ସରାହନ
ସରାହନ iଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ର ଏକ ସୁନ୍ଦର ଦର୍ଶନୀୟ ସ୍ଥାନ । ଏଠାରେ ପ୍ରସିଦ୍ଧ ଭୀମକାଳୀ ମନ୍ଦିର ଅବସ୍ଥିତ । ଭୀମକାଳୀ ତତ୍ କାଳୀନ ବୁଶହର ରାଜ୍ୟ ର ଆରାଧ୍ୟା ଦେବୀ ଥିଲେ । ଏହି ମନ୍ଦିର ସିମଳା ଠାରୁ 170 କିଲୋମିଟର ଦୂର ରେ ଅବସ୍ଥିତ ଏବଂ ଏହା ଭାରତ ରେ ଥିବା 51 ଟି ଶକ୍ତି ପୀଠ ମଧ୍ୟ ରୁ ଅନନ୍ୟତମ । ଏହି ଅଞ୍ଚଳ ପ୍ରାଚୀନ ଇଣ୍ଡୋ-ତିବ୍ବତ ରୋଡ[୧] ଠାରେ ରହିଛି । ସରାହନ ର ନାମ ପୂରଣ ରେ ମଧ୍ୟ ଉଲ୍ଲିଖିତ ରହିଛି । [୨]
ଉପଲବ୍ଧ ସୁବିଧା ସବୁ
ଏଠାରେ HPTDC ର ହୋଟେଲ ସମେତ ପର୍ଯ୍ୟାପ୍ତ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ରହଣି ସ୍ଥଳ ରହିଛି । ପର୍ଯ୍ୟଟନ ଋତୁ ରେ ଏଠାରେ ଗହଳି ରହେ । ଏଠାରେ ବାଙ୍କ , ପୋସ୍ତ ଅଫିସ ଆଦି ର ସୁବିଧା ମିଳେ ।
ଦର୍ଶନୀୟ ସ୍ଥାନ
The Bhimakali Temple:
ଭୀମକାଳୀ ଏଠାରେ ସର୍ବ ପ୍ରାଚୀନ ତଥା ପ୍ରସିଦ୍ଧ ଶକ୍ତି ପୀଠ । ଏହାର ନିର୍ମାଣ ଶୈଳୀ ରେ ପ୍ରଥମ ରୁ ତୃତୀୟ ଶତାବ୍ଦୀ ରେ ପ୍ରଚଳିତ କୁଶାଣ ସ୍ଥାପତ୍ୟ କଳା ଦେଖାଯାଇଥାଏ । [୩]
ଏହା ନିକଟ ରେ ଆହୁରି ଦୁଇଟି ମନ୍ଦିର ରହିଛି । ସେଥିରେ ଇଣ୍ଡୋ-ତିବେତାନ ଶୈଳୀ ର ନିର୍ମାଣ ଦେଖାଯାଇଥାଏ । ଏହି ମନ୍ଦିର ରେ କାଷ୍ଠ ଖୋଦେଇ କମ ମଧ୍ୟ ରହିଛି । ଏହି ମନ୍ଦିର ନିକଟ ରେ ରାଜା ଓ ରାଣୀ ଙ୍କ ମହଲ ପରେ ନିର୍ମିତ ହେଇ ରହିଛି । ଏହି ମହଲ ର ଚତୁର୍ଦିଗ ରେ ଉଦ୍ୟାନ ରହିଛି । ବର୍ତମାନ ର ରାଜବଂଶ ଉତ୍ତରାଧିକାରୀ ମାନେ ସେଠାରେ ରାହୁନଥିଲେ ମଧ୍ୟ ଦଶହରା ସମୟ ରେ ସାମୟିକ ଭାବେ ଆସି ରହନ୍ତି ।
ଏଠାରେ ଏକ ପକ୍ଷୀ ଆବାସ ମଧ୍ୟ ରହିଛି । ସେଠାରେ ଅନେକ ବିରଳ ଜାତୀୟ ପକ୍ଷୀ ରଖାଯାଇଛି । Pheasantry : Jujurana is one of the protected species of birds in the region which is also present state bird of Himachal Pradesh. Pheasantry at Sarahan (500m from temple) caters to breeding of some local species of birds and they can be seen inside cages. Pheasantry remain closed during summer,it being the breeding season. Pheasantry is also a good place for a short uphill trek which may take 1–2 hours and gives good view of two of the prominent peaks the Gushu-Pushu and the Shrikhand Mahadev.
ଭୌଗୋଳିକ ସ୍ଥିତି
ସରାହନ ର ଅବସ୍ଥିତି t 31°31′N 77°48′E / 31.52°N 77.80°E.[୪] ଏହାର ହାରାହାରି ପତ୍ତନ 7,589 ଫୁଟ ।
:
ଏହା ଏକ ଶୀତଳ ଅଞ୍ଚଳ । ଶୀତ କାଳ ଏଠାରେ ତାପମାତ୍ରା 7 ଡିଗ୍ରୀ ରୁ ବିଯୁକ୍ତ 7 ଡିଗ୍ରୀ ଯାଏ ରହେ । ଶୀତ କାଳ ରେ ପ୍ରବଳ ବରଫପାତ ହୁଏ । ଗ୍ରୀଷ୍ମ ସମୟ ରେ ତାପମାତ୍ରା 10 ରୁ 30 ଡିଗ୍ରୀ ମଧ୍ୟ ରେ ରହେ । ଏଠାରେ ପରଚୁର ପରିମାଣ ରେ ଆପଲ ସହ ଅନନ୍ୟ ଫଳ ଚାଷ ହେଇଥାଏ ।
ଯାତାୟାତ
ସାହାରଣ ଦିଲ୍ଲୀ ରୁ 564 କିଲୋମିଟର ଓ ସିମଳା ରୁ 170 କିଲୋମିଟର । କାଳକା ପର୍ଯ୍ୟନ୍ତ ଟ୍ରେନ ରେ ଓ ଚଣ୍ଡିଗଡ ପର୍ଯ୍ୟନ୍ତ ବିମାନ ରେ ଯାଇ ସେଠାରୁ ରାସ୍ତା ପଥ ରେ ଯାଇ ହୁଏ ।
ଏହି ସହର ର ଜଣାଶୁଣା ବ୍ୟକ୍ତି
- ବୀରଭଦ୍ର ସିଂହ , ପୋଖତ ରାଜନୀତିଙ୍ଗ୍ୟ
- ନିହାରିକା ଆଚାର୍ଯ୍ୟ , ଟିଭି ଭାଷ୍ୟକାର
ପୁନଶ୍ଚ ଦେଖଣା
- Bhimakali temple
ଆଧାର ସମୂହ
- ↑ Sarahan Tourism info page from official website of Himachal Pradesh State Government of India
- ↑ Prem N. Nag, Dainik Jagran, 26 August 2007
- ↑ Buddhist Monasteries in Himachal Pradesh.
- ↑ Falling Rain Genomics, Inc - Sarahan