Jump to content

କୌଶଲ୍ୟା ବନ୍ଧ

ଉଇକିପିଡ଼ିଆ‌ରୁ
୨୦:୨୦, ୩୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kaushalya Dam") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କୌଶଲ୍ୟା ବନ୍ଧ (Hindi: कौशल्या बांध) ହରିୟଣା ରାଜ୍ୟ ର କୌଶଲ୍ୟା ନଦୀ ଉପରେ ନିର୍ମିତ ଏକ ମାଟି ବନ୍ଧ । ଏହା ହରିୟଣା ର ପିନଯୋର ସହର ରେ ଅବସ୍ଥିତ । ଏହାର ମୁଖ୍ୟ ଉଦେଶ୍ୟ ଜଳଯୋଗାଣ ଥିଲା ଓ ଏହା 2008 ରୁ 20012 ମସିହା ମଧ୍ୟ ରେ ନିର୍ମିତ ହେଲା । .[]

ଅବସ୍ଥିତି 

କୌଶଲ୍ୟା ବରେଜ ଓ ବନ୍ଧ ଚଣ୍ଡିଗଡ ଠାରୁ 21 କିଲୋମିଟର ଦୂରରେ ରହିଛି । ,[] ଏହା ପଞ୍ଚକୁଲା ସହର ରୁ 12 କିଲୋମିଟର ଦୂର ରେ ରହିଛି । ,[] ପିନଯୋର ସହର ରୁ ଏହା 5 କିଲୋମିଟର []ଏବଂ ବୀର ଶିକାରଗଡ ଅଭୟାରଣ୍ୟ ଠାରୁ 13 କିଲୋମିଟର ଦୂରରେ ରହିଛି । 

ଇତିହାସ 

19 ତମ ଶତାବ୍ଦୀ ରେ ବ୍ରିଟିଶ ସମୟ ରେ ଏହି ଠାରେ ଅମ୍ବାଲା ସେନା ଆବାସ କୁ ଜଳ ଯୋଗାଣ ପାଇଁ ବନ୍ଧ ନିର୍ମାଣ ପାଇଁ ଯୋଜନା ହେଇଥିଲା । ମାତ୍ର ତାହା କାର୍ଯ୍ୟକାରୀ ହେଇ ପାରିନଥିଲା ।t.[]

ପୁନର୍ବାର 1960 ମସିହା ରେ ବନ୍ଧ ପାଇଁ ବିଚାର ହେଇଥିଲେ ମଧ୍ୟ 4,000 ଏକର ଜମି ଏଥିରେ ବୁଡି ଯିବାର ଥିବାରୁ ଏହାକୁ 1999 ମସିହା ରେ ପରିତ୍ୟାଗ କରାଗଲା । 2005 ମସିହା ରେ ଏହାର ନିର୍ମାଣ ପାଇଁ ସଂଶୋଧିତ ଅଟକଳ ସହ କ୍ଷୁଦ୍ରତର ବନ୍ଧ ଭାବରେ ନିର୍ମାଣ କରାଗଲା ଓ ଏହା 2008 ମସିହା ରେ କାର୍ଯ୍ୟକାରୀ ହେଲା ।[] .[][]

ନିର୍ମାଣ 

ହରିୟଣା ସରକାର କୌଶଲ୍ୟା ବନ୍ଧା କୁ 217 କୋଟି []ଟଙ୍କା ରେ ନିର୍ମାଣ କରିଥିଲେ । ଏହାର ଦୈର୍ଘ୍ୟ 700 ମିଟର ଓ ପ୍ରସ୍ଥ 34 ମିଟର । ଏହା ଏକ ମାଟି ବନ୍ଧ । []

ଉଦେଶ୍ୟ 

ହରିୟଣା ସରକାର ଏହି ବନ୍ଧା କୁ ମୁଖ୍ୟତଃ ପଞ୍ଚକୁଲା ସହର କୁ ଜଳଯୋଗାଣ ପାଇଁ ନିର୍ମାଣ କରିଥିଲେ । ଏଠାରୁ ପ୍ରତ୍ୟହ 40 କିଉସେକ ଜଳ ମିଳିଥାଏ । ଏହା ସହ ଏହି ବନ୍ଧା ସହର କୁ ବନ୍ୟା ଜଳ ଦାଉ ରୁ ରକ୍ଷ୍ୟା କରିବା ସହ ଏହା ଏକ ପର୍ଯ୍ୟଟକ ଆକର୍ଷଣ ମଧ୍ୟ ହେଇଛି । []        .[]

ଜୀବଜନ୍ତୁ 

ଏହି ଆର୍ଦ୍ରଭୂମି ଅଞ୍ଚଳ କୁ ଶୀତକାଳ ରେ ବହୁ ବିଦେଶାଗତ ପକ୍ଷୀ ଆସିଥାନ୍ତି । []

ଗେଲେରୀ 

ଆଧାର ସମୂହ 

  1. ୧.୦ ୧.୧ {{cite web}}: Empty citation (help)
  2. Directions from Kaushalya dam to Chandigarh
  3. Directions from Kaushalya dam to Panchkula
  4. [ Directions from Kaushalya dam to Pinjore]
  5. ୫.୦ ୫.୧ ୫.୨ ୫.୩ Hillsofmorni.com - Kaushalya dam
  6. ୬.୦ ୬.୧ ୬.୨ Dailymail - Scam worth Rs-217 crore failed Kaushalya Dam says CAG
  7. Times Of India (୨୨ ଡିସେମ୍ବର ୨୦୧୪). "Crows drop dead". Retrieved ୨୬ ମାର୍ଚ୍ଚ ୨୦୧୬. {{cite news}}: Check date values in: |access-date= and |date= (help); More than one of |accessdate= and |access-date= specified (help)