହେଇଥିଲା । [] ଦଳ ର ସମ୍ପାଦକ ବୈଦ୍ୟନାଥ ମିଶ୍ର ଙ୍କ କହିବା ଅନୁସାରେ ଭାରତୀୟ ଜାତୀୟ ନିର୍ବାଚନ କମିଶନ ଙ୍କ ଦ୍ଵାରା ଏହା ଏକ ରାଜନୈତିକ ଦଳ ହିସାବ ରେ ସ୍ବୀକୃତ ଓ ଏହା 2007 ମସିହା ରୁ ବିହୀନନା ନିର୍ବାଚନ ରେ ଅଂଶ ଗ୍ରହଣ କରି ଆସୁଛି । ଏହି ଦଳ ର ଦାବି ଅନୁସାରେ ପଶ୍ଚିମ ଓଡିଶା ର 10  ଟି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲା ର ଅଥମଲ୍ଲିକ ସବ ଡିଭିଜନ କୁ ନେଇ କୋଶଳ ରାଜ୍ୟ ଗଠନ ର ଦାବି ହଉଛି । ଏହି ଅଞ୍ଚଳ ବିଗତ 60 ବର୍ଷ ଧରି ଅର୍ଥନୈତିକ ଅବହେଳା ର ଶିକାର ହେଇଥିବାର ଅଭିଯୋଗ ଦଳ ତରଫ ରୁ କରାଯାଇଥାଏ । 

2013 ମସିହା ସୁଦ୍ଧା ଏହି 10 ଟି ଜିଲ୍ଲା ରେ ବିଭିନ୍ନ ସମୟ ରେ ଏଥିପାଇଁ ବ୍ୟାପକ ଭାବରେ ଆନ୍ଦୋଳନ ଚାଲି ଆସିଛି ଓ ଅଞ୍ଚଳ ର ଜନସାଧାରଣ ଙ୍କ ସ୍ବୀକୃତି ହାସଲ କରିଛି । ଆନ୍ଧ୍ରା ପ୍ରଦେଶ ର ତେଲେଙ୍ଗନା ବିଭାଜନ ପରେ ଏହି ଆନ୍ଦୋଳନ ଜୋର ଧରିଥିବାର ଜଣା ପଡେ । 

ମୁଖ୍ୟ ଦାବି ସମୂହ 

  • ପଶ୍ଚିମ ଓଡିଶା ର 10 ଟି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲା ର ଅଥମଲ୍ଲିକ ସବ ଡିଭିଜନ କୁ ନେଇ କୋଶଳ ରାଜ୍ୟ ଗଠନ[]
  • କୋଷଳୀ ଭାଷା ଓ ସଂସ୍କୃତି କୁ ସ୍ବୀକୃତି .[]
  • ପଶ୍ଚିମ ଓଡିଶା ଅଞ୍ଚଳ ର ଶିକ୍ଷୟା , କୃଷି , ବାଇସେୟିକ ଓ ସ୍ବାଷ୍ୟ ର ଉନ୍ନତିକରଣ
  • କଶାଳା ଇତିହାସ କୁ ସ୍ବୀକୃତି 
  • ରାଜ୍ୟ ପୁନର୍ଗଠନ ସମିତି ର ସ୍ତ୍ଥାପନ .[]

ପୁନଶ୍ଚ ଦେଖଣା 

  • Kosal state movement
  • Kosli language movement
  • Kosalananda Kavya
  • Prem Ram Dubey

ଆଧାର ସମୂହ 

ବାହ୍ୟ ସଂଯୋଗ ସବୁ