ଘାଟକେସର
ଦେଖଣା
ଘାଟକେସର ଏକ ସହରାଞ୍ଚଳ । ଏହା ଭାରତୀୟ ରାଜ୍ୟ ତେଲେଙ୍ଗନା ର ହାଇଦରାବାଦ ନିକଟ ରେ ଅବସ୍ଥିତ ଏକ ମଣ୍ଡଲ ମୁଖ୍ୟାଳୟ ଓ ଏହା କିସାରା ରେଭେନ୍ୟୁ ଡିଭିଜନ ଅନ୍ତର୍ଗତ ।[୧][୨]ଏହା ହାଇଦରାବାଦ ମେଟ୍ରୋପାଳିଟାନ ଉନ୍ନୟନ ଭିଭାଗ ର ମଧ୍ୟ ଅଂଶ । [୩][୪]
ଭୌଗୋଳିକ ସ୍ଥିତି
ଘାଟକେସର ର ଭୌଗୋଳିକ ଅବସ୍ଥିତି 17°26′58″N 78°41′07″E / 17.4494°N 78.6853°E.[୫]
ଶିକ୍ଷ୍ୟା
ସହର ରେ ବିଶିଷ୍ଟ ଇଂଜିନିଯରିଂ କଲେଜ ଗୁଡିକ ସହ ସମସ୍ତ ପ୍ରକା ଶିକ୍ଷ୍ୟାନୁଷ୍ଠାନ ରହିଛି ।
ଯାତାୟାତ ବ୍ୟବସ୍ଥା
ଜାତୀୟ ରାଜପଥଗା 163 ଏହି ଅଞ୍ଚଳ ଦେଇ ଯାଇଥିବା ସହ ଏହାକୁ ହାଇଦରାବାଦ ଓ ୱାରାଙ୍ଗାଲ ସହିତ ସଂଯୁକ୍ତ କରିଥାଏ ।
Tସିକନ୍ଦରବାଦ - କାଜିପେଟ ରେଳଲାଇନ ଏହି ଅଞ୍ଚଳ ଦେଇ ଯାଇଛି ଓ ଦକ୍ଷିଣ କେନ୍ଦ୍ର ରେଳବାଇ ର ଷ୍ଟେସନ ଏଠାରେ ରହି ଅନେକ ଟ୍ରେନ ଏହି ପଥ ଦେଇ ଚଳାଚଳ କରେ । ଏହି ମଣ୍ଡଳ ଦ୍ରୁତ ଜନସଂଖ୍ୟା ବୃଦ୍ଧି ପାଇଁ ଚର୍ଚା କୁ ଆସେ । ଗତ ଜନଗଣନା ଅନୁସାରେ ଏଠାରେ ଜନସଂଖ୍ୟା ବୃଦ୍ଧି ହାର 112 % ହେଇଥିଲା । [୬]
ଆଧାର ସମୂହ
- ↑
{{cite web}}
: Empty citation (help) - ↑ Geetanath, V. (9 May 2014). "For a well oiled public transport". The Hindu (in Indian English). Retrieved 2 November 2016.
{{cite news}}
: More than one of|accessdate=
and|access-date=
specified (help) - ↑ Geetanath, V. (9 May 2014). "For a well oiled public transport". The Hindu (in Indian English). Retrieved 2 November 2016.
{{cite news}}
: More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ http://articles.timesofindia.indiatimes.com/2013-05-04/hyderabad/39026200_1_population-growth-cent-growth-greater-hyderabad-municipal-corporation