Jump to content

ସିମ୍ବଲବାରା ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
୧୧:୪୨, ୩୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Simbalbara Sanctuary") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସିମ୍ବଲବାରା ଅଭୟାରଣ୍ୟ ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ର ଶିର୍ମୌର  ଜିଲ୍ଲା ରେ ଅବସ୍ଥିତ । ଏହି ଅଞ୍ଚଳ ଘଞ୍ଚ ଶାଲ ବଣ ରେ ପରିପୂର୍ଣ । ଏହି ସ୍ଥାନ ଦେଇ ଏକ ଚିରସ୍ରୋତା ଜଳଧାରା ପ୍ରବାହିତ ହେଇଥାଏ । ଏଠାରେ ସ୍ଥିତ ସିମ୍ବଲବାରା ଜଙ୍ଗଲ ରେସ୍ଟ ହାଉସ ପୁରୁବାଲା ଆଞ୍ଚଳ  ସହ ରାସ୍ତା ପଥ ଦ୍ଵାରା ସୁସଂଯୁକ୍ତ । ଏଠାରୁ ଉପତ୍ୟକା ର ସୁନ୍ଦର ପ୍ରକୃତିକ ଦୃଶ୍ୟ ଦେଖାଯାଇଥାଏ । ଏହି ଅରଣ୍ୟ ରେ ଗୋରାଳ , ସମ୍ବର , ଚିତଳ ଆଦି ବନ୍ୟ ପ୍ରାଣୀ ବହୁ ସଂଖ୍ୟା ରେ ଦୃଷ୍ଟିଗୋଚର ହେଇ ଥାନ୍ତି । ଜଙ୍ଗଲ ମଦ୍ୟ ଦେଇ ଚଲାପଥ ସବୁ ନିକଟବରତି ଅରଣ୍ୟ ସବୁ କୁ ରହିଛି । ଅକ୍ଟୋବର - ନଭେମ୍ବର[] କାଳ ଏହାକୁ ପାରଦର୍ଶନ କରି ଯିବା ପାଇଁ ଉତ୍କୃଷ୍ଟ ସମୟ । ହିମାଚଳ ପ୍ରଦେଶ ର ପର୍ଯ୍ୟଟନ ଓ ଯାତ୍ରା ବିଭାଗ ଏହି ଅଭୟାରଣ୍ୟ କୁ ତାହାର ପ୍ରକୃତିକ ସୋଭା ସହ ସଙ୍ଗରକ୍ଷଣ କରି ରଖିଛନ୍ତି ।[]  

ଯାତାୟାତ 

  • ନିକଟତମ ବିମାନ ବନ୍ଦର -ଚଣ୍ଡିଗଡ (87 କିଲୋମିଟର )
  • ନିକଟତମ ରେଳ ଷ୍ଟେସନ -ଅମ୍ବାଲା କଣ୍ଟ(63 କିଲୋମିଟର )
  • ରାସ୍ତା ଦ୍ଵାରା ଏହି ଅରଣ୍ୟ ସହ ଅନେକ ସହର ସହ ଯୋଗାଯୋଗ ରହିଛି .
  • ।ନିକଟତମ ଗ୍ରାମ -ପଲ୍ହୋରୀ

ଆଧାର ସମୂହ 

ବାହ୍ୟ ସଂଯୋଗ